-+91-9937148622 |

prerana_bgr@rediffmail.com |

  Monday 11th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଅସହାୟ ବୃଦ୍ଧ ଙ୍କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ    (11-May-2026)       ||      ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   (11-May-2026)       ||      ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   (11-May-2026)       ||      ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ    (11-May-2026)       ||      ରାଜ୍ୟରେ ବଢ଼ିଚାଲିଥିବା ଭିଡ଼ ହିଂସା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   (11-May-2026)       ||      ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା   (11-May-2026)       ||      ୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (11-May-2026)       ||      ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ତୃତ ଆଲୋଚନା    (11-May-2026)       ||      ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି   (11-May-2026)       ||      କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   (11-May-2026)       ||      ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||      ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (10-May-2026)       ||      ଆମ ଢେଙ୍କାନାଳ- ଆମ ଗୌରବ   (10-May-2026)       ||      ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   (10-May-2026)       ||      ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   (10-May-2026)       ||      ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ    (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||     

HOME   ଜିଲ୍ଲା

ସଞ୍ଜିବ ଗୁରୁଙ୍କ ବିୟୋଗରେ ନିଡି ୱାଲ ତରଫରୁ ଶୋକ ସଭା    

04-Oct-2020



ବଲାଙ୍ଗିର, ୦୪.୧୦- ନିଡି ୱାଲର ସକ୍ରୀୟ ସଦସ୍ୟ ସଞ୍ଜିବ ଗୁରୁଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଅନିଲ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ୱର୍ଗତ ଗୁରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ତାଙ୍କ ଅମର ଆତ୍ମାର ସଦ୍‌ଗତି  ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭ୍ୟ ବିଶ୍ୱଜିତ ପଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ର ଶେଖର ମିଶ୍ର, ପଦ୍ମନାଭ ପଟେଲ, ରଞ୍ଜିତ କୁମାର ମିଶ୍ର, ଜୟନ୍ତ ଦାଶ, ସନ୍ତୋଷ ଶର୍ମା ଏବଂ ଟିକ୍ରାପଡା ଦୂର୍ଗାପୂଜା କମିଟୀର ସମସ୍ତ ସଦସ୍ୟ ସ୍ମୃତିଚାରଣ କରିଥିଲେ ।  ସଭ୍ୟ ଡ. ସୁଧାଂଶୁ ବେଦବାଗ ଧନ୍ୟବାଦ ଦେଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଅସହାୟ ବୃଦ୍ଧ ଙ୍କୁ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ   11-May-2026
  ଜିଲ୍ଲା  
ଅତାବିରା ରେ ଜନ ଆକ୍ରୋଶ ମହିଳା ପଦଯାତ୍ରା   11-May-2026
  ରାଜ୍ୟ  
ସାତସାହି କଟକ ନୃତ୍ୟାତ୍ସବ ଓ ବାଣିଜ୍ୟ ମେଳା ୧୩ରୁ   11-May-2026
  ଜିଲ୍ଲା  
ପ୍ରଭାତଙ୍କ ବିରୋଧୀ ଅଣନିଶ୍ୱାସୀ, ଦଳରେ ନଥାଇ ମଧ୍ୟ ଜନ ମନରେ ପ୍ରଭାତ, ବିଜେଡି ଛାଡି ପ୍ରଭାତଙ୍କ ସାଥିରେ ହଜାର ହଜାର କର୍ମୀ   11-May-2026
  ଜିଲ୍ଲା  
ରାଜ୍ୟରେ ବଢ଼ିଚାଲିଥିବା ଭିଡ଼ ହିଂସା ଓ ନାରୀ ନିର୍ଯାତନା ପ୍ରତିବାଦରେ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ   11-May-2026
  ଜିଲ୍ଲା  
ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା   11-May-2026
  ଜିଲ୍ଲା  
୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    11-May-2026
  ଜିଲ୍ଲା  
ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ତୃତ ଆଲୋଚନା   11-May-2026
  ଜିଲ୍ଲା  
ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି   11-May-2026
  ରାଜ୍ୟ  
କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   11-May-2026
  ଜିଲ୍ଲା  
ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   10-May-2026
  ଜିଲ୍ଲା  
ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   10-May-2026

You Might Also Like