-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
03-Nov-2023
ବଲାଙ୍ଗୀର: ସାମ୍ବାଦିକ କୁନା ବାଗଙ୍କ ମାତୃ ବିୟୋଗ ଘଟିଛି । ମାତା ବିଳାସିନୀ ଦେବୀଙ୍କୁ ମୃତ୍ୟୁ ସମୟରେ ୬୮ ବର୍ଷ ହେଉଥିଲା । ସେ ଜଣେ ପରୋପକାରୀ ମହିଳା ଥିଲେ । ବିଗତ ସାତ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ଗୁରୁବାର ସଂନ୍ଧ୍ୟାରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଶ୍ୱାସ ନେଇ ଥିଲେ । ଶେଷ ସମୟରେ ସ୍ୱାମୀ ରାଧେଶ୍ୟାମ, ତିନି ପୁଅ କୁନା, ମୁନା, ଟୁନା, ତିନି ବୋହୁ ହସ୍ମିତା, ମିନା, ସଙ୍ଗୀତା, ଦୁଇ ଝିଅ କଳ୍ପାନା, ପଙ୍କଜିନି, ଜ୍ୱାଇଁ କଳାକୃଷ୍ନ, ନାତୁଣି ପ୍ରାଚୀ, ନାତି ସ୍ୱାଗତ, ସତ୍ୟମ, ପ୍ରିୟାଂଶୁ, ବାପୁନ, ବଣ୍ଟି, ପିକୁନ ଉପସ୍ଥିତ ଥିଲେ । ଶୁକ୍ରବାର ସକାଳୁ ଘର ପଛପଟ ଜମିରେ ତାଙ୍କର ଅନ୍ତେଷ୍ଟି କରାଯାଇଥିଲା । ବଡ ପୁଅ କୁନା ମୁଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି ।