-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଜିଲ୍ଲା ଫ୍ଲାଇଆଶ ବ୍ରିକ୍ସ ଇଣ୍ଡଷ୍ଟ୍ରି ଆସୋସିଏସନ ର ବୈଠକ

14-Dec-2023



ବଲାଙ୍ଗିର(ପ୍ରେରଣା ଖବର ): ଆଜି ବଲାଙ୍ଗିର ଜିଲ୍ଲା ଫ୍ଲାଇଆଶ ବ୍ରିକ୍ସ ଇଣ୍ଡଷ୍ଟ୍ରି ଆସୋସିଏସନ ସଭ୍ୟ ମାନଙ୍କର ଏକ ବୈଠକ ସ୍ଥାନୀୟ ଗାର୍ଡେନ ଇନ ହୋଟେଲରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ବଲାଙ୍ଗିର ର ୨୬ ଟି ଫ୍ଲାଇଆସ ଇଣ୍ଡଷ୍ଟ୍ରି ର ମାଲିକ ଉପସ୍ଥିତ ରହି ବଲାଙ୍ଗିର ଫ୍ଲାଇଆଶ ବ୍ରିକ୍ସ ଇଣ୍ଡଷ୍ଟ୍ରି ମାନଙ୍କର  ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା l ସର୍ବପ୍ରଥମେ ଆସୋସିଏସନର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା  l ଆସୋସିଏସନ ର ସଭାପତି ରୂପେ ପ୍ରକାଶ କୁମାର ନେପାକ, ଉପସଭାପତି ଅକ୍ଷୟ ତ୍ରିପାଠୀ, ସମ୍ପାଦକ ଦେବଜ୍ୟୋତି ପୁରୋହିତ, ଯୁଗ୍ମ ସମ୍ପାଦକ ଶ୍ରୀ ସୁରେନ୍ଦ୍ର ସ୍ୱାଇଁ, କୋଷlଧ୍ୟକ୍ଷ ଶ୍ରୀ ସମୀର ପାଣିଗ୍ରାହୀ ଏବଂ  କାର୍ଯ୍ୟଜାରୀ କମିଟି ସଭ୍ୟ ରୂପେ  ନରେଶ ରୋହେରା, ଶ୍ରୀ ସଂଗୀତ ଅଗ୍ରୱାଲ,ଶ୍ରୀ ଚନ୍ଦ୍ରଚୂଡ଼ ପଣ୍ଡା, ଶ୍ରୀ ରାଜ ପାଢ଼ୀ,  ରାଜା ବେଜ,  ଯୋଗେଶ ପଟେଲ, ଶ୍ରୀ ମଧୁ ପଟେଲ, ଅଙ୍କିତ ଅଗ୍ରୱାଲ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ l ସାମ୍ପ୍ରତିକ ପରିସ୍ଥିତିରେ କଞ୍ଚାମାଲ ର ଅହେତୁକ ଦରବୃଦ୍ଧି ତଥା ସରକାରଙ୍କ ଏବଂ ବିଦ୍ୟୁତ ବିଭାଗ ର ଏହି ଶିଳ୍ପ ପ୍ରତି ଉଦାସୀନତା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ  ଚିନ୍ତା ପ୍ରକଟ କରାଯାଇଥିଲା l ସରକାର ୧୦୦ କିଲୋମିଟର ପରିଧିରେ ବିନା ମୂଲ୍ୟରେ ଫ୍ଲାଇ ଆସ ଯୋଗାଇ ପ୍ରୋତ୍ସାହନ ଦେଉ ଥିବା ବେଳେ ବଲାଙ୍ଗିର ସେଥିରୁ ବଂଚିତ ରହୁଛି l କିଛି ଲାଲ ଇଟା ଭାଟି ମାଲିକ ବେଆଇନ କାଠ କାଟି ବିନା ରୟାଲଟି ରେ ମାଟି, ବାଲି ବ୍ୟବହାର କରି କମ ଦାମ ରେ ଲାଲ ଇଟା ଯୋଗାଣ ଚାଲୁ ରଖିଛନ୍ତି l ଅଥଚ ଫ୍ଲାଇଆସ ଇଣ୍ଡଷ୍ଟ୍ରି ଚଢା ଦରରେ ଆସ, ବାଲି, ବିଦ୍ୟୁତ ସହ ବର୍ଦ୍ଧିତ ଦାମ ରେ କଞ୍ଚାମାଲ ସିମେଣ୍ଟ,, ଚୂନ, ଜିପସମ କ୍ରୟ କରି କ୍ଷତି ସହୁଛନ୍ତି ଏବଂ ଋଣ ଗ୍ରସ୍ତ ହୋଇ ଇଣ୍ଡଷ୍ଟ୍ରି ବନ୍ଦ କରିବାକୁ ବାଧ୍ୟ୍ୟ ହେଉଛନ୍ତି lଏହି ସବୁ ବିଷୟରେ ସବିଶେଷ ଆଲୋଚନା କରିବା ପରେ ନିମ୍ନ ଲିଖିତ ପ୍ରସ୍ତାବ ମାନ ବୈଠକ ରେ ଗୃହୀତ ହୋଇଥିଲା l

ବିଭିନ୍ନ ସମସ୍ୟା ଉପରେ ସରକାରଙ୍କୁ ଅବଗତ କରାଇ ସମାଧାନ ର ପନ୍ଥା ନିରୂପଣ ପାଇଁ ଏବଂ ଅନ୍ୟାନ୍ୟ ବିଷୟରେ ସମାଧାନ ପାଇଁ  ଆସନ୍ତା ସପ୍ତାହରେ ଆସୋସିଏସନ ବଲାଙ୍ଗିର ଜିଲ୍ଲାପାଳ,ବନ ଅଧିକାରୀ, ତହସିଲଦାର, ବିଦ୍ୟୁତ ବିଭାଗ ଅଧିକାରୀ ପ୍ରମୁଖ ଙ୍କୁ ଭେଟି ଦାବି ଉପସ୍ଥାପନା କରିବାକୁ ନିଷ୍ପତ୍ତି ଗ୍ରହଣ କରଗଲା lଫ୍ଲାଇ ଆସ ୧୦୦ କିଲୋମିଟର ପରିବର୍ତ୍ତେ 200 କିଲୋମିଟର ପରିଧିରେ ବିନା ମୂଲ୍ୟରେ ଇଣ୍ଡଷ୍ଟ୍ରି ମାନଙ୍କୁ ଯୋଗାଇଦେବାକୁ ସରକାରଙ୍କ ପାଖରେ ଦାବି ଜଣାଇବାକୁ ପ୍ରସ୍ତାବ ଗ୍ରହଣ କରାଗଲା l ବର୍ତମାନ ପରିସ୍ଥିତି ରେ କଞ୍ଚାମାଲ ର ହାରାହାରି ୨୫% ବୃଦ୍ଧି ଏବଂ ଆଗାମୀ ଦର ବୃଦ୍ଧି କୁ ବିଚାର କରି ଫ୍ଲାଇ ଆସ ଇଟା ର ମାନବୃଦ୍ଧି ସହ ମୂଲ୍ୟ ବୃଦ୍ଧି କୁ ମଧ୍ୟ ବିଚାର କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା l ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ମାନ ସମୀକ୍ଷା କରାଯିବାକୁ ଆସନ୍ତା ୨୪.୧୨.୨୩ ଦିନ ବଲାଙ୍ଗିର ର ସମସ୍ତ ଫ୍ଲାଇଆସ ଇଣ୍ଡଷ୍ଟ୍ରି ମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ l
ବଲାଙ୍ଗିର ସମସ୍ତ ଫ୍ଲାଇଆସ ଇଣ୍ଡଷ୍ଟ୍ରି ମାନଙ୍କୁ ସଭ୍ୟ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଇ ସମସ୍ତ ପ୍ରକାର ସମସ୍ୟା ର ସମାଧାନ କରାଯିବାକୁ ଉଦ୍ୟମ କରାଯିବ l
    ପରିଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ ହୋଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026

You Might Also Like