-+91-9937148622 |

prerana_bgr@rediffmail.com |

  Sunday 23rd August 2026 |

| | | |

R.N.I. Regd No. ODIODI/2010/46693

Breaking News

କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗିର ପଶ୍ଚିମ ଓଡିଶା ସ୍ତରୀୟ ଡେଡ୍ ଲିଫ୍ଟ ଚମ୍ପିୟାନସିପ୍ 

28-Nov-2023



ବଲାଙ୍ଗିର(ପ୍ରେରଣା ଖବର)- ବଲାଙ୍ଗିର ଜିଲ୍ଲା ବିଏବିବିଏ ଆନୁକୁଲ୍ୟରେ ସ୍ଥାନୀୟ କଳା ମଣ୍ଡପ ଫିଲ୍ଡ ରେ ପଶ୍ଚିମ ଓଡିଶା ସ୍ତରୀୟ ଡେଡ୍ ଲିଫ୍ଟ ଚମ୍ପିୟାନସିପ୍ ଉଭୟ ପୁରୁଷ ଓ ମହିଳା ଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ପଶ୍ଚିମ ଓଡିଶାର ବିଭିନ୍ନ ସହରରୁ ସଭ୍ୟମାନେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ ସମ୍ମାନୀୟ ଅତିଥି ବିଙ୍ଗ୍ ଷ୍ଟ୍ରଙ୍ଗ  ଓନ୍‌ର ସତ୍ୟନାରାୟଣ ଦର୍ଜୀ, ଜାନା ବ୍ୟାଙ୍କର ଭାଷ୍କର ଆଚାର୍ଯ୍ୟ, ବିଙ୍ଗ୍ ହ୍ୟୁମେନ୍ ଫାଇନ୍‌ଣ୍ଡେସନ ର କାର୍ଯ୍ୟକର୍ତ୍ତା ସୋମନାଥ ମିଶ୍ର, ସ୍ୱତନ୍ତ୍ର ଅତିଥି ଅମିତ ଭୋଇୟା ପ୍ରମୁଖ ପୁରସ୍କାର ବିତରଣ କରିଥିଲେ । ମୁଖ୍ୟ ଆୟୋଜକ ଡିଏବିବିଏ ର ସେକ୍ରେଟେରୀ ସଞ୍ଜୟ ଶତପଥି, ଟିଟିଲାଗଡରୁ ଆସିଥିବା ଗୌତମ ଏଡ୍‌ଜୁଏଡ୍‌, କାଳିଆ ସାହୁ, ବବ୍‌ଲୁ ରତୀ, ନିଳମଣି ସାହୁ, ସୋମନାଥ ପଟ୍ଟନାୟକ ସୁଦାମ ବେହେରା ବିଚାରକ ଦାୟିତ୍ୱ ତୁଳାଇଥିଲେ । ମହିଳା ଡେଡ୍‌ଲିଫ୍ଟ ରେ ୫୨ କେଜି ବିଭାଗରେ ବଲାଙ୍ଗିର ର ମୋନାଲିସା ବିଶି ପ୍ରଥମ, ୫୭ କେଜି ବିଭାଗରେ ବଲାଙ୍ଗିର ର ଗୁଞ୍ଜନ ପାଣିଗ୍ରାହୀ ୬୩ କେଜି ବିଭାଗରେ ଅର୍ଚ୍ଚନା ଚୈାହାନ ଦ୍ୱିତୀୟ, ୬୯ କେଜି ବିଭାଗରେ ପୂଜା ଚୈାହାନ ଦ୍ୱିତୀୟ, ୭୬ କେଜି ବିଭାଗରେ ସରୀନା ଡୁଙ୍ଗଡୁଙ୍ଗ ଦ୍ୱିତୀୟ, ୮୪ କେଜି ବିଭାଗରେ ପ୍ରଥମ ରେ ନିତୁ ଡୁଙ୍ଗଡୁଙ୍ଗ, ଦ୍ୱିତୀୟରେ ପି.ଗିରିଜା ସୁବିଦ୍ଧି, ତୃତୀୟରେ ଶ୍ରୀୟା ପଣ୍ଡା, ୮୪ କେଜି ବିଭାଗରେ ସିନିୟର ରିଙ୍କୁ ସୁନା ପ୍ରଥମ ସ୍ଥାନ ହାସଲ କରିଥିଲେ । ପୁରୁଷ ଡେଡ୍ ଲିଫ୍ଟ ବିଭାଗରେ ୫୩ କେଜି ରେ ସାହିଲ ସ୍ୱାଇଁ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ୫୩ କେଜି ସିନିୟର ବିଭାଗରେ ହେମନ୍ତ ନାଗ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୫୯ କେଜି ବିଭାଗରେ ରମାକାନ୍ତ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ଦ୍ୱିତୀୟରେ ଅଖିଲେଶ ସାହୁ । ୬୬ କେଜି ବିଭାଗରେ ଦ୍ୱିତୀୟରେ ବୁଲୁ ବାଗ, ୬୬ କେଜି ମାଷ୍ଟରରେ ଏନ୍‌.ପ୍ରଧାନୀ ପ୍ରଥମ ସ୍ଥାନ, ୭୪ କେଜି ବିଭାଗରେ ହେମନ୍ତ ବାଗ ଦ୍ୱିତୀୟ ସ୍ଥାନ, ୭୪ କେଜି ସିନିୟର ରେ ପରମାନନ୍ଦ ସୁନା ବଲାଙ୍ଗିର ପ୍ରଥମ ସ୍ଥାନ, ୭୪ କେଜି ମାଷ୍ଟର ରେ ଗୋପାଲ ସୁନା ପ୍ରଥମ ସ୍ଥାନ, ୮୩ କେଜି ବିଭାଗରେ ଭୂପତି ସାହୁ, ଦ୍ୱିତୀୟ ସ୍ଥାନ, ୮୩ କେଜି ବିଭାଗରେ ସିନିୟର ରେ ରାମ ପ୍ରସାଦ ବିଶି ପ୍ରଥମ ସ୍ଥାନ, ୯୩ କେଜି ବିଭାଗରେ ଟଙ୍କଧର ଗଡତିୟା ଦ୍ୱିତୀୟ ସ୍ଥାନ, ୧୦୫ କେଜି ବିଭାଗରେ ସିମନ କୁମାର ଦ୍ୱିତୀୟ ସ୍ଥାନ, ୧୦୫ କେଜି ସିନିୟରରେ ଉମାକାନ୍ତ ପାତ୍ର ପ୍ରଥମ ସ୍ଥାନ, ୧୨୦ କେଜି ବିଭାଗରେ ଆଦେଶ ମିଶ୍ର ପ୍ରଥମ ସ୍ଥାନ, ୧୨୦ କେଜି ସିନିୟରରେ ଉମାକାନ୍ତ ବେହେରା ପ୍ରଥମ ସ୍ଥାନ । 
    ପ୍ରତିଯୋଗିତାରେ ସର୍ବାଧିକ ସୁବ୍ରତ ଭାଟି ୨୭୦ କେଜି ମାରି ଷ୍ଟ୍ରଙ୍ଗ ମ୍ୟାନ ଉପାଧି ପାଇଥିଲେ । ପ୍ରତିଯୋଗିତାରେ ଜୁନିୟରରେ ଉମାକାନ୍ତ ମିଶ୍ର ୧୮୦ କେଜି ମାରି ଜୁନିୟର ଷ୍ଟ୍ରଙ୍ଗ ମେନ୍ ଉପାଧି ପାଇଥିଲେ । ପ୍ରତିଯୋଗିତାରେ ମହିଳା ବିଭାଗରେ ସମ୍ବଲପୁରର ଉର୍ମିଲା ବେହେରା ୧୩୫ କେଜି ମାରି ସିନିୟର ଷ୍ଟ୍ରଙ୍ଗ ଓମେନ୍ ଉପାଧି ପାଇଥିଲେ । ପ୍ରତିଯୋଗିତାରେ ଝାରସୁଗୁଡା ର ଅଞ୍ଜଲି ସାହୁ ଜୁନିୟର ଷ୍ଟଙ୍ଗ ଓମେନ ଉପାଧି ପାଇଥିଲେ । ପ୍ରତିଯୋଗିତା କୁ ସଫଳ କରିବାରେ ସଭ୍ୟ ବବ୍‌ନ ମିଶ୍ର, ରାମସିଂ, ଅନିଲ ନାଏକ, ସନି ନାମଦେଓ, ସାର୍ଥକ ଶ୍ରୀବାସ୍ତବ, ନିକେଶ ସାହୁ, ଅଦ୍ୱିତୀ ସିଂଦେଓ, ରୁକ୍‌ମଣି ବାଗ, ବିଭୁ, ସଚୀନ, କାଶି, ମନୋରଂଜନ, ଯୁବରାଜ, ରାହୁଲ ପାଣିଗ୍ରାହୀ, ନେପାଲ ବାଗ, ବିଡିଜିଏ ସଂପାଦକ ସଂଗ୍ରାମ ବହିଦାର ପ୍ରମୁଖ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026
  ଜିଲ୍ଲା  
ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   23-Aug-2026
  ଜିଲ୍ଲା  
ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   23-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   23-Aug-2026
  ଜିଲ୍ଲା  
ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   23-Aug-2026
  ଜିଲ୍ଲା  
ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   23-Aug-2026

You Might Also Like