-+91-9937148622 |

prerana_bgr@rediffmail.com |

  Wednesday 25th March 2026 |

| | | |

R.N.I. Regd No. ODIODI/2010/46693

Breaking News

*ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜଳ ରାଶିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷ ରୁ ମତ୍ସ୍ୟ ଯାଆଁଳା ଚାଡ଼ିବା ଉତ୍ସବ ଅନୁଷ୍ଠିତ*   (25-Mar-2026)       ||      ନନ୍ଦ କିଶୋର ସେନାପତି ଙ୍କ ବିୟୋଗ ରେ ସ୍ମୃତିଚାରଣ ସଭା   (24-Mar-2026)       ||      ଶିଶୁ ଅଧିକାର, ବାଲ୍ୟ ବିବାହକୁ ନା, ସଖି , ୱାନ ଷ୍ଟପ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (24-Mar-2026)       ||      *ଉମେଶଙ୍କ ନାମରେ ସୋସିଆଲ ମିଡିଆରେ ମିଥ୍ୟା ଅପପ୍ରଚାର; ପ୍ରଦ୍ୟୁମ୍ନ ପାଢ଼ୀ ଗିରଫ* *ଏସପି ଅଫିସ ଘେରିଲେ ସଙ୍ଗଠନ କର୍ମକର୍ତ୍ତା*   (24-Mar-2026)       ||      ଡୁମାଳ ସମାଜର ବାର୍ଷିକ ବୈଠକ   (24-Mar-2026)       ||      ବରଗଡ଼ରୁ ଭୁବନେଶ୍ୱର ଏକ ସକାଳ ଇଣ୍ଟରସିଟି ଟ୍ରେନ ଚଳାଚଳ କିମ୍ବା ସମ୍ବଲପୁର ଟ୍ରେନକୁ ବରଗଡ଼ ସମ୍ପ୍ରସାରଣ   (24-Mar-2026)       ||      ସଡ଼କ ଦୁର୍ଘଟଣାରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ମୃତ୍ୟୁ   (24-Mar-2026)       ||      ଶିକ୍ଷକ ସୁରେଶ ବାରିକଙ୍କୁ ଡକ୍ଟରେଟ ଉପାଧି,ଶିକ୍ଷା ଜଗତରେ ଉଲ୍ଲାସ    (24-Mar-2026)       ||      ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (24-Mar-2026)       ||      ଆଶା ନର୍ସିଂହୋମରେ ରୋଗୀମୃତ୍ୟୁ ମାମଲା♦️ ଓଭରଡୋଜ୍ ନିଶ୍ଚେତକରେ ପ୍ରାଣହାନୀ ? ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍ ଚିକିତ୍ସା   (24-Mar-2026)       ||      ପ୍ରବେଶ ଉତ୍ସବ "ଜ୍ଞାନ, ସଂସ୍କାର ଓ ସ୍ୱପ୍ନର ପ୍ରଥମ ଦିନ" - ଡ. ହେମନ୍ତ କୁମାର ଦାଶ   (24-Mar-2026)       ||      ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି.   (24-Mar-2026)       ||      *ଡାବୁଗାଁ ରେ ଶୁଭାରମ୍ଭ ହେଲା ନବଦିନ ବ୍ୟାପୀ ମାଁ ଠାକୁରାଣୀ ଙ୍କ କଳସ ଯାତ୍ରା*   (24-Mar-2026)       ||      ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି   (23-Mar-2026)       ||      ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି।   (23-Mar-2026)       ||      ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (23-Mar-2026)       ||      ଉତ୍କଳ କଲେଜ ଅଫ୍ ନର୍ସିଂ ପରିସରରେ ଭୁବନେଶ୍ୱରର ନିଯୁକ୍ତିକାରୀ ସଂସ୍ଥା ସୁଯତ୍ନ ହେଲଥ କେୟାର ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା   (23-Mar-2026)       ||      ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲ ରୌପ୍ୟ ଜୟନ୍ତୀରେ ଡା.ଧୀରେନ୍ଦ୍ର ମୁଣ୍ଡଙ୍କ ଜନ୍ମ ଜୟନ୍ତୀ ପାଳିତ   (23-Mar-2026)       ||      *ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍*- *ହାରିଲେ, କିନ୍ତୁ ଶେଷ ବଲ ଯାଏ ସଂଘର୍ଷ କଲେ ଓ ଖେଳ ର ଖୁବ୍ ମଜା ନେଲେ ପ୍ରେସ ଦଳ*-   (23-Mar-2026)       ||      ସରକାରଙ୍କ ଘୁଟକା ବନ୍ଦ ପ୍ରହସନ: ସବୁ ଦୋକାନରେ ଅଧିକ ମୂଲ୍ୟରେ ହେଉଛି ବିକ୍ରି   (23-Mar-2026)       ||     

HOME   ଜିଲ୍ଲା

ସାଗର ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ, ଦେଶିଲ ଗ୍ରାମର ଆଶା ସ୍ବେଛସେବୀ ଓ ବଲାଙ୍ଗୀର ଜିଲ୍ଲାର ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ମିଳିତ ଆନୁକୁଲ୍ୟରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

22-Dec-2023



ବଲାଙ୍ଗିର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁରସୁଡ଼ ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ରାୟପୁରର ସାଗର ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ, ଦେଶିଲ ଗ୍ରାମର ଆଶା ସ୍ବେଛସେବୀ ଓ ବଲାଙ୍ଗୀର ଜିଲ୍ଲାର ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ମିଳିତ ଆନୁକୁଲ୍ୟରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି l ଏଥିରେ ସାଗର ମଲ୍ଟି ସ୍ପେଶାଲିଷ୍ଟ ହସପିଟାଲର -୬ ଜଣ ଡାକ୍ତର ଆସିଥିଲେ l ସଲ୍ୟ ବିଭାଗ, ସ୍ତୀ ରୋଗ ବିଶେଷଜ୍ଞ, କ୍ୟାନ୍ସର ରୋଗ ବିଶେଷଜ୍ଞ, ଦନ୍ତ ରୋଗ ବିଶେଷଜ୍ଞ, ସ୍ନାୟୁ ରୋଗ ବିଶେଷଜ୍ଞ ଓ ଔଷଧ ବିଭାଗର ଡକ୍ଟର ଆସିଥିଲେ l ନିକଟରେ ଥିବା ଅନେକ ଗ୍ରାମାଞ୍ଚଳର ୫ ଶହ ରୁ ଉର୍ଦ୍ଧ ରୋଗୀ ବିଭିନ୍ନ ରୋଗର ସମସ୍ୟା ନେଇ ଦେଖା କରିଥିଲେ l

ଉପସ୍ଥିତ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହୋଇ ମାଗଣାରେ ଔଷଧ ନେଇଥିଲେ ଏବଂ ଅଧିକ ଗୁରୁତ୍ତର ରୋଗୀଙ୍କୁ ରାୟପୁର ର ସାଗର ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲରେ ସରକାରଙ୍କ ଦ୍ଵାରା ମିଳୁଥିବା ସୁବିଧା ଅନୁସାରେ ବିଜୁସ୍ବାସ୍ଥ୍ୟ କାର୍ଡ ଦ୍ୱାରା ମାଗଣାରେ ଚିକିତ୍ସିତ ହୋଇ ପାରିବେ ବୋଲି ସୂଚନା ଦେଇଥିଲେ ଡାକ୍ତର ଭକ୍ତବନ୍ଧୁ କୁମ୍ଭାର l ଏହା ସହିତ ସମସ୍ତ ରୋଗୀମାନଙ୍କ ପାଇଁ ଖାଇବା ଓ ପିଇବା ର ବ୍ୟବସ୍ଥା କରାଯାଇଥିଲା l ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରି ଆହୁରି ଅଧିକରୁ ଅଧିକ ଲୋକଙ୍କୁ ଚିକିତ୍ସା କରାଯିବାର ପ୍ରତିଶୃତି ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ପକ୍ଷରୁ ଭବାନୀ ଷଡ଼ଙ୍ଗୀ ଓ ସତ୍ୟଜିତ ଷଡ଼ଙ୍ଗୀ ପ୍ରମୁଖ ଙ୍କ ସହଯୋଗ ଯୋଗୁଁ ଉକ୍ତ କାର୍ଯ୍ୟକ୍ରମ ଟି ସାଫଲ ହୋଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
*ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜଳ ରାଶିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷ ରୁ ମତ୍ସ୍ୟ ଯାଆଁଳା ଚାଡ଼ିବା ଉତ୍ସବ ଅନୁଷ୍ଠିତ*   25-Mar-2026
  ଜିଲ୍ଲା  
ନନ୍ଦ କିଶୋର ସେନାପତି ଙ୍କ ବିୟୋଗ ରେ ସ୍ମୃତିଚାରଣ ସଭା   24-Mar-2026
  ଜିଲ୍ଲା  
ଶିଶୁ ଅଧିକାର, ବାଲ୍ୟ ବିବାହକୁ ନା, ସଖି , ୱାନ ଷ୍ଟପ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   24-Mar-2026
  ଜିଲ୍ଲା  
*ଉମେଶଙ୍କ ନାମରେ ସୋସିଆଲ ମିଡିଆରେ ମିଥ୍ୟା ଅପପ୍ରଚାର; ପ୍ରଦ୍ୟୁମ୍ନ ପାଢ଼ୀ ଗିରଫ* *ଏସପି ଅଫିସ ଘେରିଲେ ସଙ୍ଗଠନ କର୍ମକର୍ତ୍ତା*   24-Mar-2026
  ଜିଲ୍ଲା  
ଡୁମାଳ ସମାଜର ବାର୍ଷିକ ବୈଠକ   24-Mar-2026
  ଜିଲ୍ଲା  
ବରଗଡ଼ରୁ ଭୁବନେଶ୍ୱର ଏକ ସକାଳ ଇଣ୍ଟରସିଟି ଟ୍ରେନ ଚଳାଚଳ କିମ୍ବା ସମ୍ବଲପୁର ଟ୍ରେନକୁ ବରଗଡ଼ ସମ୍ପ୍ରସାରଣ   24-Mar-2026
  ଜିଲ୍ଲା  
ସଡ଼କ ଦୁର୍ଘଟଣାରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ମୃତ୍ୟୁ   24-Mar-2026
  ଜିଲ୍ଲା  
ଶିକ୍ଷକ ସୁରେଶ ବାରିକଙ୍କୁ ଡକ୍ଟରେଟ ଉପାଧି,ଶିକ୍ଷା ଜଗତରେ ଉଲ୍ଲାସ   24-Mar-2026
  ଜିଲ୍ଲା  
ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   24-Mar-2026
  ଜିଲ୍ଲା  
ଆଶା ନର୍ସିଂହୋମରେ ରୋଗୀମୃତ୍ୟୁ ମାମଲା♦️ ଓଭରଡୋଜ୍ ନିଶ୍ଚେତକରେ ପ୍ରାଣହାନୀ ? ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍ ଚିକିତ୍ସା   24-Mar-2026
  ଜିଲ୍ଲା  
ପ୍ରବେଶ ଉତ୍ସବ "ଜ୍ଞାନ, ସଂସ୍କାର ଓ ସ୍ୱପ୍ନର ପ୍ରଥମ ଦିନ" - ଡ. ହେମନ୍ତ କୁମାର ଦାଶ   24-Mar-2026
  ଜିଲ୍ଲା  
ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି.   24-Mar-2026

You Might Also Like