-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||      ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   (17-Aug-2026)       ||      ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ    (17-Aug-2026)       ||      କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   (17-Aug-2026)       ||      ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   (17-Aug-2026)       ||      ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||     

HOME   ଜିଲ୍ଲା

ମଦବ୍ୟବସାୟୀଙ୍କ ଘରେ ଆୟକର ଚଢାଉ... ସୁଦପଡା ଭାଟିରୁ ପ୍ରାୟ ୨୦୦କୋଟି ଓ ଟିଟିଲାଗଡରୁ ୨୦କୋଟି ଟଙ୍କା ଜବତ

08-Dec-2023



ବଲାଙ୍ଗୀର/ଟିଟିଲାଗଡ,୭ା୧୨-ଆୟକର ଫାଙ୍କି ଅଭିଯୋଗରେ ବୁଧବାର ଦିନଠାରୁ ବଳଦେବ ସାହୁ ଓ କମ୍ପାନୀଙ୍କ ମଦବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ଚଢାଉ ଚାଲିଛି । ବୁଧବାର ଦିନ ଦିଲ୍ଲୀ,ରାଞ୍ଚି,ଭୁବନେଶ୍ୱର,ବୌଦ୍ଧ,ସମ୍ବଲପୁର,ବଲାଙ୍ଗୀର ଓ ଟିଟିଲାଗଡର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଟିମମାନେ ଚଢାଉ କରିଥିଲେ । ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଓ ଏହାର ସହଯୋଗୀଙ୍କ ଘରେ ଚଢାଉ ଆଜି ମଧ୍ୟ ଚାଲୁରହିଛି । ଗତକାଲି ବଲାଙ୍ଗୀର ସୁଦପଡା ଦେଶୀ ମଦଭାଟିରୁ ବିପୁଳ ପରିମାଣର ୫୦୦ଟଙ୍କିଆ ନୋଟ ଭର୍ତ୍ତି ଆଲମିରା ଜବତ ହୋଇଥିଲା । ଏଠାରେ ପ୍ରାୟ ୨୦୦କୋଟି ଟଙ୍କା ଥିବା ଅନୁମାନ କରାଯାଉଛି । ସେହି ଟଙ୍କାକୁ ଆୟକର ବିଭାଗ ଜବତ କରି ରାତିରେ ବସ୍ତାରେ ଭର୍ତ୍ତିକରି ଟ୍ରକଲୋଡରେ ବଲାଙ୍ଗୀର ଷ୍ଟେଟବ୍ୟାଙ୍କକୁ ନେଇଥିଲେ । ପ୍ରଥମେ ତିନିଟି ଟଙ୍କା ଗଣତି ମେସିନରେ ନୋଟକୁ ଗଣାଯାଉଥିବା ବେଳେ ଆଜି ମୋଟ ୬ଟି ମେସିନରେ ନୋଟ ଗଣତି ଚାଲିଛି । ୧୦ଜଣ କର୍ମଚାରୀ ଏହି ନୋଟକୁ ଗଣୁଛନ୍ତି । ଆୟକର ବିଭାଗ ସୁଦପଡା ଭାଟି ଦାୟୀତ୍ୱରେ ଥିବା ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ନେଇ ପଚରାଉଚୁରା କରୁଛି । ଆଜି ଦ୍ୱିତୀୟଦିନରେ ମଧ୍ୟ ସୁଦପଡା ଭାଟି ଓ କ୍ଲବପଡାରେ ଥିବା ଭୋଲା ସାହୁଙ୍କ ଘରେ ଆୟକର ବିଭାଗ ଚଢାଉ କରୁଛି । ଆନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା କୁହାଯାଉଛି । ସେହିପରି ଟିଟିଲାଗଡରେ

ବୁଧବାରଠାରୁ ନେହେରୁନଗର ସ୍ଥିତ ମଦବ୍ୟବସାୟୀ ଦୀପକ ସାହୁ ଓ ତାଙ୍କ ଭାଇ ସଂଜୟ ସାହୁଙ୍କ ଘରେ ଚଢାଉ କରୁଛି । ବୁଧବାର ଦିନ ସଂଜୟ ସାହୁଙ୍କ ଘରୁ ପ୍ରାୟ ୨୦କୋଟି ଟଙ୍କା ଜବତ କରିଥିବା ଏକ ବିସ୍ୱସ୍ତ ସୂତ୍ରରୁ ଜଣାପଡିଛି । ବଲାଙ୍ଗୀର ଜିଲ୍ଲା ସମେତ କଳାହାଣ୍ଡି,ସୋନପୁର,ବୌଦ୍ଧ ଜିଲ୍ଲାରେ ଏହିକମ୍ପାନୀର ଦେଶୀମଦ ଭାଟି ଚାଲୁଛି । ସରକାରଙ୍କୁ ଟିକସ ଫାଙ୍କି ମଦବ୍ୟବସାୟୀ ହଜାର ହଜାର କୋଟି ଟଙ୍କାର ଲାଭବାନ ହେଉଛି । ଏବେ କେବଳ ଆୟକର ଫାଙ୍କିର ତଦନ୍ତ ବେଳେ ବଲାଙ୍ଗୀର ଭଳି ସ୍ଥାନରେ ୨୦୦କୋଟି ନଗତ କେସ ଜବତ ହେବା ଘଟଣା ଲୋକଙ୍କ ମଧ୍ୟ ଆଲୋଚନାର ବିଷୟ ହୋଇଛି । ସରକାରୀ ବ୍ୟବସ୍ଥା ଭିତରେ ଗଳାବାଟ ଖୋଲି ସରକାରଙ୍କ ଆଖିରେ ଧୂଳି ପକାଇ କୋଟି କୋଟି ଟଙ୍କାର ରାଜସ୍ୱ ହଡପ କରୁଥିବା ସ୍ପଷ୍ଟ ହୋଇଛି । ଆୟକର ବିଭାଗର ୩୦ଜଣିଆ ଟିମ ଆଜି ମଧ୍ୟ ଚଢାଉ ଜାରିରଖିଛନ୍ତି । ତେବେ ଭିତରେ କଣ ସବୁ ଚାଲିଛି ସେନେଇ କେହି ଗଣମାଧ୍ୟମକୁ ବିଶେଷ ସୂଚନା ଦେଉନାହାଁନ୍ତି । ଆଜି ବଲାଙ୍ଗୀର,ଟିଟିଲାଗଡ,ବୌଦ୍ଧ,ସମ୍ବଲପୁର ଓ ରାଉରକେଲାରେ ଚଢାଉ ଚାଲୁରହିଥିବା ଜଣାଯାଇଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   17-Aug-2026
  ଜିଲ୍ଲା  
ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ   17-Aug-2026
  ରାଜ୍ୟ  
କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   17-Aug-2026
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026
  ଜିଲ୍ଲା  
ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   16-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   16-Aug-2026
  ଜିଲ୍ଲା  
ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   16-Aug-2026

You Might Also Like