-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
04-Oct-2020
ସୁନ୍ଦରଗଡ,04/10(Binodini Raula)- ପୁର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦବିଶ୍ଵାଳଙ୍କ ନାଁରେ ଥାନାରେ ଅଭିଯୋଗ ସୁନ୍ଦରଗଡ ଟାଉନ ଥାନାରେ ଏତଲା ଦେଲେ ହେମାନନ୍ଦଙ୍କ ସମୁଧି କପିଳେଶ୍ଵର ଧମେଲ
ହେମାନନ୍ଦଙ୍କ ସାନ ଝିଅ ତଥା କଂଗ୍ରେସ ନେତ୍ରୀ ଅମିତାଙ୍କୁ ଛାଡପତ୍ର ନେଇ ଭୁବନେଶ୍ଵର କୋର୍ଟରେ ଅ।ବେଦନ ପରେ ହେମାନନ୍ଦ ବିଶ୍ଵାଳ ଧମକ ଦେଉଥିବା ନେଇ ଏତଲାରେ ଉଲ୍ଲେଖ