-+91-9937148622 |
prerana_bgr@rediffmail.com |
Friday 10th April 2026 |
R.N.I. Regd No. ODIODI/2010/46693
Breaking News
16-Dec-2023
ନବରଙ୍ଗପୁର (ମିହିର ଶଙ୍କର ପାତ୍ର):ବିଜେପି ପକ୍ଷରୁ ପାପଡାହାଣ୍ଡି ଦଳେଇଗୁଡାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଜେପିର ବରିଷ୍ଠ ନେତ୍ରୀ ପୂର୍ଣ୍ଣିମା କେର୍କେଟା ଓ ପୂର୍ବତନ ସାଂସଦ ବଳଭଦ୍ର ମାଝୀ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ସଭାପତି ଯଗଦୀଶ ବିଷୟୀ, ପ୍ରଭାରୀ ମନିଜର ଆର୍ଯ୍ୟ, ଯୁବନେତା ସୋମନାଥ ପୂଜାରୀ, ପାପଡାହାଣ୍ଡି ମଣ୍ଡଳ ସଭାପତି କ୍ଷେତ୍ରମୋହନ ପାତ୍ର, ଡାବୁଗାଁ ସାଧାରଣ ସଂପାଦକ ମହେଶ ପାତ୍ର, ରାଜେନ୍ଦ୍ର ବିଷୋୟୀ, ଯାଦବ ବିଷୋୟୀ, ପଦ୍ମିନୀ ମାଝୀ, ଲକ୍ଷ୍ମୀ ଜାନୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ