-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||     

HOME   ଜିଲ୍ଲା

ଗ୍ରାହକ ସେବା କେନ୍ଦ୍ର ପାଲଟିଛି ଠକାମୀ କେନ୍ଦ୍ର, ଜମି କାଗଜପତ୍ର ବଦଳାଇ ଚାଲିଥିବା ଶସ୍ୟବୀମା ଘୋଟାଲାର ପର୍ଦ୍ଦାଫାଶ କଲା ବଲାଙ୍ଗୀର ପୋଲିସ

06-Nov-2023



କ୍ରପ୍ ଇନ୍‌ସ୍ୟୁରେନ୍ସ ପାଇଁ ଆବେଦନ କରୁଥିବା ନିରୀହ ଚାଷ ଙ୍କ କାଗଜପତ୍ର, ଆର୍‌ଓଆର୍ ଓ ଆଇଡେଣ୍ଟିଟି ପ୍ରୁଫ୍‌କୁ କଂପ୍ୟୁଟର ମାଧ୍ୟମରେ ଜାଲିଆତି କରି କିଛି ଦଲାଲ ନିଜ ନାଁ ରେ କ୍ରପ ଇନ୍‌ସ୍ୟୁରେନ୍ସ କରୁଥିବା ନେଇ ଅଭିଯୋଗ ଆସିଛି । ସଂପୃକ୍ତ ସହଜ କେନ୍ଦ୍ର ଓ ଏପରି ଦଲାଲ ମାନଙ୍କ ଅସାଧୁ ମେଣ୍ଟ ଯୋଗୁଁ ପ୍ରକୃତ ଚାଷୀ ନିଜ ପ୍ରାପ୍ୟରୁ ବଂଚିତ ହେଉଛି । ଏମାନେ ବହୁ ଦିନରୁ ଏପରି ଅନୈତିକ କାରବାର ଚଳାଇ ଆସିଥିଲେ ସୁଦ୍ଧା ପୋଲିସ ଏମାନଙ୍କ ଟେର ପାଇ ପାରୁ ନ ଥିଲେ । ତେବେ ଶେଷରେ ଏପରି କାରବାରରେ ଲିପ୍ତ ଥବା ୧୧ଜଣ ଦଲାଲଙ୍କୁ ପୋଲିସ ଗିରଫ୍ କରିବାରେ ସଫଳ ହୋଇଛି । ଏଥିସହ ଏହି ଦଲାଲ ମାନଙ୍କ ଠାରୁ ୧୬ଟି ମୋବାଇଲ ଫୋନ୍‌, ୭ଟି ଲେପ୍‌ଟପ୍ , ୫ ଟି ପ୍ରିଣ୍ଟରସ୍ , ୧୧ଟି ସିପିୟୁ, ୩ଟି ମୋନିଟର, ଓ ୪ଟି ସ୍କେନର ଜବତ କରିଛି ବଲାଙ୍ଗୀର ପୋଲିସ । ।ଆଜି ଅନୁଷ୍ଠିତ ଏକ ପେସ୍ ମିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ନିତନି କୁଶଲକର । ଗିରଫ ହୋଇଥିବା ଜଣ ୧୧ଜଣ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା  ଭାଲୁମୁଣ୍ଡା ଗାଁ ର କୁବେର ମେହେର, ବିଦ୍ୟାଧର ମେହେର ଓ ହୀରାଧର ମେହେର, ସିନ୍ଧେକେଲା ଥାନା ଶ୍ରୀରାମ ଗାଁ ର ଶିଶିର ଭୋଇ ଓ ଚୋଡେଶ୍ୱର ବେହେରା, ସଙ୍ଗମରା ଗାଁ ର ଚମ୍ପାରାମ କୁମ୍ଭାର, ଡୁମେରପାଲି ଗାଁ ର ସାମନ୍ତ ମାଝୀ, ମୁରିବାହାଲ ଥାନା କନ୍ଦାଖାଲ ଗାଁ ର ବଳରାମ ବେହେରା ଓ ପତ୍ରାପାଲି ଗାଁ ର ପ୍ରବୀଣ ସାହୁ, ବଲାଙ୍ଗୀର ସଦର ଥାନା ବାଦିମୁଣ୍ଡା ଗାଁ ର ରାହୁଲ ରଂଜନ ଦୀପ  କଂଟାବାଞ୍ଜି ସହରର କୁନାଲ ଜିନ୍ଦଲ,କଳାହାଣ୍ଡି ଜିଲ୍ଲା କୁହୁରା ଗାଁ ର ଦୁର୍ଯ୍ୟୋଧନ ବାଗ, ପାଟଣାଗଡ଼ ମେହେର ପଡାର ସୁନୀଲ ମେହେର  ଓ ସଇଁନ୍ତଳା ଥାନା ଛନଛଡା ଗାଁ ର ପୁରେନ୍ଦ୍ର ପୁଟେଲ ବୋଲି ବଲାଙ୍ଗୀର ଏସ୍‌ପି ରୁ ରୁଷିକେଶ୍ ଖିଲାରୀ ସୂଚନା ଦେଇଛନ୍ତି ।  ତେବେ ଚାଷୀ ମାନେ କୌଣସି ଗ୍ରାହକ ସେବା କେନ୍ଦ୍ରରେ ନିଜର ଜମିଜମା କାଗଜପତ୍ରକୁ  ସେୟାର ନ କରିବା ପାଇଁ ପୋଲିସ ପକ୍ଷରୁ ଚାଷୀ ମାନଙ୍କୁ ସତର୍କ କରି ଦିଆଯାଇଛି । 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026
  ରାଜ୍ୟ  
୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   03-Sep-2026
  ଜିଲ୍ଲା  
ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   03-Sep-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   03-Sep-2026
  ରାଜ୍ୟ  
ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା   03-Sep-2026
  ଜିଲ୍ଲା  
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   03-Sep-2026
  ଜିଲ୍ଲା  
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ   02-Sep-2026
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026

You Might Also Like