-+91-9937148622 |

prerana_bgr@rediffmail.com |

  Saturday 11th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ବିଶ୍ଵ ହୋମିଓପ୍ୟାଥିକ ଦିବସ ପାଳିତ* *(ଡାକ୍ତର ସି.ଫେଡ୍ରିକ୍.ସାମୁଏଲ୍ ହ୍ୟାନିମାନ୍ ଙ୍କ ୨୭୨ ତମ ଜୟନ୍ତୀ ପାଳିତ)*   (11-Apr-2026)       ||      ଷ୍ଟେମ ଆଧାରିତ ପ୍ରାଥମିକ ଶିକ୍ଷା ପ୍ରସାର ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରଶିକ୍ଷଣ ଶିବିର   (11-Apr-2026)       ||      ଡୁଙ୍ଗୁରିପାଲିବାସୀଙ୍କ ଦୀର୍ଘ ବର୍ଷ ର ଦାବି ପୂରଣ ହେଲା    (10-Apr-2026)       ||      ଏଚ.ସି.ଜି ପଣ୍ଡା କର୍କଟ ହସ୍ପିଟାଲ ନର୍ସିଂ ଉତ୍କର୍ଷ ପ୍ରମାଣପତ୍ର ହାସଲ    (10-Apr-2026)       ||      ପ୍ରଭୁ ଙ୍କ ଇଛା ହେଲା- ଦୀର୍ଘ ୪୬ ବର୍ଷ ର ଅପେକ୍ଷା ର ଅନ୍ତ ଘଟିଲା - ଭକ୍ତ ଙ୍କ ଦର୍ଶନ ଲାଗି ଶ୍ରୀ ରୁଦ୍ର ନାଥ ମହାପ୍ରଭୁ ଙ୍କ ମନ୍ଦିର ବାଟ ଫିଟିଲା* - *ଜିଲ୍ଲାପାଳ*-   (10-Apr-2026)       ||      ବଲାଙ୍ଗୀରରେ ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ, ଫ୍ଲୋରାଇଡ୍ ପାଣି ସମସ୍ୟା ଓ ବ୍ୟାରେଜ ପ୍ରକଳ୍ପ ଉପରେ ଗୁରୁତ୍ୱ   (10-Apr-2026)       ||      ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତିଙ୍କ ଯୋଗଦାନ    (10-Apr-2026)       ||      ତରଭା କୁ ଉପଖଣ୍ଡ ମାନ୍ୟତା ଦାବି ରେ ଜିଲଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ତରଭା ସାମ୍ବାଦିକ ସଂଘ    (10-Apr-2026)       ||      ଗୁଡଭେଲା ବ୍ଲକରେ ବିଧାୟକଙ୍କ ସମର୍ଥକ-ଅଧ୍ୟକ୍ଷାଙ୍କ ସମର୍ଥକ ମଧ୍ୟରେ ମାର୍‌ପିଟ   (10-Apr-2026)       ||      ଦୁଇ ଭଉଣୀଙ୍କ ହତ୍ୟା ଉଦ୍ୟମକରୀ ଥିବା ଅଭିଯୁକ୍ତ କୁ ସାତ ବର୍ଷ କାରାଦଣ୍ଡ   (10-Apr-2026)       ||      ସୋନପୁର: ଅସୁରମୁଣ୍ଡା ଆଶ୍ରମ ସ୍କୁଲର ଶିକ୍ଷଦାନ ଓ ହଷ୍ଟେଲ ସୁବିଧା ସମ୍ପର୍କରେ ସ୍ଥିତି ପରଖିଲେ ଜିଲ୍ଳାପାଳ    (10-Apr-2026)       ||      ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ    (10-Apr-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ   (10-Apr-2026)       ||      *ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ*-   (10-Apr-2026)       ||      *ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ*-   (10-Apr-2026)       ||      ତୁଳସୀ ରାମାୟଣ ନବାହ୍ନ ପାରାୟଣର ୫ମ ଦିବସ, ରାମଚନ୍ଦ୍ରଙ୍କ ବନବାସରେ ଅଯୋଧ୍ୟ୍ୟlବାସୀ ମର୍ମାହତ    (09-Apr-2026)       ||      ଦୁର୍ଘଟଣାକୁ ଅପେକ୍ଷା କରିଛି କି ବିଦ୍ୟୁତ ବିଭାଗ ? ଲାଦରପାଲିରେ ମରଣଯନ୍ତା ସାଜିଛି ବଙ୍କା ବିଜୁଳି ଖୁଣ୍ଟ   (09-Apr-2026)       ||      ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଅବସରରେ ସମଗ୍ର ଶିକ୍ଷା ସଚେତନତା ରଥକୁ ସେମଳା ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା   (09-Apr-2026)       ||      କୁଆପଥର ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ    (09-Apr-2026)       ||      *ରକ୍ତ ଦାନ କରି ୧୬ ମାସ ର ଶିଶୁ ର ଜୀବନ ବଞ୍ଚାଇଲେ କଲେକ୍ଟର ପି ଏସ୍ ଓ ଆକାଶ ସାହୁ*   (09-Apr-2026)       ||     

HOME   ଜିଲ୍ଲା

ସି ଆର ପି ଏଫ୍- ୧୯ ବାଟାଲିୟନ୍ ଦ୍ଵାରା ଭଟାପାଣୀ ଗ୍ରାମରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

15-Dec-2023



ନୂଆଁପଡ଼ା(ବିଶି ଚନ୍ଦନ ମାଝୀ ଙ୍କ ରିପୋର୍ଟ ): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ନଙ୍ଗଲବୋଡ ଗ୍ରାମପଞ୍ଚାୟତ ଅଧିନସ୍ଥ ଉପାନ୍ତ ଭଟାପାବାଣୀ ଗ୍ରାମରେ ସିଆରପିଏଫ ଯବାନ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ରକ୍ଷା କରିବା ପାଇଁ ସିଆରପିଏଫର ୧୯ ବାଟାଲିୟନ ଦ୍ଵାରା ଏକ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ୧୯- ବାଟାଲିୟନ ସିଆରପିଏଫର କମାଣ୍ଡେନ ଡିଇ କିଣ୍ଡୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡ,ଶସି ଟୋପୋ,ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଓ ସ୍ଥାନୀୟ ନଙ୍ଗଲବୋଡ ଗ୍ରାମପଞ୍ଚାୟତର  ସରପଞ୍ଚ ଜଗଦୀଶ ମାଝୀ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ରହିଥିଲେ।  ଓ ଗ୍ରାମପଞ୍ଚାୟତ ଅଧୀନରେ ଥିବା ୫ଟି  ଗ୍ରାମର ଜନସାଧାରଣ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସିଆରପିଏଫ୍ କେମ୍ପ ଦ୍ୱାରା ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ କରିବା ସହ ଅଞ୍ଚଳର ଆଦିବାସୀ ଲୋକଙ୍କୁ ସିଆରପିଏଫ ଯବାନଙ୍କ ଦ୍ୱରା ମାଗଣାରେ ଶୀତ ବସ୍ତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ମଧ୍ୟ ଅଞ୍ଚଳର ଜନସାଧାରଣଙ୍କ ସହ ଜଡ଼ିତ ରହିବା ପାଇଁ ଓ ସୁଖଦୁଃଖରେ ସାଥୀ ହେବା ପାଇଁ ଏମିତି ଅନେକ ପ୍ରୟାସ ଜାରି ରହିବ ବୋଲି ସିଆରପିଏଫ ଅଧିକାରୀ ତାଙ୍କ ମତପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବିଶ୍ଵ ହୋମିଓପ୍ୟାଥିକ ଦିବସ ପାଳିତ* *(ଡାକ୍ତର ସି.ଫେଡ୍ରିକ୍.ସାମୁଏଲ୍ ହ୍ୟାନିମାନ୍ ଙ୍କ ୨୭୨ ତମ ଜୟନ୍ତୀ ପାଳିତ)*   11-Apr-2026
  ଜିଲ୍ଲା  
ଷ୍ଟେମ ଆଧାରିତ ପ୍ରାଥମିକ ଶିକ୍ଷା ପ୍ରସାର ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରଶିକ୍ଷଣ ଶିବିର   11-Apr-2026
  ଜିଲ୍ଲା  
ଡୁଙ୍ଗୁରିପାଲିବାସୀଙ୍କ ଦୀର୍ଘ ବର୍ଷ ର ଦାବି ପୂରଣ ହେଲା   10-Apr-2026
  ରାଜନୀତି  
ଏଚ.ସି.ଜି ପଣ୍ଡା କର୍କଟ ହସ୍ପିଟାଲ ନର୍ସିଂ ଉତ୍କର୍ଷ ପ୍ରମାଣପତ୍ର ହାସଲ   10-Apr-2026
  ଜିଲ୍ଲା  
ପ୍ରଭୁ ଙ୍କ ଇଛା ହେଲା- ଦୀର୍ଘ ୪୬ ବର୍ଷ ର ଅପେକ୍ଷା ର ଅନ୍ତ ଘଟିଲା - ଭକ୍ତ ଙ୍କ ଦର୍ଶନ ଲାଗି ଶ୍ରୀ ରୁଦ୍ର ନାଥ ମହାପ୍ରଭୁ ଙ୍କ ମନ୍ଦିର ବାଟ ଫିଟିଲା* - *ଜିଲ୍ଲାପାଳ*-   10-Apr-2026
  ଜିଲ୍ଲା  
ବଲାଙ୍ଗୀରରେ ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ, ଫ୍ଲୋରାଇଡ୍ ପାଣି ସମସ୍ୟା ଓ ବ୍ୟାରେଜ ପ୍ରକଳ୍ପ ଉପରେ ଗୁରୁତ୍ୱ   10-Apr-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତିଙ୍କ ଯୋଗଦାନ    10-Apr-2026
  ଜିଲ୍ଲା  
ତରଭା କୁ ଉପଖଣ୍ଡ ମାନ୍ୟତା ଦାବି ରେ ଜିଲଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ତରଭା ସାମ୍ବାଦିକ ସଂଘ   10-Apr-2026
  ଜିଲ୍ଲା  
ଗୁଡଭେଲା ବ୍ଲକରେ ବିଧାୟକଙ୍କ ସମର୍ଥକ-ଅଧ୍ୟକ୍ଷାଙ୍କ ସମର୍ଥକ ମଧ୍ୟରେ ମାର୍‌ପିଟ   10-Apr-2026
  ଜିଲ୍ଲା  
ଦୁଇ ଭଉଣୀଙ୍କ ହତ୍ୟା ଉଦ୍ୟମକରୀ ଥିବା ଅଭିଯୁକ୍ତ କୁ ସାତ ବର୍ଷ କାରାଦଣ୍ଡ   10-Apr-2026
  ଜିଲ୍ଲା  
ସୋନପୁର: ଅସୁରମୁଣ୍ଡା ଆଶ୍ରମ ସ୍କୁଲର ଶିକ୍ଷଦାନ ଓ ହଷ୍ଟେଲ ସୁବିଧା ସମ୍ପର୍କରେ ସ୍ଥିତି ପରଖିଲେ ଜିଲ୍ଳାପାଳ   10-Apr-2026
  ଜିଲ୍ଲା  
ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ   10-Apr-2026

You Might Also Like