-+91-9937148622 |

prerana_bgr@rediffmail.com |

  Thursday 26th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା    (25-Mar-2026)       ||      ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   (25-Mar-2026)       ||      ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   (25-Mar-2026)       ||      ଜିଲ୍ଲାପାଳଙ୍କ ବହିସ୍କାର ଆଦେଶ ହାଇକୋର୍ଟରେ ଖାରଜ ପାଇକବାହାଲ ସରପଞ୍ଚ ଭାବେ ଗଣନାଥ ସାହୁ ପୁନଃଅବସ୍ଥାପିତ   (25-Mar-2026)       ||      ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   (25-Mar-2026)       ||      ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   (25-Mar-2026)       ||      ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   (25-Mar-2026)       ||      ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   (25-Mar-2026)       ||      *ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   (25-Mar-2026)       ||      ୨୭ ରାମନବମୀରେ ଶିବସେନା ପକ୍ଷରୁ। ଦୀପଦାନ   (25-Mar-2026)       ||      *ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬*-   (25-Mar-2026)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ   (25-Mar-2026)       ||      *ଜିଲ୍ଲା ମତ୍ସ୍ୟ ଵିଭାଗ ପକ୍ଷରୁ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ*-   (25-Mar-2026)       ||      ରୋତ କଲେଜରେ ଜିଲ୍ଲା ସ୍ତରୀୟ ରକ୍ତହୀନତା ସଚେତନତା ସ୍ବାସ୍ଥ୍ୟ ଶିବିର   (25-Mar-2026)       ||      ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହେଲା ହେଲ୍‌ଥ ଇନସ୍ୟୁରେନ୍ସ କଂପାନୀ   (25-Mar-2026)       ||      ବରପାଲିରେ ବିଜେପିର ସାମ୍ବାଦିକ ସମ୍ମିଳନୀ: ବିଭ୍ରାନ୍ତି ସୃଷ୍ଟି ଅଭିଯୋଗରେ ବିରୋଧୀଙ୍କୁ ଘେରିଲା ବିଜେପି   (25-Mar-2026)       ||      ଜାଗ୍ରତ ବରୀ ପକ୍ଷରୁ ଦସ୍ତଖତ ଅଭିଯାନର ଶୁଭାରମ୍ଭ   (25-Mar-2026)       ||      *ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜଳ ରାଶିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷ ରୁ ମତ୍ସ୍ୟ ଯାଆଁଳା ଚାଡ଼ିବା ଉତ୍ସବ ଅନୁଷ୍ଠିତ*   (25-Mar-2026)       ||      ନନ୍ଦ କିଶୋର ସେନାପତି ଙ୍କ ବିୟୋଗ ରେ ସ୍ମୃତିଚାରଣ ସଭା   (24-Mar-2026)       ||      ଶିଶୁ ଅଧିକାର, ବାଲ୍ୟ ବିବାହକୁ ନା, ସଖି , ୱାନ ଷ୍ଟପ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (24-Mar-2026)       ||     

HOME   ଜିଲ୍ଲା

ତହସିଲସ୍ତରୀୟ ମୋ ଜଙ୍ଗଲ ଜମି ଯୋଜନା ତାଲିମ ଶିବିର

21-Dec-2023



ନବରଙ୍ଗପୁର:(ମିହିର ଶଙ୍କର ପାତ୍ର): ଝରୀଗାଁ ତହସିଲ ଅନ୍ତର୍ଗତ ସମସ୍ତ ଗ୍ରାମ ଗୁଡିକରେ ଜଙ୍ଗଲ ଜମି ଅଧିକାର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରାଯିବା ସକାଶେ ଝରୀଗାଁ ବ୍ଲକ କନଫେରେନ୍ସ ହଲ ଠାରେ ବ୍ଲକର ସମସ୍ତ କମ୍ୟୁନିଟି ଭଲୁନଟର, ଆର ଆଇ ଏବଂ ବନ ବିଭାଗ କର୍ମଚାରୀ ମାନଙ୍କର ମିଳିତ ସହଯୋଗରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି |ଏହି କାର୍ଯ୍ୟକ୍ରମରେ ଶଇମନ ନାୟକ ଡବ୍ଲୁ ଇ ଓ ନିହାର ରଞ୍ଜନ ବେହେରା, ରେଞ୍ଜର ଗୋବିନ୍ଦ ନାୟକ, ଏଫ ଆର ଏ କୋ ଓରଡିନେଟର ମୃତ୍ୟୁଞ୍ଜୟ ନାୟକ, ଆର ସି ଡି ସି ଶିବ ଶଙ୍କର ଦୋରା, ଦୁଷ୍ମନ୍ତ ଓଝା, ଏଫ ଇ ଏସ ବିଜୟ ଟମମ ପ୍ରମୁଖ ଉପସ୍ଥିତ ରହିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଏଫ ଇ ଏସ କର୍ମକର୍ତା ମାନେ ପରିଚାଳନା କରିଥିଲେ |ଏହି ତାଲିମ ରେ ବ୍ୟକ୍ତିଗତ, ଗୋଷ୍ଠୀଗତ ଏବଂ ଗୋଷ୍ଠୀ ସମ୍ବଳର ଅଧିକାର ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହିତ ଆଗାମୀ ଦିନରେ ରାଜ୍ୟ ସରକାର ମୋ ଜଙ୍ଗଲ ଜମି ଯୋଜନା ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାପନ କରିବା ସକାଶେ ଆଲୋଚନା କରାଯାଇଥିଲା | ଏହାର ସଫଳ ରୂପାୟନ ନିମନ୍ତେ ସମସ୍ତ ଉପସ୍ଥିତ ସରକାରୀ ତଥା ଵେସରକାରୀ କର୍ମକର୍ତା ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା   25-Mar-2026
  ଜିଲ୍ଲା  
ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   25-Mar-2026
  ଜିଲ୍ଲା  
ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   25-Mar-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ବହିସ୍କାର ଆଦେଶ ହାଇକୋର୍ଟରେ ଖାରଜ ପାଇକବାହାଲ ସରପଞ୍ଚ ଭାବେ ଗଣନାଥ ସାହୁ ପୁନଃଅବସ୍ଥାପିତ   25-Mar-2026
  ଜିଲ୍ଲା  
ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   25-Mar-2026
  ଜିଲ୍ଲା  
ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   25-Mar-2026
  ଜିଲ୍ଲା  
ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   25-Mar-2026
  ଜିଲ୍ଲା  
ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   25-Mar-2026
  ଜିଲ୍ଲା  
*ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   25-Mar-2026
  ଜିଲ୍ଲା  
୨୭ ରାମନବମୀରେ ଶିବସେନା ପକ୍ଷରୁ। ଦୀପଦାନ   25-Mar-2026
  ଜିଲ୍ଲା  
*ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬*-   25-Mar-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ   25-Mar-2026

You Might Also Like