-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||     

HOME   ଜିଲ୍ଲା

କ୍ରେତା ବିକ୍ରେତା ସମ୍ମିଳନୀ

07-Nov-2023



ବଲାଙ୍ଗିର(ପ୍ରେରଣା ଖବର ): ଆଜି ବଲାଙ୍ଗିର ରେ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନରେ ଓରମାସ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ କ୍ରେତା ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜିଲ୍ଲାର ସମସ୍ତ ଚାଷୀ ଏବଂ ବିକ୍ରେତା ଙ୍କ ସମସ୍ୟା, ସୁବିଧା ଏବଂ ପରସ୍ପର ସହ ଆଳାପ ପାଇଁ ଏହି ପ୍ଲାଟଫର୍ମ ଖୁବ ଉପଯୋଗୀ ବୋଲି ଉପସ୍ଥିତ ଅତିଥି କହିଥିଲେ । ଏହା ଦ୍ଵାରା ସମସ୍ତଙ୍କୁ ବ୍ୟାକୱାର୍ଡ ଲିଙ୍କେଜ ଓ ଫୋରୱାର୍ଡ ଲିଙ୍କେଜ ମିଳିପାରିବ। ହସ୍ତତନ୍ତ, ହସ୍ତଶିଳ୍ପ , ବାଦାମ , ଡାଲି , ମସଲା, ଫଳ, ପନିପରିବା, ଛତୁ, ଛତୁ ଖଟା ଆଦି ଉତ୍ପାଦନ କରାଯାଉଛି । ଜିଲ୍ଲାରେ ସମୁଦାୟ ୨୧୯ ଟି ଗ୍ରୁପ ରେ

୧୫୧୯୫ ଜଣ ଓରମାସ ସହ ପ୍ରତିବିନ୍ଧିତ ହେଇ ଏହି ଉତ୍ପାଦ ଉତ୍ପାଦନ କରୁଛନ୍ତି । ପୂର୍ବରୁ ଏସବୁ ଚାଷ ବ୍ୟକ୍ତିଗତ ଭାବେ କରାଯାଉଥିଲା । ସମୟ ସହ ଏବେ ସାମୁହିକ ବିକାଶ ଦିଗରେ ସମସ୍ତେ ଚେଷ୍ଟିତ । ଏକ ରୁ ଅନେକ ଭଳି ଜଣଙ୍କ ଠି ସୀମିତ ନ ହୋଇ ଏହା ବଡ ବଡ ଉଦ୍ୟୋଗ ରେ ପରିଣତ ହେଉଛି । ସରକାରଙ୍କ ମେକ ଇନ ଓଡିଶା ତଥା ଆତ୍ମନିର୍ଭରଶୀଳ ହେଇ ବଜାରକୁ ଅଧିକରୁ ଅଧିକ ବିକଳ୍ପର ଉତ୍ପାଦ ଚାଷୀ ମାନେ ପଠାଉଛନ୍ତି । ଏହି ବିକ୍ରେତା ଏହାକୁ ଲୋକଙ୍କ ପାଖକୁ ପଠାଇ ବଜାର ଶୃଙ୍ଖଳ କୁ ସଂପୂର୍ଣ୍ଣ କରାଇଥାଏ । କୃଷି ବଲାଙ୍ଗିର ର ଶିଳ୍ପ ଏବଂ ଓରମାସ ଏହି ଶିଳ୍ପ କୁ ନବଦିଗନ୍ତ ଦେଇଛି ବୋଲି ଉପସ୍ଥିତ ଅତିଥି ପ୍ରକାଶ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟ ରେ ଜିଲ୍ଲାପାଳ ଏହି ସମ୍ମିଳନୀ ଦ୍ଵାରା ମିଡିଲ ମ୍ୟାନ ର ଭୂମିକା କୁ ହଟେଇହେବ ବୋଲି କହିବା ସହ ଚାଷୀ ନିଷ୍ପେସିତ ହେବାକୁ ବଞ୍ଚିପାରିବେ ବୋଲି କହିଥିଲେ । ଯେହେତୁ ଚାଷୀ ଓ କ୍ରେତା ଉଭୟ ଗୋଟେ ସ୍ତଳରେ ଉପସ୍ଥିତ ଅଛନ୍ତି ତେଣୁ ଏହା ଆଗାମୀ ଦିନରେ ଉଭୟ ଙ୍କୁ ସହାୟକ ହେବ । ଭିତିଭୂମି ସୁଦୃଢ ହେଲେ ଆମ ପ୍ରଦେଶ ର ଚାଷୀ ବେଙ୍ଗଲ, ମହାରାଷ୍ଟ୍ର ର ଚାଷୀଙ୍କୁ

ଟକ୍କର ଦେଇପାରିବେ । ବଲାଙ୍ଗିରର ଉତ୍ପାଦ ବିଶ୍ଵ ତଥା ଦେଶ ଉତ୍ପାଦ ସହ ନିଜ ସ୍ଥାନ ବଜାୟ ରଖିପାରିଲେ ଏହି ସମ୍ମିଳନୀ ମୁଖ୍ୟ ଉଦେଶ୍ୟ ସାଧିତ ହେଇପାରିବ ବୋଲି କହିଥିଲେ । ସମ୍ମିଳନୀରେ ଜିଲ୍ଲାପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ ସିଂ, ଫ୍ୟଟୋବିୟକ୍ସ କାର୍ଯ୍ୟକାରୀ ସମ୍ପାଦକ ଏସ କେ ଦାସ, ଉପନିର୍ଦ୍ଦେଶକ ପ୍ରଫୁଲ ଭଞ୍ଜ , ମୁଖ୍ୟ କୃଷି ଅଧିକାରୀ ସୁବାଷ ବେହେରା, ଡିଡିଏମ ନାବାର୍ଡ ଉପସ୍ଥିତ ଥିଲେ । ଚାଷୀରୂପେ ବାବୁଲାଲ ଜାନୀ, ବିଷ୍ଣୁ ସାହୁ , ପ୍ରଦୀପ ପୃଷ୍ଟି , ଶ୍ରୀପତି ବେହେରା , ଶିବାନନ୍ଦ ବାରାଡ, ସନତ ଚାଣ୍ଡୀ, ରୋମାଞ୍ଚଳ ସାହୁ ଆଦି ନିଜର ଅଭିଜ୍ଞତା ବଖାଣି ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   03-Sep-2026
  ରାଜ୍ୟ  
ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା   03-Sep-2026
  ଜିଲ୍ଲା  
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   03-Sep-2026
  ଜିଲ୍ଲା  
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ   02-Sep-2026
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026
  ଜିଲ୍ଲା  
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   02-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   02-Sep-2026
  ଜିଲ୍ଲା  
 ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   02-Sep-2026
  ଜିଲ୍ଲା  
ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   02-Sep-2026
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026

You Might Also Like