-+91-9937148622 |

prerana_bgr@rediffmail.com |

  Wednesday 19th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||     

HOME   ଜିଲ୍ଲା

ଦେଶୀ ମଦରେ ରହୁନାହିଁ ଅବକାରୀ ସୂଚନା - ସରକାରୀ ନିୟମ ଖୋଲାଖୋଲି ଉଲଂଘନ

03-Dec-2023



ବୀରମହାରାଜପୁର,( ବିନୋଦ ପାଣ୍ଡେ ): ମଦମୃତ୍ୟୁ ଭଲି ଅଘଟଣ ରୋକିବାକୁ ପ୍ରଶାସନ ପକ୍ଷରୁ ଦେଶି ମଦ ଭାଟି ମାନଙ୍କ ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି। ଏହି ଗାଇଡ ଲାଇନ ଅନୁଯାୟୀ ଲାଇସେନ୍ସ ପ୍ରାପ୍ତ ମଦଭାଟି ରୁ ତିଆରି ମଦ କେବଳ ସିଲ ପଲିଥିନ ପ୍ୟାକେଟ ବିକ୍ରି ହେବ। ଏହା ସହ ମୁଖ୍ୟ ଦୋକାନରୁ ଶାଖା ଦୋକାନକୁ ପଠାଇବା ବେଳେ ଦୋକାନର ନାମ, ମଦ ପ୍ରସ୍ତୁତି ହେବାର ତାରିଖ ପ୍ରସ୍ତୁତି କର୍ତ୍ତାଙ୍କ ନାମ , ଅବକାରୀ ଅଧିକାରୀଙ୍କ ଠାରୁ ମିଳିଥିବା କୋଡ଼ ନମ୍ବର ଓ ଚିହ୍ନଟ ମାର୍କ ଆଦି ଉଲ୍ଲେଖ କରିବା ସହ ପ୍ୟାଙ୍କିର ପନ୍ଦର ଦିନ ମଧ୍ୟରେ ବ୍ୟବସାୟ କରିବାକୁ ନିର୍ଦ୍ଦେଶ ରହିଛି। ଯଦି ବିକ୍ରି ନହେଲେ ତେବେ ପନ୍ଦର ଦିନ ମଧ୍ୟରେ ଉକ୍ତ ମଦକୁ ନଷ୍ଟ କରାଯାଇ ତା' ଉପରେ ପ୍ରମାଣ ପତ୍ର ଦେବାର ନିର୍ଦ୍ଦେଶ ରହିଛି।  ଏସବୁ ବ୍ୟବସ୍ଥାକୁ ତଦାରଖ କରିବାକୁ ଅବକାରୀ ବିଭାଗର ଜଣେ ସବ ଇନ୍ସପେକ୍ଟର ରେଙ୍କର ଅଧିକାରୀ ନିୟମିତ ବ୍ୟବଧାନରେ ତଦାରଖ କରିବା କଥା। ହେଲେ ବୀରମହାରାଜପୁର, ଲୁତୁରପଙ୍କ , ପିତାମହୁଲ, ସୁବଳୟା, ଖଣ୍ଡହତା,ମୁର୍ଷୁଣ୍ଢୀ ଓ ଉଫୁଲା  ଅଞ୍ଚଳରେ ଏହାର ଖୋଲାଖୋଲି ଉଲଂଘନ କରି ମଦ ବେପାର ଚାଲିଛି।  ଦେଶୀ ମଦ ଭାଟି ମାନଙ୍କରୁ ପ୍ରସ୍ତୁତି ହେଉଥିବା ମଦ ପ୍ୟାକେଟ ରେ ପ୍ରସ୍ତୁତି ତାରିଖ, ବ୍ୟାଚ ନମ୍ବର , ପ୍ୟାକିଙ୍ଗ ତାରିଖ ପ୍ରସ୍ତୁତି କର୍ତ୍ତାଙ୍କ ଠିକଣା ଆଦି କୈାଣସି ତଥ୍ୟ ଉଲ୍ଲେଖ କରାଯାଉ ନାହିଁ। ମଦର କୈାଣସି ସଠିକ ଦର ମଧ୍ୟ ନିର୍ଦ୍ଧାରଣ କରାଯାଇନାହିଁ। ଯାହା ଫଲରେ ଉକ୍ତ ଅଞ୍ଚଳର ମଦ ଭାଟି ମାଲିକ ମାନେ ମନ ଇଚ୍ଛା ଦର ନେଉଥିବା ଅଭିଯୋଗ ହୋଇଛି। ବୀରମହାରାଜପୁର  ଭାଟିରୁ ବିଭିନ୍ନ ଗ୍ରାମକୁ ମଦ ଆସୁଛି । ସେହିପରି  ପିତାମହୁଲ ଭାଟିରୁ ସୁବଳୟା ଓ ଲୁତୁରପଙ୍କ ମଦ ଭାଟି ରୁ ଖଣ୍ଡହତା ବ୍ରାଞ୍ଚକୁ ମଦ ଆସିବା ସହ ବିଭିନ୍ନ ଗ୍ରାମକୁ ମଦ ଚୋରାଚାଲାଣ ହେଉଛି । ଏବଂ ଏଠାରେ ବିକ୍ରି ହେଉଥିବା ଖୋଳା ମଦ ଓ ପାଉଚ ମଦରେ କୈାଣସି ତଥ୍ୟ ନଦେବାର କାରଣ ସଂପର୍କରେ ଉକ୍ତ ଭାଟି ମ୍ୟାନେଜର ଙ୍କୁ ପଚାରିବାରୁ ଐସା ଚଲତା ହେ ସବ ଜାନତେ ହେଁ ବୋଲି କହିଥିଲେ। ବୀରମହାରାଜପୁର ଅବକାରୀ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ସମ୍ଭବପର ହୋଇପାରିନାହିଁ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026

You Might Also Like

                           
  ଜିଲ୍ଲା  

ବରୀ ରେ ବନ୍ୟା