-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
20-Nov-2023
ନବରଙ୍ଗପୁର:-ଡାବୁଗାଁବ୍ଲକ ମାଝୀଗୁଡା ରେ ଗୋ ମାତାଙ୍କ ଗୋପାଷ୍ଟମୀ ଉତ୍ସବ ପାଳନ କରା ଯାଇଛି। ଏହି ଅବସରରେ ବ୍ରହ୍ମ ଅବଧୂତ ଅନାଦି ବାବା ଙ୍କ ପୌରହିତ୍ୟରେ ଏକ ଯଜ୍ଞ ଗତ ୧୯ ନଭେମ୍ବର ସନ୍ଧ୍ୟା ରୁ ହିଁ ଆରମ୍ଭ ହୋଇ ଯାଇଥିଲା। ସକାଳେ ଅର୍ଥାତ୍ ୨୦ ନଭେମ୍ବର ଗୋମାତା ଙ୍କ ପୂଜା ଅର୍ଚ୍ଚନା କରା ଯାଇଥିଲା। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଏବଂ ଗୋ ଭକ୍ତ ସୁରଥ ଚନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ। ପ୍ରତିବର୍ଷ ଏହି ଉତ୍ସବ ମାଝୀଗୁଡା ରେ ପାଳନ କରାଯାଏ। ଆଖପାଖ ଅଞ୍ଚଳରୁ ଅନେକ ଭକ୍ତ ଆସିଥିଲେ।
ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର