-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||      ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   (28-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   (28-Aug-2026)       ||      ୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   (28-Aug-2026)       ||      ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   (28-Aug-2026)       ||      କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   (28-Aug-2026)       ||      *ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   (27-Aug-2026)       ||      *ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   (27-Aug-2026)       ||      ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   (27-Aug-2026)       ||     

HOME   ଜିଲ୍ଲା

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଖବରଦାତା ଙ୍କୁ ବାରଣ, ସମ୍ବଲପୁର ପ୍ରେସ କ୍ଳବ ପକ୍ଷରୁ ପ୍ରତିବାଦ

22-Nov-2023




ସମ୍ବଲପୁର-ତା.୨୨.୧୧.୨୩(ସଂଜୀବପାଣିଗ୍ରାହୀ)
ମହାମହିମ ରାଷ୍ଟ୍ରପତି ଦୌପତୀ ମୁର୍ମୁଙ୍କ ଦୁଇଦିନଆ ସମ୍ବଲପୁର ଗସ୍ତକୁ ନେଇ ସାରା
ଜିଲାରେ ଉତ୍ସାହ ଦେଖାଦେଇଥିଲା  ହେଲେ ମହାମହିମଙ୍କ ସମ୍ବଲପୁର ଗସ୍ତ ସମୟରେ ସ୍ଥାନୀୟ
ଗଣମାଧ୍ୟମକୁ ପ୍ରଶାସନ ପକ୍ଷରୁ ଦୂରେଇ ରଖାଯିବା ନେଇ ସମ୍ବଲପୁର ପ୍ରେସକ୍ଲବ ପକ୍ଷରୁ
ପ୍ରତିବାଦ କରାଯାଇଛି  ସମ୍ବଲପୁରର ଗଣମାଧ୍ୟମ ପ୍ରତିନିଧି ବୁଧବାର ପ୍ରେସ କ୍ଲବ
ପରିସରରେ ବୈଠକ କରି ରାଷ୍ଟ୍ରପତିଙ୍କ ଗସ୍ତସମୟରେ ପୋଳିସ ଏବଂ ପ୍ରଶାସନର ଅସହଯୋଗ
ଯୋଗୁଁ  ଗଣମାଧ୍ୟମ ପ୍ରତିନିଧି ମାନେ କିଭଲି ଅସୁବିଧାର ଶିକାର ହୋଇଥିଲେ ତାକୁ ନେଇ
ଆଳୋଚନା କରାଯିବା ପରେ ଗଣମାଧ୍ୟମ ପ୍ରତିନିଧି ମାନେ ଅତିରିକ୍ତ ଜିଲାପାଳଙ୍କୁ
ସାକ୍ଷାତ କରି ଘଟଣାର ପ୍ରତିବାଦ କରିଥିଲେ  ମହାମହିମଙ୍କ ଦୁଇଦିନଆ ଗସ୍ତ ଭିତରେ
ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ନିମନ୍ତ୍ରଣ ମଧ୍ୟ କରାଗଲା ନାହିଁ  ଏପରିକି ବିଭିନ୍ନ
ଗଣମାଧ୍ୟମ ପକ୍ଷରୁ ଖବର ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ ନାମ ଏବଂ ଫଟୋ ଦେବାକୁ
କୁହାଯାଇଥିଲା  ହେଲେ ଶେଷ ମୁହୁର୍ତ୍ତରେ  କାହାରିକୁ ପାସ ଦିଆଯାଇନଥିବା ସହ
ଗଣମାଧ୍ୟମକୁ କାଯର୍ୟକ୍ରମ ସ୍ଥଳ ୀର ଆଖପାଖକୁ ମଧ୍ୟ ଯିବାକୁ ଦିଆଗଲାନାହିଁ
ସେଥିପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ବହୁ କଷ୍ଟରେ ବହୁ ଦୁରରେ ରହି ନିଜର ଦାୟିତ୍ୱ
ତୁଲାଇ ଖବର ପରିବେଷଣ କରିଥିଲେ  ପ୍ରଶାସନ ନିଜର ସୁବିଧା ଦେଖତ୍ ଗଣମାଧ୍ୟମକୁ ଡାକି
ତଥ୍ୟ ଦେଉଥିବା ବେଳେ  ମହାମହିମ ରାଷ୍ଟ୍ରପତିଙ୍କୁ ଗୁରୁତ୍ୱପୂର୍ଣ୍ଣ କାଯର୍ୟକ୍ରମ
ସମୟରେ ସହଯୋଗ ତ ଦୁରର କଥା ସାଧାରଣ ଲୋକ ପହଞ୍ଚିପାରୁଥିବା ଜାଗାକୁ ମଧ୍ୟ ପୋଲିସ
ଯାଇନଦେବା ଦୁର୍ଭାଗ୍ୟର ବିଷୟ ବୋଲି ଖବରଦାତା ମାନେ କ୍ଷୋଭ ପ୍ରକାଶ କରିଥିଲେ
ସମ୍ବଲପୁର ପ୍ରେସକ୍ଲବର ସଭାପତି ତ୍ରିବିକ୍ରମ ପ୍ରଧାନଙ୍କ ନେତୃତ୍ୱରେ ସାଧାରଣ
ସମ୍ପାଦକ  ଭବାନୀଶ ଭୋଇ, କୋଷାଧ୍ୟକ୍ଷ ଶ୍ରବଣ ପତି, ଜ୍ଞାନବ୍ରତ ଭୋଇ, ଅନୀଲ
ଶ୍ରୀରାମକା,ମନୋଜ ନାୟକ, ନରସିଂହ ବଗର୍ତ୍ତି, କୁନ୍ଦୁରୁ ଦାସ, ଦୁର୍ଗା ଶଙ୍କର ବାଗ,
ଶଙ୍କର ବେହେରା, ଗୁଣମଣୀ ବିଶ୍ୱାଳ, ପ୍ରୀତି ସୁନା, ମାନସ ସାହୁ, ଅମଲେନ୍ଦୁ ନାୟକ,
ବିରେନ୍ଦ୍ର ପାଣିଗ୍ରାହୀ, ମଳୟ ଭୋଇ, ବାଦଶାହ ଜୁଶମନ ରଣା, ବାଦଳ ସେନ୍ଧ୍ରୀୟା,ଅଜୟ
ନାଥ , ସଞ୍ଜୟ ଜେନା, ରଞ୍ଜନ ସିଂହଦେଓ ପ୍ରମୁଖ ଅତିରିକ୍ତ ଜିଲାପାଲ ପ୍ରଦୀପ
ସାହୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା  ଅତିରିକ୍ତ ଜିଲାପାଳ ଗଣମାଧ୍ୟମ
ପ୍ରତିନିଧିଙ୍କ ସହ ଆଳୋଚନା କରିବା ପରେ ପୋଟୋକଳ କୁ ଦୃଷ୍ଟୀରେ ରଖତ୍  ପ୍ରଶାସନ
ପକ୍ଷରୁ ଗସ୍ତ କାଯର୍ୟକ୍ରମ ରେ ବିଭିନ୍ନ ବ୍ୟବସ୍ତା କରାଯାଇଥିଲା  ତେବେ ଗଣମାଧ୍ୟମ
ପ୍ରତିନିଧି ମାନେ ଦେଇଥିବା ପ୍ରସ୍ତାବ ଅନୁସାରେ ଆଗକୁ ଭିଭିଆଇପି ଗସ୍ତ ସମୟରେ
ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   28-Aug-2026
  ଜିଲ୍ଲା  
ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   28-Aug-2026
  ଜିଲ୍ଲା  
ବିରଳ ପ୍ରଜାତିର କଇଁଛ ଉଦ୍ଧାର   28-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   28-Aug-2026
  ଜିଲ୍ଲା  
ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   28-Aug-2026
  ରାଜ୍ୟ  
ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   28-Aug-2026
  ଜିଲ୍ଲା  
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ   28-Aug-2026
  ଜିଲ୍ଲା  
ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   28-Aug-2026

You Might Also Like