-+91-9937148622 |

prerana_bgr@rediffmail.com |

  Friday 27th March 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   (27-Mar-2026)       ||      ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      "ଭକ୍ତିର ମହୋତ୍ସବରେ ମଗ୍ନ ନୀଳଜି: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ"   (27-Mar-2026)       ||      ବ୍ଲକ୍‌ସ୍ତରୀୟ ଆଇନ ସଚେତନତା ଶିବିର   (27-Mar-2026)       ||      ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   (26-Mar-2026)       ||      ୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ   (26-Mar-2026)       ||      ଅସହାୟକୁ ସହାୟତା ଯୋଗାଇଲେ ଲର୍କା ସରପଂଚ ଜୟ ଶ୍ରୀ ପଟେଲ ,,,,, ଜିଲ୍ଲାପାଳଙ୍କ ସହଯୋଗ ଲୋଡୁଛନ୍ତି ନିରୀହ ଦୁଇ ଭଉଣୀ,,,,,, ଭିନ୍ନକ୍ଷମ ଭଉଣୀର ବୋଝ ସମ୍ଭାଲୁଛି ଛୋଟ ଭଉଣୀ   (26-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପିଲାଙ୍କ ଅଭିଭାବକ ଓ ଅତିଥିଙ୍କୁ ପ୍ରଦାନ   (26-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (26-Mar-2026)       ||      ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା   (26-Mar-2026)       ||      ସୁଜିଆ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ   (26-Mar-2026)       ||      ସିକିର୍ଡି ଗ୍ରାମରେ ଶ୍ରୀ ରାମ ନବମୀ ଉପଲକ୍ଷେ ୨୪ ପ୍ରହରୀ ନାମଯଜ୍ଞ   (26-Mar-2026)       ||      ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କଳିକେଶ କଲ୍ୟାଣମଣ୍ଡପ ଓ ବନ୍ଧପୁନଃରୁଦ୍ଧାର କାମ ଭେଟିଦେଲେ   (26-Mar-2026)       ||      ଆନ୍ତଃରାଜ୍ୟ ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ    (26-Mar-2026)       ||      *ଶିଶୁ ସାହିତ୍ୟିକ, ସଂଗଠନ ପ୍ରେମୀ,ହୋମିଓପ୍ୟାଥିକ ଚିକିତ୍ସକ ଗୁରୁଚରଣ ସାହୁ ଙ୍କ ପରଲୋକ*   (26-Mar-2026)       ||      ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା    (25-Mar-2026)       ||      ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   (25-Mar-2026)       ||      ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   (25-Mar-2026)       ||     

HOME   ଜିଲ୍ଲା

ଲୋଇସିଂହା ବ୍ଲକ ସଭା ଗୃହରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ

20-Dec-2023



ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ଲୋଇସିଂହା ବ୍ଲକ ସଭା ଗୃହ ରେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଙ୍କ ସଭାପତିତ୍ୱ ରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ରେ ଉପସ୍ଥିତ ଲୋଇସିଂହା ବିଡ଼ିଓ ଯୁଧିଷ୍ଠିର ମେହେର ଙ୍କ ସମେତ ଲୋଇସିଂହା ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ ସଭ୍ୟା ଉପସ୍ଥିତ ଥିଲେ l ଏହାସହ ଲୋଇସିଂହା ବ୍ଲକ ର ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ବିଭାଗ ର ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରିଥିଲେ l ମୁଖ୍ୟତଃ କୃଷି/ଉଦ୍ୟାନ ବିଭାଗ, ପାନୀୟ ଜଳଯୋଗାଣ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ସାଧାରଣ ବଣ୍ଟନ, ଶିଶୁବିକାଶ, ବିଜୁଳି, ଉନ୍ନୟନ ତଥା ଅନ୍ୟାନ୍ୟ ବିଭାଗ l ମୁଖ୍ୟତଃ ପାଣି, ମେଡିକାଲ ର ମାଇକ୍ରୋ ଫେଲେରିଆ, ସିସି କ୍ୟାମେରା, ଇନ୍ସୁଲିନ l ଶିକ୍ଷା ବାବଦରେ ସୁରଭି କାର୍ଯ୍ୟକ୍ରମ ରେ ଲୋଇସିଂହା ବ୍ଲକ ର ସଫଳତା, ନବମ ଦଶମ ଛାତ୍ରଛାତ୍ରୀ ଙ୍କ ଡ୍ରେସ ବଣ୍ଟନ l ମୁଖ୍ୟମନ୍ତ୍ରୀ ଙ୍କ ପୃଷ୍ଟି ଯୋଜନା ଦ୍ୱାରା 18 ରୁ 19 ବର୍ଷ ଙ୍କୁ ଅଣ୍ଡା, ଛତୁଆ ଦେବାର କାର୍ଯ୍ୟକ୍ରମ l ତହସିଲ କାର୍ଯ୍ୟାଳୟ ରେ ବାଲି ଗାଡି ଧରା ହେଉଛି ହେଲେ ଚାଲାଣ କାଟିବାର ଠିକ ସେ ଜଣା ନ ପଡିବା l ଲୋଇସିଂହା ର ବଷ୍ଟପ ବାବଦରେ l ଲୋ ଭୋଲ୍ଟେଜ ଏରିଆରେ ରେ ଭଲ ଟ୍ରାନ୍ସଫରମର ଯୋଗାଇବା ତଥା ଇନ୍ଦ୍ରlଆବାସ ଗୃହ ମାନଙ୍କୁ ଲାଗୁଥିବା ଇଲେକ୍ଟ୍ରି କନେକ୍ସନ ସମ୍ପୂର୍ଣ୍ଣ କରିବା ଭଳି ଅନେକ ବିଷୟରେ ଗୁରୁତ୍ୱ ଦିଆଗଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   27-Mar-2026
  ଜିଲ୍ଲା  
ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026
  ଜିଲ୍ଲା  
"ଭକ୍ତିର ମହୋତ୍ସବରେ ମଗ୍ନ ନୀଳଜି: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ"   27-Mar-2026
  ଜିଲ୍ଲା  
ବ୍ଲକ୍‌ସ୍ତରୀୟ ଆଇନ ସଚେତନତା ଶିବିର   27-Mar-2026
  ଜିଲ୍ଲା  
ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   26-Mar-2026
  ଜିଲ୍ଲା  
୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ   26-Mar-2026
  ଜିଲ୍ଲା  
ଅସହାୟକୁ ସହାୟତା ଯୋଗାଇଲେ ଲର୍କା ସରପଂଚ ଜୟ ଶ୍ରୀ ପଟେଲ ,,,,, ଜିଲ୍ଲାପାଳଙ୍କ ସହଯୋଗ ଲୋଡୁଛନ୍ତି ନିରୀହ ଦୁଇ ଭଉଣୀ,,,,,, ଭିନ୍ନକ୍ଷମ ଭଉଣୀର ବୋଝ ସମ୍ଭାଲୁଛି ଛୋଟ ଭଉଣୀ   26-Mar-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପିଲାଙ୍କ ଅଭିଭାବକ ଓ ଅତିଥିଙ୍କୁ ପ୍ରଦାନ   26-Mar-2026
  ଜିଲ୍ଲା  
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ   26-Mar-2026
  ଜିଲ୍ଲା  
ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା   26-Mar-2026

You Might Also Like