-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||     

HOME   ଜିଲ୍ଲା

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ।

16-Dec-2023



(ଡୋଲେସ୍ବର ଵାଗ )
 ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପ୍ରେମ ଶିଳା ନାଗ,ବି ଡି ଓ ଶ୍ରୀଯୁକ୍ତ ପ୍ରିୟରଞ୍ଜନ କୁମାର ,ଡି ଏସ ଏସ ଓ  ଶ୍ରୀମାନ ଅନନ୍ତ କୁମାର ହେମ୍ବ୍ରମ,ପ୍ରାକୃତିକ ବିପର୍ଯ୍ୟୟ ସଂଘ ଜିଲ୍ଲା ସଭାପତି ଶ୍ରୀମାନ ଅଚ୍ୟୁତା ନନ୍ଦ ସୁନାନି,ସି ଡି ପି ଓ ଶ୍ରୀମତୀ ଶାନ୍ତା ବାରିକ,ବିପର୍ଯ୍ୟୟ ସଂଘ ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀମାନ ଲୋକେଶ ବେହେରା  ମଞ୍ଚାଶିନ ଥିଲେ ।କାର୍ଯ୍ୟକ୍ରମଟିକୁ ସମ୍ପୂର୍ଣ୍ଣ ଭାବରେ ବି ଏସ ଏସ ଓ ଶ୍ରୀମାନ ହିତେଶ କୁମାର ଆଡ଼ବାହି ,ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଶ୍ରୀମାନ ଦୁଷ୍ମନ୍ତ ନାଗ,ଜୁନିଅର ଆସିଷ୍ଟାଣ୍ଟ ଲକ୍ଷ୍ମଣ ଦଣ୍ଡସେନା ଏବଂ ଡି ଏସ ଏସ ଓ ଙ୍କ ବ୍ୟକ୍ତିଗତ ସହଯୋଗୀ ରୋହିତ କୁମାର ରଣା ପରିଚାଳନା କରିଥିବା ବେଳେ ଭିନ୍ନକ୍ଷମ ସମିତି ସମ୍ପାଦକ ଦିଲିପ କୁମାର ଷଡଙ୍ଗୀ ଓ ରାଜୁ ପାଣ୍ଡେ ,ସମସ୍ତ ସୁପରଭାଇଯର,ବ୍ଲକ ଷ୍ଟାଫ୍ ଏବଂ କିଛି ଅଙ୍ଗନୱାଡ଼ି କର୍ମୀ ସହଯୋଗ କରିଥିଲେ ।ଭିନ୍ନକ୍ଷମଙ୍କ ଶାରୀରିକ କ୍ଷମତା ପରୀକ୍ଷଣ ପାଇଁ ଡାକ୍ତର ବିପୁଳ ଗର୍ଗ,ଡାକ୍ତର ଲଳିଶ୍ରୀ
ଭୋକ୍ତା,ଡାକ୍ତର ଧନଞ୍ଜୟ ଭୁଏ,ଡାକ୍ତର ଅନୀଲ କୁମାର ନାୟକ,ଡାକ୍ତର ମହେନ୍ଦ୍ର  ମାଝୀ ,ଡାକ୍ତର ଭବାନୀ ଶଙ୍କର ତଥା ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଦୟାନନ୍ଦ ବୁଦ୍ଧିଆ,ଘନଶ୍ୟାମ ସାହୁ ଓ ଦିପ୍ତିଷ ଖୁଣ୍ଟିଆ ଉପସ୍ଥିତ ରହି ସହଯୋଗ କରିଥିବା ଦୃଷ୍ଟିକୁ ଆସିଥିଲା ।ଆଜିକାର ଶିବିରରେ ଅସ୍ଥିଶଲ୍ୟ ନିମିତ୍ତ ୮୧ ଜଣ, ଶ୍ରବଣ ବାଧିତ ୨୮ ଜଣ,ଦୃଷ୍ଟିହୀନ ୨୧ ଜଣ ,ମାନସିକ ବିକୃତି ୧୧ ଜଣ,ସିକିଲ ସେଲ୍ ୦୮ ଜଣ, ବସ୍ ପାସ ପାଇଁ ୦୪ ଜଣ,ଟ୍ରେନ ପାସ ନିମନ୍ତେ ୦୫ ଜଣ ,ବାଣୀଶ୍ରୀ (ଛାତ୍ର ଛାତ୍ରୀଙ୍କ ) ୦୪ ଜଣ ଏବଂ ପେନ୍ସନ୍ ପାଇଁ ୩୦ ଜଣଙ୍କ ନାମ ପଞ୍ଜିକରଣ ହୋଇଅଛି ।ସମୁଦାୟ ୧୯୨ ଜଣ ଭିନ୍ନକ୍ଷମଙ୍କ ପରୀକ୍ଷଣ କରାଯାଇଥିଲା ।ସମସ୍ତ ମଞ୍ଚାଶିନ ଅଧିକାରୀ ନିଜ ବକ୍ତବ୍ୟରେ 
କହୁଥିଲେ କି ସାଧାରଣ ବ୍ୟକ୍ତି ଭୁଲ କରେ କିନ୍ତୁ ଭିନ୍ନକ୍ଷମ ବ୍ୟକ୍ତି ଭୁଲ କରିବାର ଇତିହାସ ପୃଷ୍ଠାରେ ଦେଖିବାକୁ ମିଲେନି ।ସେମାନଙ୍କୁ ଆମ ସମାଜ ଘୃଣ୍ୟ ଆଖିରେ ନ ଦେଖୁ ବରଂ ସେମାନଙ୍କ ଅନ୍ତର୍ନିହିତ କଳାକୁ ପରିପ୍ରକାଶ କରିବାରେ ଆମ ସମାଜ ସହଯୋଗ କରିବା ସହିତ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।ଆଉ ମଧ୍ୟ କହିଲେ କି ଜଣେ ସାଧାରଣ ବ୍ୟକ୍ତି ଅପରାଧ କରେ ହେଲେ ଭିନ୍ନକ୍ଷମ ବ୍ୟକ୍ତି କେବେ ଅପରାଧ କରିନଥାଏ ।ଆମ ସରକାର ଅନେକ ଯୋଜନା କରିଛନ୍ତି ଏହି ଭିନ୍ନକ୍ଷମଙ୍କ ପାଇଁ କିନ୍ତୁ ସେମାନେ ସବୁ ଯୋଜନାକୁ ଜାଣି ପାରୁନାହାନ୍ତି ଯେମିତିକି ମେରେଜ୍ ଇନ୍ ସେନଟିଭ,ଡି ଆର୍ ଆଇ ଲୋନ,ଛାତ୍ର ଛାତ୍ରୀଙ୍କ ପାଇଁ ବାଣୀ ଶ୍ରୀ ଇତ୍ୟାଦି ।ତେଣୁ ସମସ୍ତ ଅତିଥିଗଣ ଉପସ୍ଥିତ ଲୋକଙ୍କୁ ଏସବୁ ଯୋଜନାରେ ଭିନ୍ନକ୍ଷମ ମାନଙ୍କୁ ସାମିଲ କରି ସୁସ୍ଥ ଓ ସନ୍ତୁଳିତ ସମାଜ ଗଠନ କରିବାକୁ ଅନୁରୋଧ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   10-Aug-2026
  ଜିଲ୍ଲା  
ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   10-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ   10-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026

You Might Also Like