-+91-9937148622 |

prerana_bgr@rediffmail.com |

  Sunday 30th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   (29-Aug-2026)       ||      ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   (29-Aug-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   (29-Aug-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (29-Aug-2026)       ||      ବାର୍ଷିକ ସାଧାରଣ କ୍ରୀଡା ଯୋଜନା ବୈଠକ ଅନୁଷ୍ଠିତ    (29-Aug-2026)       ||      ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ   (29-Aug-2026)       ||      ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ୧୧୬ ତମ ଜୟନ୍ତୀ ସମାରୋହ    (29-Aug-2026)       ||      ଲୁହ ଓ କୋହ"କବିତା ସଙ୍କଳନ ଲୋକାର୍ପିତ   (29-Aug-2026)       ||      ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   (29-Aug-2026)       ||      ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   (29-Aug-2026)       ||      ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   (29-Aug-2026)       ||      ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   (29-Aug-2026)       ||      ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   (29-Aug-2026)       ||      *ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   (29-Aug-2026)       ||      ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   (29-Aug-2026)       ||      ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   (29-Aug-2026)       ||      କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ    (29-Aug-2026)       ||      ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   (29-Aug-2026)       ||      ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||     

HOME   ଜିଲ୍ଲା

ସୋନଗଡ ନଦୀରେ ଜଳପ୍ରକଲ୍ପ ପାଇଁ ୪୯କୋଟି ମଞ୍ଜୁର... ମୁଖ୍ୟମନ୍ତ୍ରୀ,୫ଟି ଅଧ୍ୟକ୍ଷ ଓ ନେତୃବର୍ଗଙ୍କୁ କୃତଜ୍ଞତା ଜଣାଇଲେ ଚାଷୀ

21-Nov-2023



ବଲାଙ୍ଗୀର-ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ,ସଦରବ୍ଲକ ଅଞ୍ଚଳର ଚାଷି ଦୀର୍ଘ ୨୦ବର୍ଷ ହେଲା ଦାବି କରୁଥିବା ସୋନଗଡ ଜଳସେଚନ ପ୍ରକଲ୍ପ ଶେଷରେ ଅନୁମୋଦିତ ହୋଇଛି । ରାଜ୍ୟସରକାର ସୋନଗଡ ନଦୀରେ ସିକୁଆଁ-ସିଲେଟକାନୀଠାରେ ୪୯କୋଟି ଟଙ୍କାର ଏକ ଭୂତଳ-ଜଳସଂରକ୍ଷଣ ପ୍ରକଲ୍ପ କରିବାକୁ ଅନୁମୋଦନ କରିଛନ୍ତି । ଏହା ସହିତ ଏଠାରେ ୫୬କୋଟି ଟଙ୍କାର ଏକ ମେଗା ଉଠାଜଳସେଚନ ପ୍ରକଲ୍ପ ମଧ୍ୟ ହେବାକୁ ଯାଉଛି । ଏହି ଘଟଣା ଜଣାପଡିବା ପରେ ଚାଷିଙ୍କ ମଧ୍ୟରେ ଖୁସି ଦେଇଛି । ଆଜି ଦେଓଗାଁ ନିକଟସ୍ଥ ସୋନଗଡ ନଦୀଖଣ୍ଡିରେ ସୋନଗଡ କ୍ରୀୟାନୁଷ୍ଠାନ କମିଟି ଓ ଦେଓଗାଁ ତଥା ସଦର ବ୍ଲକର ଶତାଧିକ ଚାଷି ସମ୍ମିଳିତ ହୋଇ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଚାଷିମାନେ ଧନ୍ୟବାଦ ଜଣାଇଛନ୍ତି ।  ଗତ ଅଗଷ୍ଟମାସରେ ଦେଓଗାଁ ବ୍ଲକ ଜରାସିଂହାକୁ ୫ଟି ସଚିବ ତଥା ବର୍ତ୍ତମାନର ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଗସ୍ତ ସମୟରେ ଏହି ଅଞ୍ଚଳର ଚାଷିମାନେ ଲିଖିତ ଭାବରେ ଏହି ପ୍ରକଲ୍ପ ପାଇଁ ଦାବି ଜଣାଇଥିଲେ । ଏହା ପରେ ବିଜେଡିର ବରିଷ୍ଠନେତା ଅନଙ୍ଗଉଦୟ ସିଂଦେଓ,ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓ,ଜଳସମ୍ପଦ ବିଭାଗର ମନ୍ତ୍ରୀ ଟୁକୁନୀ ସାହୁ,ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟପରାମର୍ଶଦାତା ଅସୀତ ତ୍ରୀପାଠୀ,ବିଜେଡିର ସାଧାରଣ ସଂପାଦକ ପ୍ରଣବପ୍ରକାଶ ଦାସ,ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ,ଯୁବନେତା ଅର୍କେଶନାରାୟଣ ସିଂଦେଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସହିତ ଯୋଗାଯୋଗ ରଖି ଆଲୋଚନା କରିଥିଲେ । ଏହା ସହିତ ରାଜ୍ୟସରକାରଙ୍କ ଉନ୍ନୟନ କମିଶନର ଅନୁ ଗର୍ଗ,ଜଳସଂପଦ ବିଭାଗର ସ୍ୱତନ୍ତ୍ର ସଚିବ ତ୍ରୀବିକ୍ରମ ପଧାନ ପ୍ରମୁଖ ଏହି ପ୍ରକଲ୍ପ ପାଇଁ ଯଥେଷ୍ଟ ସାହାର୍ଯ୍ୟ କରିଥିବା ସୂଚନା ଦିଆଯାଇଥିଲା । ତେଣୁ ଏହି ଅଞ୍ଚଳର ଚାଷିଙ୍କ ତରଫରୁ ଏମାନଙ୍କୁ ଆମେ କୃତଜ୍ଞତା ଜଣାଉଛୁ ବୋଲି ସୋନଗଡ କ୍ରୀୟାନୁଷ୍ଠାନ କମିଟିର ଆବାହକ ଲକ୍ଷ୍ମଣକୁମାର ମେହେର କହିଥିଲେ । ଆୟୋଜିତ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ସୋନଗଡ କ୍ରୀୟାନୁଷ୍ଠାନ କମିଟିର ଆବାହକ ଲକ୍ଷ୍ମଣକୁମାର ମେହେର ପ୍ରେସକୁ ସମ୍ବୋଧିତ କରି କହିଛନ୍ତି ଯେ,ସୋନଗଡର ଏହି ପ୍ରକଲ୍ପ ଯୋଗୁଁ ଦେଓଗାଁ ବ୍ଲକର ୨୦ଖଣ୍ଡ,ସଦର ବ୍ଲକର ୬ ଖଣ୍ଡ ଓ ଗୁଡଭେଲା ବ୍ଲକର ୫ ଖଣ୍ଡ ଗ୍ରାମର ଚାଷି ପ୍ରତ୍ୟକ୍ଷ ଓ ପରୋକ୍ଷରେ ଉପକୃତ ହେବେ । ମୋଟ ୩୧ଟି ଗ୍ରାମର ଚାଷଜମିକୁ ପାଣି ଯାଇପାରିବ । ରାଜ୍ୟସରକାର ବୃହତ ଉଠାଜଳସେଚନ ପ୍ରକଲ୍ପ ଜରିଆରେ ଏହି ଗ୍ରାମମାନଙ୍କୁ ଜଳସେଚନ ବ୍ୟବସ୍ଥା କରାଇବେ । ପୂର୍ବରୁ ବର୍ଷାଦିନେ ନଦୀରେ ଜଳ ତଳକୁ ବହିଯାଉଥିଲା । ଏବେ ଏହି ପ୍ରକଲ୍ପ ହେଲେ ବର୍ଷସାରା ନଦୀରେ ପାଣି ରହିବ ।

ଧାନଚାଷ,ମୁଗ,ବିରି,ରାଶି,ଆଖୁ ଇତ୍ୟାଦି ଅନ୍ୟାନ୍ୟ ଚାଷ ମଧ୍ୟ ହୋଇପାରିବ । ଏହା ସହିତ ଗାଁମାନଙ୍କୁ ପାନୀୟଜଳ ମଧ୍ୟ ଯୋଗାଣ ହୋଇପାରିବ । ଏହି ପ୍ରକଲ୍ପ ଯୋଗୁଁ ଲୋକଙ୍କ ଆର୍ôଥକ ସ୍ତରରେ ଉନ୍ନତି ହେବା ସହିତ ଏହି ଅଞ୍ଚଳରୁ ବାହାର ରାଜ୍ୟକୁ ଯାଉଥିବା ଦାଦନ ସମସ୍ୟା ମଧ୍ୟ ଦୂର ହେବ । ଭୂତଳ ଜଳସ୍ତର ବଢିବା ସାଙ୍ଗକୁ ପରିବେଶ ମଧ୍ୟ ସନ୍ତୁଳନ ହେବ । ପ୍ରାଣୀସଂମ୍ପଦ ପାଇଁ ମଧ୍ୟ ଉପ ଯୋଗୀ ହେବ ବୋଲି ଶ୍ରୀ ମେହେର କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ କ୍ରୀୟାନୁଷ୍ଠାନ କମିଟିର ସଂପାଦକ ଶୈଳେନ୍ଦ୍ର ସାହୁ,ସିକୁଆଁର ପବିତ୍ରମୋହନ ପଧାନ,କୁଡାସିଂହାର ସୁଭାଷ ପଧାନ,ଭୁତିଆରବାହାଲର ଆଶିର୍ବାଦ ସାହୁ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସିକୁଆଁର ବରିଷ୍ଠନାଗରିକ ମୋହନ ପଧାନ,ହାତୀସରା ସରପଞ୍ଚ କେଲୋ ଡାଙ୍ଗ,ଅର୍ଡାର ଚାପବଗର୍ତ୍ତି,ପ୍ରମୋଦ ବହିଦାର,ସଂଜୀବ ପଧାନ,ମୁକେଶ ରଣା,ବଣମାଳି ବେହେରା,ଗଣେଶ ମେହେର,ରାକେଶ ଗଡତ୍ୟା,ହୃଦାନନ୍ଦ ଗଡତ୍ୟା,ଦିନବନ୍ଧୁ ବେହେରାଙ୍କ ସମେତ ଶତାଧିକ ଚାଷି ଉପସ୍ଥିତ ରହିଥିଲେ । ପ୍ରକାଶ୍ୟ ଯେ,ଏହି ପ୍ରକଲ୍ପ ପାଇଁ ଦେଓଗାଁ ଅଞ୍ଚଳବାସୀ ୨୦୨୧ ମସିହାରେ ସିକୁଆଁ ମନ୍ଦିରଠାରେ ଏକ ବିଶାଳ ଚାଷି ସମାବେଶ କରି ରାଜ୍ୟସରକାରଙ୍କ ପାଖରେ ଦାବି ରଖିଥିଲେ । ଏହା ସହିତ ବିଭିନ୍ନ ସମୟରେ ରାଜ୍ୟସରକାର ମନ୍ତ୍ରୀ,ପ୍ରତିନିଧିମାନଙ୍କ ପାଖରେ ମଧ୍ୟ ଦାବି ରଖି ଆସୁଥିଲେ । ଶେଷରେ ୫ଟି ଅଧ୍ୟକ୍ଷଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   29-Aug-2026
  ଜିଲ୍ଲା  
ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   29-Aug-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   29-Aug-2026
  ଜିଲ୍ଲା  
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   29-Aug-2026
  ଜିଲ୍ଲା  
ବାର୍ଷିକ ସାଧାରଣ କ୍ରୀଡା ଯୋଜନା ବୈଠକ ଅନୁଷ୍ଠିତ   29-Aug-2026
  ରାଜ୍ୟ  
ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ   29-Aug-2026
  ଜିଲ୍ଲା  
ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ୧୧୬ ତମ ଜୟନ୍ତୀ ସମାରୋହ   29-Aug-2026
  ଜିଲ୍ଲା  
ଲୁହ ଓ କୋହ"କବିତା ସଙ୍କଳନ ଲୋକାର୍ପିତ   29-Aug-2026
  ରାଜ୍ୟ  
ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   29-Aug-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   29-Aug-2026
  ଜିଲ୍ଲା  
ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   29-Aug-2026
  ଜିଲ୍ଲା  
ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   29-Aug-2026

You Might Also Like