-+91-9937148622 |
prerana_bgr@rediffmail.com |
Tuesday 14th April 2026 |
R.N.I. Regd No. ODIODI/2010/46693
Breaking News
14-Dec-2023
କଣ୍ଟାମାଳ,( ଜୟ କୁମାର ମହାରଣା)
କଣ୍ଟାମାଳ ବ୍ଲକ ସ୍ଥିତ ଦମକଳ କେନ୍ଦ୍ରର କର୍ମଚାରୀ ସୋମବାର ଠାରୁ ବିଭିନ୍ନ ଦାବିନେଇ କଳା ଵ୍ୟାଚ ପରିଧାନ କରିଛନ୍ତି l ଅଗ୍ନିଶମ ସେବାର ଅlଗ୍ନିକ, ଗାଡି ଚାଳକ ଓ ହାବିଲଦାର ଙ୍କ ପୂର୍ବପରି ଓଡିଶା ପୁଲିସ ହାବିଲଦାର ଙ୍କ ଭଳି ଦରମା ଓ ଭତ୍ତା ପ୍ରଦାନ ଦାବି, ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜିକରଣ ଆଦି ନେଇ ଦାବି ହୋଇଛି l ଏହି ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଂଚି ଥିବା ବେଳେ କଣ୍ଟାମାଳ ଦମକଳ କେନ୍ଦ୍ରର ଅଧିକାରୀ, ହାବିଲଦାର ଓ ଅଗ୍ନିଶମ କର୍ମଚାରୀ ସାମିଲ ରହିଛନ୍ତି l