-+91-9937148622 |

prerana_bgr@rediffmail.com |

  Thursday 26th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା    (25-Mar-2026)       ||      ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   (25-Mar-2026)       ||      ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   (25-Mar-2026)       ||      ଜିଲ୍ଲାପାଳଙ୍କ ବହିସ୍କାର ଆଦେଶ ହାଇକୋର୍ଟରେ ଖାରଜ ପାଇକବାହାଲ ସରପଞ୍ଚ ଭାବେ ଗଣନାଥ ସାହୁ ପୁନଃଅବସ୍ଥାପିତ   (25-Mar-2026)       ||      ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   (25-Mar-2026)       ||      ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   (25-Mar-2026)       ||      ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   (25-Mar-2026)       ||      ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   (25-Mar-2026)       ||      *ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   (25-Mar-2026)       ||      ୨୭ ରାମନବମୀରେ ଶିବସେନା ପକ୍ଷରୁ। ଦୀପଦାନ   (25-Mar-2026)       ||      *ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬*-   (25-Mar-2026)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ   (25-Mar-2026)       ||      *ଜିଲ୍ଲା ମତ୍ସ୍ୟ ଵିଭାଗ ପକ୍ଷରୁ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ*-   (25-Mar-2026)       ||      ରୋତ କଲେଜରେ ଜିଲ୍ଲା ସ୍ତରୀୟ ରକ୍ତହୀନତା ସଚେତନତା ସ୍ବାସ୍ଥ୍ୟ ଶିବିର   (25-Mar-2026)       ||      ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହେଲା ହେଲ୍‌ଥ ଇନସ୍ୟୁରେନ୍ସ କଂପାନୀ   (25-Mar-2026)       ||      ବରପାଲିରେ ବିଜେପିର ସାମ୍ବାଦିକ ସମ୍ମିଳନୀ: ବିଭ୍ରାନ୍ତି ସୃଷ୍ଟି ଅଭିଯୋଗରେ ବିରୋଧୀଙ୍କୁ ଘେରିଲା ବିଜେପି   (25-Mar-2026)       ||      ଜାଗ୍ରତ ବରୀ ପକ୍ଷରୁ ଦସ୍ତଖତ ଅଭିଯାନର ଶୁଭାରମ୍ଭ   (25-Mar-2026)       ||      *ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜଳ ରାଶିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷ ରୁ ମତ୍ସ୍ୟ ଯାଆଁଳା ଚାଡ଼ିବା ଉତ୍ସବ ଅନୁଷ୍ଠିତ*   (25-Mar-2026)       ||      ନନ୍ଦ କିଶୋର ସେନାପତି ଙ୍କ ବିୟୋଗ ରେ ସ୍ମୃତିଚାରଣ ସଭା   (24-Mar-2026)       ||      ଶିଶୁ ଅଧିକାର, ବାଲ୍ୟ ବିବାହକୁ ନା, ସଖି , ୱାନ ଷ୍ଟପ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (24-Mar-2026)       ||     

HOME   ଜିଲ୍ଲା

କରଙ୍ଗାମାଳରେ କ୍ରୀଡ଼ା ଉତ୍ସବର କ୍ରିକେଟ ଖେଳ

21-Dec-2023



ବୋଡ଼େନ (ଡୋଲେସ୍ବର ଵାଗ )
ବୋଡ଼େନ ବ୍ଲକରେ ବି ଡି ଓ ପ୍ରିୟରଞ୍ଜନ କୁମାର ଙ୍କ ତତ୍ତ୍ଵାବଧାନରେ ଏବଂ ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ କ୍ରୀଡ଼ା ଉତ୍ସବର ଚତୁର୍ଥ ଦିନରେ କରଙ୍ଗାମାଲ ଖେଳ ପଡ଼ିଆରେ ମୁଖ୍ୟ ଅତିଥି ଭାବେ ବୋଡ଼େନ ବ୍ଲକ ସରପଞ୍ଚ ସଂଘର ସଭାପତି ରାମଲାଲ ପଣ୍ଡା ଯୋଗଦାନ କରିଥିଲେ ।ଆଜି ଲେଶୁନପାଲି, ନାଗପଡ଼ା,ଖଇରା, ସୁନାପୁର,କମଳା ମାଲ,ବୋଲଧା,ମଣ୍ଡୋ ବିର୍ଲି,ଆମ୍ବ ଗୁଡ଼ା ଓ ଲର୍କା ଗ୍ରାମର କ୍ରିକେଟ ଖେଳାଳିଙ୍କ ମଧ୍ୟରେ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପଡ଼ିଆରେ ଖେଳ ଶିକ୍ଷକଗଣ ମନୋଜ କୁମାର ପଣ୍ଡା +୨ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ କରଙ୍ଗାମାଲ,ଭାସ୍କର ପାତ୍ର ରୁଣ୍ଡୀ ହାଇ ସ୍କୁଲ,ସୁବାସ ଚନ୍ଦ୍ର ଯୋଶୀ କରଙ୍ଗାମାଲ ଉଚ୍ଚ ବିଦ୍ୟାଳୟ,ଠାକୁର ଚରଣ ନାଗ ଧରଣୀମାଲ ଉଚ୍ଚ ବିଦ୍ୟାଳୟ ଓ ଚନ୍ଦ୍ର ଶେଖର ସଲମା ଉଚ୍ଚ ବିଦ୍ୟାଳୟ ଜୟବାହାଲ ପ୍ରତ୍ୟେକ ଖେଳରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରି ଆସୁଥିବାବେଳେ ଆଜି ମନୋଜ କୁମାର ପଣ୍ଡା , ସୁଭ୍ରେନ୍ଦୂ କୁମାର ପଣ୍ଡା ଓ ସୁବାସ ଚନ୍ଦ୍ର ଯୋଶୀ ଅମ୍ପାୟର ଭାବେ କାର୍ଯ୍ୟ କରିଥିଲେ ।ଅନ୍ୟ ସମସ୍ତ ଖେଳ ଶିକ୍ଷକ  ଖେଲଗୁଡ଼ିକୁ ଆଗେଇ ନେବାରେ ସହଯୋଗ କରିଥିଲେ ।ପୋଲିସ ପକ୍ଷରୁ ଏଚ୍ ଜି ପ୍ଲାଟୁନ କମାଣ୍ଡର ୧୨୭ ଚୈତନ୍ୟ ହରିଜନ ଯୋଗଦାନ କରି ସୁରକ୍ଷାର ବ୍ୟବସ୍ଥା ସୁଚାରୁ ରୂପେ ବହନ କରିବା ଦୃଷ୍ଟିକୁ ଆସିଥିଲା ।ଦାୟିତ୍ୱରେ ଥିବା ଅନ୍ୟ ସରକାରୀ କର୍ମଚାରୀ ପି ଇ ଓ ଜୟାନନ୍ଦ ମେହେର,ପି ଇ ଓ ପବିତ୍ର ମିର୍ଦ୍ଧା ,ବି ଆର୍ ସି ହେରାମ୍ବ ବିଶ୍ଵାଳ , ଏନ୍ ଆର୍ ଇ ଜି ଏସ ସେଲ୍ ରୁ  ବିକ୍ରମ ଆରମ୍ଭରୁ ଆଜି ଯାଏଁ ସମ୍ପୂର୍ଣ୍ଣ ଭାବେ ଦାୟୀତ୍ୱ ନିର୍ବାହ କରୁଛନ୍ତି କିନ୍ତୁ ଏଥିରେ ନୋଡାଲ ଅଫିସର ଦାୟିତ୍ୱରେ ଥିବା ମହୋଦୟ କେବଳ ଆରମ୍ଭ ଦିନ କିଛି ସମୟ ଉପସ୍ଥିତ ରହି ଏବେ ଆଉ ଖେଳ ପଡ଼ିଆରେ ଦର୍ଶନ ଦେଉ ନାହାନ୍ତି ।ଖାଦ୍ୟ ବ୍ୟବସ୍ଥାରେ ରୋକାଲ୍ ଯୋଗାଣ ସହାୟକ ପ୍ରେମଲାଲ ଶବର ଓ କରଙ୍ଗାମାଲ ପଞ୍ଚାୟତ ପିଅନ ଅଖିଳ ସମସ୍ତ ଖେଳାଳିଙ୍କୁ ଭୋଜନ ଯୋଗାଇବାରେ ସହଯୋଗ କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା   25-Mar-2026
  ଜିଲ୍ଲା  
ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   25-Mar-2026
  ଜିଲ୍ଲା  
ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   25-Mar-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ବହିସ୍କାର ଆଦେଶ ହାଇକୋର୍ଟରେ ଖାରଜ ପାଇକବାହାଲ ସରପଞ୍ଚ ଭାବେ ଗଣନାଥ ସାହୁ ପୁନଃଅବସ୍ଥାପିତ   25-Mar-2026
  ଜିଲ୍ଲା  
ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   25-Mar-2026
  ଜିଲ୍ଲା  
ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   25-Mar-2026
  ଜିଲ୍ଲା  
ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   25-Mar-2026
  ଜିଲ୍ଲା  
ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   25-Mar-2026
  ଜିଲ୍ଲା  
*ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   25-Mar-2026
  ଜିଲ୍ଲା  
୨୭ ରାମନବମୀରେ ଶିବସେନା ପକ୍ଷରୁ। ଦୀପଦାନ   25-Mar-2026
  ଜିଲ୍ଲା  
*ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬*-   25-Mar-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ   25-Mar-2026

You Might Also Like