-+91-9937148622 |

prerana_bgr@rediffmail.com |

  Saturday 1st August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      *ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   (31-Jul-2026)       ||      ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   (31-Jul-2026)       ||      ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   (31-Jul-2026)       ||      ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   (31-Jul-2026)       ||      *ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   (31-Jul-2026)       ||      ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   (31-Jul-2026)       ||      ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   (31-Jul-2026)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   (31-Jul-2026)       ||      *ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   (31-Jul-2026)       ||      ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                        (31-Jul-2026)       ||      ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   (31-Jul-2026)       ||      ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||      କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   (30-Jul-2026)       ||      ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   (30-Jul-2026)       ||      ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   (30-Jul-2026)       ||      ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   (30-Jul-2026)       ||     

HOME   ଜିଲ୍ଲା

ବଲାଙ୍ଗିର : ତୃଣମୂଳ ସ୍ତରରେ ପ୍ରାକ୍ ବଜେଟ ବିମର୍ଶ

22-Dec-2023



ବଲାଙ୍ଗୀର(ପ୍ରେରଣା ଖବର ): ଜିଲ୍ଲାର  ତୃଣମୂଳସ୍ତରରେ ରହିଛି ଅନେକ ସମସ୍ୟା।ଯାହାକି ରାଜ୍ୟ ସରକାରଙ୍କ ଦ୍ବାରା ବଜେଟରେ ଆର୍ଥିକ ବ୍ୟବସ୍ଥା ନ କଲେ ଦୂର କରାଯାଇ ପାରିବ ନାହିଁ। ଏଣୁ  ପ୍ରାକ୍ ବଜେଟ ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ନୂଆଦିଲ୍ଲୀ ସ୍ଥିତ ସିବିଜିଏ ଓ ଭୁବନେଶ୍ଵର ସ୍ଥିତ ସିୱାଇଏସ୍ଡ଼ି ଦୁଇ ସଂସ୍ଥା ଦ୍ବାରା ବଲାଙ୍ଗୀରର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ରେ ଆୟୋଜିତ  ହୋଇଯାଇଛି। ସି ବି ଜି ଏ ଓ ସି ୱାଇ ଏସ୍ ଡି କେନ୍ଦ୍ର ତଥା ରାଜ୍ୟସ୍ତରରେ ଏଭଳି କାର୍ଯକ୍ରମ ବିଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏହାକୁ ଆୟୋଜନ କରି ଆସୁଛନ୍ତି । ଆଲୋଚନାଚକ୍ରରେ ଜିଲ୍ଲାର  ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ, କୃଷକ ସଂଘ, ଏଫ୍ ପି ଓ, ସ୍ଵୟଂ ସହାୟକ ଗୋଷ୍ଠୀ ତଥା ପଞ୍ଚାୟତିରାଜ ପ୍ରତିନିଧି ବୃନ୍ଦ ଅଂଶଗ୍ରହଣ କରିଥିଲେ। ଆଲୋଚନାର ଆଭିମୁଖ୍ୟ ଶ୍ରୀମତୀ ଅନିଶା ଅନୁସ୍ତୂପା ଉପସ୍ଥାପନା କରି ଏହି ଆଲୋଚନାରୁ ମିଳିବାକୁ ଥିବା ତୃଣମୂଳସ୍ତରର ବିମର୍ଶ ଓ ମତାମତ ରାଜ୍ୟ ସରକାରଙ୍କ ଦ୍ବାରା ଅନୁଷ୍ଠିତ ହେବାକୁ ଥିବା ପ୍ରାକ୍ ବଜେଟ ବିତର୍କରେ ଉପସ୍ଥାପନ କରାଯିବ। କୃଷି  ଓ ସାମାଜିକ ସୁରକ୍ଷା ପରି କ୍ଷେତ୍ର ସଂପର୍କରେ ହୋଇଥିବା ଆଲୋଚନାରେ ଜିଲ୍ଲାରେ କୃଷିଭିତ୍ତିକ ଉଦ୍ଯୋଗର ପ୍ରତିଷ୍ଠା, ମହୁଲ,ତଥା ଜଙ୍ଗଲଜାତ ଦ୍ରବ୍ଯର ସଠିକ ବିନିଯୋଗ, କୃଷି ଉତ୍ପାଦନର ବଜାର ଓ ସଂରକ୍ଷଣର ବ୍ୟବସ୍ଥାରେ ଉନ୍ନତି ଆଣିବା, ସ୍ବାସ୍ଥ୍ୟସେବା  ସମସ୍ୟାର ସମାଧାନ ପାଇଁ ବଜେଟରେ ବିଭିନ୍ନ ଆର୍ଥିକ ବ୍ୟବସ୍ଥା କରାଯିବା  ସହିତ ସ୍ଥାନୀୟକରଣ ଭିତ୍ତିରେ ଯୁବକମାନଙ୍କୁ କୌଶଳ ବିକାଶ ପାଇଁ  ବ୍ୟବସ୍ଥା କରିବା ସଂପର୍କରେ ମତପ୍ରକାଶ ପାଇଥିଲା। ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରଙ୍କ ଦ୍ବାରା ପ୍ରଦତ୍ତ ସାମାଜିକ ସୁରକ୍ଷା ଭତ୍ତାରେ ସଠିକ ହିତାଧିକାରୀଙ୍କ ଚିହ୍ନଟ ଓ ସେ ପରିମାଣକୁ ନିଜ ଅଞ୍ଚଳର ମୁଦ୍ରାସ୍ଫୀତି ସହିତ ଯୋଡିବା, ବଜେଟରେ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ଯେଭଳି ସୁପରିଚାଳିତ ହେବ ତାହାର ପ୍ରାବଧାନ ରହିବା ପ୍ରଭୁତି

ବିଷୟ ମାନଙ୍କ ଉପରେ ବିସ୍ତୃତରୂପେ ଆଲୋଚନା ହୋଇଥିଲା । କାର୍ଯକ୍ରମକୁ ସୂଚାରୁରୂପେ ସମ୍ପାଦନ ନିମନ୍ତେ ସାଇପ୍ରସାଦ ସାମଲଙ୍କ ଯୋଗଦାନ ରହିଥିଲା। ଆଶିଷ କୁମାର ଜାଲି ଓ ପଲ୍ଲୀ ଆଲୋକ ପାଠାଗାର, ନଅଗାଁର ସଂପାଦକ  ପ୍ରଶାନ୍ତ କୁମାର ନାୟକ ଆଲୋଚନାଚକ୍ରକୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଜ୍ଞାପନ କରି ସଭାସାଙ୍ଗ କରିଥିଲେ । ସନ୍ଦୀପ କୁମାର କୁଅଁର, ଜିଲ୍ଲା ଯୋଜନା ବିଶେଷଜ୍ଞ ଲଳିତ ରଂଜନ ମହାପାତ୍ର, ମଧୁସୂଦନ ଖେତି, ବିଭୁଦତ୍ତ ମିଶ୍ର, ଅନୁଗ୍ରହ ନନ୍ଦ, ନରେଶ ସାହୁ, ମହାଶକ୍ତି ,ଏଜେସଏ ଆଶା କୁଳମଣି ସାହୁ, ଗୁପ୍ତ ବିଗୋପ ପରିଡ଼ା, ଜୋନାଲ ସଂଯୋଜକ ପ୍ରେମଲାଲ ମାଝୀ, ପ୍ରମୋଦ ବାରିକ, ସି ୱାଇ ଏସ ଡି ର କର୍ମକର୍ତ୍ତା ହୃଷିକେଶ ବାଗ, ବିଜେପୁର ସରପଞ୍ଚ ଗୋପାଳ ତାଣ୍ଡି, ବାନ୍ଦୁପଲା ସରପଞ୍ଚ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ପଲ୍ଲୀ ଆଲୋକ ପାଠାଗାରର କାର୍ଯ୍ୟକ୍ରମ ସଂଯୋଜକ ହୀରାଲାଲ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   31-Jul-2026
  ଜିଲ୍ଲା  
ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   31-Jul-2026
  ଜିଲ୍ଲା  
*ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   31-Jul-2026
  ଜିଲ୍ଲା  
ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   31-Jul-2026
  ଜିଲ୍ଲା  
ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   31-Jul-2026
  ଜିଲ୍ଲା  
ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   31-Jul-2026
  ଜିଲ୍ଲା  
*ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   31-Jul-2026
  ଜିଲ୍ଲା  
ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   31-Jul-2026
  ଜିଲ୍ଲା  
ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   31-Jul-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   31-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   31-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                       31-Jul-2026

You Might Also Like