-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||     

HOME   ଜିଲ୍ଲା

ଗ୍ରାହକ ସେବା କେନ୍ଦ୍ର ପାଲଟିଛି ଠକାମୀ କେନ୍ଦ୍ର, ଜମି କାଗଜପତ୍ର ବଦଳାଇ ଚାଲିଥିବା ଶସ୍ୟବୀମା ଘୋଟାଲାର ପର୍ଦ୍ଦାଫାଶ କଲା ବଲାଙ୍ଗୀର ପୋଲିସ 

06-Nov-2023



ନିରୀହ ଚାଷୀଙ୍କ ସରଳତାର ସୁଯୋଗ ନେଇ ଠକି ଚାଲିଛି ସହଜ କେନ୍ଦ୍ର ।  କ୍ରପ୍ ଇନ୍‌ସ୍ୟୁରେନ୍ସ ପାଇଁ ଆବେଦନ କରିଥିବା ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର କୁ ଚତୁରତାର ସହ ଜାଲିଆତି କରି ଏକାଧିକ ବ୍ୟକ୍ତିଙ୍କ ନାମରେ  ଶସ୍ୟ ବୀମା ପାଇଁ ଅବେଦନ କରିଥିବା କିଛି ଦଲାଲଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ ବଲାଙ୍ଗୀର ଜିଲ୍ଲା କୃଷି କାର୍ଯ୍ୟାଳୟରୁ ଏପରି କିଛି ସଙ୍ଗୀନ ଅଭିଯୋଗ ପାଇବା ପରେ ବଲାଙ୍ଗୀର ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ବଲାଙ୍ଗୀରର କିଛି କଷ୍ଟମର୍ ସାର୍ଭିସ ସେଂଟର(ସିଏସ୍‌ସି) କେନ୍ଦ୍ରର ମାଲିକ ମାନଙ୍କ ସହ ହାତ କରି କିଛି ଅସାଧୁ ବ୍ୟକ୍ତି ଏପରି କାରବାର କରି ଆସୁଥିଲେ । 
କ୍ରପ୍ ଇନ୍‌ସ୍ୟୁରେନ୍ସ ପାଇଁ ଆବେଦନ କରୁଥିବା ନିରୀହ ଚାଷ ଙ୍କ କାଗଜପତ୍ର, ଆର୍‌ଓଆର୍ ଓ ଆଇଡେଣ୍ଟିଟି ପ୍ରୁଫ୍‌କୁ କଂପ୍ୟୁଟର ମାଧ୍ୟମରେ ଜାଲିଆତି କରି କିଛି ଦଲାଲ ନିଜ ନାଁ ରେ କ୍ରପ ଇନ୍‌ସ୍ୟୁରେନ୍ସ କରୁଥିବା ନେଇ ଅଭିଯୋଗ ଆସିଛି । ସଂପୃକ୍ତ ସହଜ କେନ୍ଦ୍ର ଓ ଏପରି ଦଲାଲ ମାନଙ୍କ ଅସାଧୁ ମେଣ୍ଟ ଯୋଗୁଁ ପ୍ରକୃତ ଚାଷୀ ନିଜ ପ୍ରାପ୍ୟରୁ ବଂଚିତ ହେଉଛି । ଏମାନେ ବହୁ ଦିନରୁ ଏପରି ଅନୈତିକ କାରବାର ଚଳାଇ ଆସିଥିଲେ ସୁଦ୍ଧା ପୋଲିସ ଏମାନଙ୍କ ଟେର ପାଇ ପାରୁ ନ ଥିଲେ । ତେବେ ଶେଷରେ ଏପରି କାରବାରରେ ଲିପ୍ତ ଥବା ୧୧ଜଣ ଦଲାଲଙ୍କୁ ପୋଲିସ ଗିରଫ୍ କରିବାରେ ସଫଳ ହୋଇଛି । ଏଥିସହ ଏହି ଦଲାଲ ମାନଙ୍କ ଠାରୁ ୧୬ଟି ମୋବାଇଲ ଫୋନ୍‌, ୭ଟି ଲେପ୍‌ଟପ୍ , ୫ ଟି ପ୍ରିଣ୍ଟରସ୍ , ୧୧ଟି ସିପିୟୁ, ୩ଟି ମୋନିଟର, ଓ ୪ଟି ସ୍କେନର ଜବତ କରିଛି ବଲାଙ୍ଗୀର ପୋଲିସ । ।ଆଜି ଅନୁଷ୍ଠିତ ଏକ ପେସ୍ ମିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ନିତନି କୁଶଲକର । ଗିରଫ ହୋଇଥିବା ଜଣ ୧୧ଜଣ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା  ଭାଲୁମୁଣ୍ଡା ଗାଁ ର କୁବେର ମେହେର, ବିଦ୍ୟାଧର ମେହେର ଓ ହୀରାଧର ମେହେର, ସିନ୍ଧେକେଲା ଥାନା ଶ୍ରୀରାମ ଗାଁ ର ଶିଶିର ଭୋଇ ଓ ଚୋଡେଶ୍ୱର ବେହେରା, ସଙ୍ଗମରା ଗାଁ ର ଚମ୍ପାରାମ କୁମ୍ଭାର, ଡୁମେରପାଲି ଗାଁ ର ସାମନ୍ତ ମାଝୀ, ମୁରିବାହାଲ ଥାନା କନ୍ଦାଖାଲ ଗାଁ ର ବଳରାମ ବେହେରା ଓ ପତ୍ରାପାଲି ଗାଁ ର ପ୍ରବୀଣ ସାହୁ, ବଲାଙ୍ଗୀର ସଦର ଥାନା ବାଦିମୁଣ୍ଡା ଗାଁ ର ରାହୁଲ ରଂଜନ ଦୀପ  କଂଟାବାଞ୍ଜି ସହରର କୁନାଲ ଜିନ୍ଦଲ,କଳାହାଣ୍ଡି ଜିଲ୍ଲା କୁହୁରା ଗାଁ ର ଦୁର୍ଯ୍ୟୋଧନ ବାଗ, ପାଟଣାଗଡ଼ ମେହେର ପଡାର ସୁନୀଲ ମେହେର  ଓ ସଇଁନ୍ତଳା ଥାନା ଛନଛଡା ଗାଁ ର ପୁରେନ୍ଦ୍ର ପୁଟେଲ ବୋଲି ବଲାଙ୍ଗୀର ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।  ତେବେ ଚାଷୀ ମାନେ କୌଣସି ଗ୍ରାହକ ସେବା କେନ୍ଦ୍ର ରେ ନିଜର ଜମିଜମା କାଗଜପତ୍ରକୁ  ସେୟାର ନ କରିବା ପାଇଁ ପୋଲିସ ପକ୍ଷରୁ ଚାଷୀ ମାନଙ୍କୁ ସତର୍କ କରି ଦିଆଯାଇଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026
  ରାଜ୍ୟ  
୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   03-Sep-2026
  ଜିଲ୍ଲା  
ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   03-Sep-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   03-Sep-2026
  ରାଜ୍ୟ  
ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା   03-Sep-2026
  ଜିଲ୍ଲା  
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   03-Sep-2026
  ଜିଲ୍ଲା  
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ   02-Sep-2026
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026

You Might Also Like