-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||     

HOME   ଜିଲ୍ଲା

ଜାମସେଦପୁରରଅଟିଷ୍ଟିକ୍କିଶୋରଆଶୁତୋଷଙ୍କରରେକର୍ଡହାସଲ

02-Nov-2023



ଜାମସେଦପୁରତା୨.୧୧.୨୦୨୩ଅଟିଜିମ୍ରୋଗରେପୀଡ଼ିତଜାମସେଦପୁରରକିଶୋରଆଶୁତୋଷପାଣିଗ୍ରାହୀଆବାକସ୍ପ୍ରତିଯୋଗିତାରେଅଭୂତପୂର୍ବସଫଳତାହାସଲକରିଜାତୀୟସ୍ତରରେରେକର୍ଡସୃଷ୍ଟିକରିଛନ୍ତି।୧୭ବର୍ଷୀୟଶ୍ରୀପାଣିଗ୍ରାହୀମାତ୍ର୧୦ମିନିଟ୍ମଧ୍ୟରେ୧୦୧ଟିପାଞ୍ଚଥାକିଆମିଶାଣ, ଫେଡାଣଏବଂପାଞ୍ଚମିନିଟରେ୧୦୭ଟିଗୁଣନକରିବାରେସକ୍ଷମହୋଇଇଣ୍ଡିଆବୁକ୍ଅଫ୍ରେକର୍ଡସରେସ୍ଥାନପାଇଛନ୍ତି।ଇଣ୍ଡିଆନଆବାକସ୍ (ଆଇ. ଏ)ସଂସ୍ଥାନଦ୍ୱାରାଏହାରକରଣ୍ଡିହକେନ୍ଦ୍ରରେଆୟୋଜିତଏହିପରୀକ୍ଷା, ଆଈ.ବି.ଆର୍. ରନିର୍ଣ୍ଣାୟକଅରିନ୍ଦମସେନଗୁପ୍ତା,ଆଇ. ଏରଝାଡ଼ଖଣ୍ଡଶାଖାରମୁଖ୍ୟସଂଜୀବସିଂହଓବରିଷ୍ଠପ୍ରଶିକ୍ଷିକାକାଞ୍ଚନସିଂହଙ୍କରତତ୍ତ୍ୱାବଧାନରେଅନୁଷ୍ଠିତହୋଇଥିଲା।ସମଗ୍ରପ୍ରତିଯୋଗୀତା, ଆନ୍ତର୍ଜାତୀୟପ୍ରୋଟକଲ୍ଅଫ୍ରେକର୍ଡରବିସ୍ତୃତନିର୍ଦ୍ଦେଶାବଳୀଏବଂଏହାଦ୍ୱାରାସ୍ଥିରୀକୃତମାନଦଣ୍ଡଅନୁଯାୟୀସଂପନ୍ନକରାଯାଇଥିଲା।ଏହିଅବସରରେଜିଲ୍ଲାକମିଶନରଙ୍କକାର‌୍ୟ୍ୟାଳୟ ,ପୂର୍ବସିଂହଭୂମଜିଲ୍ଲାଡାକ୍ତରଖାନା, ଆସପାୟାର୍, ନଇଦିଶା, ସ୍ୱତନ୍ତ୍ରଅଲମ୍ପିକଭାରତଓୟଙ୍ଗଇଣ୍ଡିଆଆଦିସ୍ୱେଚ୍ଛାସେବୀସଂଗଠନତଥାଟାଟାପାୱାର, ଟାଟାସବଲଏବଂଟାଟାନଗରରେଳଷ୍ଟେସନ୍ଆଦିଅନୁଷ୍ଠାନରପ୍ରତିନିଧିମାନେପ୍ରତିଯୋଗିତାସ୍ଥଳରେଉପସ୍ଥିତରହିଆଶୁତୋଷଙ୍କୁଉତ୍ସାହିତକରିଥିଲେ।

ଏପର‌୍ୟ୍ୟନ୍ତଔଷଧଉଦଭାବନହୋଇପାରିନଥିବାଅଟିଜିମ୍ଭଳିଦୁର୍ବିସହବ୍ୟାଧିଗ୍ରସ୍ତହୋଇଥିବାସତ୍ତ୍ୱେଆଶୁତୋଷଆବାକସ୍ପ୍ରତିଯୋଗିତାରେଅସାମାନ୍ୟକୃତୀତ୍ୱହାସଲକରିପାରିଥିବାଯୋଗୁଁତାଙ୍କରପରିବାରବର୍ଗ, ବନ୍ଧୁ,ପରିଜନ, ପ୍ରଶଂସକଏବଂସମାଜରବିଭିନ୍ନମହଲରୁତାଙ୍କନିକଟକୁଏବେଅଭିନନ୍ଦନଓସାଧୁବାଦବାର୍ତ୍ତାରସୁଅଛୁଟିଥିବାଜଣାଯାଇଛି।ବିଶେଷକରିନିଜସାମ୍ନାରେଥିବାଆହ୍ୱାନକୁଅବସରତଥାସମସ୍ୟାକୁସୁଯୋଗରେସେପରିଣତକରିପାରିଥିବାବିଷୟକୁସବୁସ୍ତରରେଆଦୃତକରାଯାଉଛି।ଆଶୁତୋଷଙ୍କରଅନନ୍ୟପ୍ରତିଭାଏବଂଅସାଧରଣପାରଦର୍ଶିତାକୁସର୍ବସାଧାରଣରେପ୍ରଦର୍ଶନକରିବାସକାଶେଆବଶ୍ୟକୀୟମଞ୍ଚପ୍ରଦାନକରିଥିବାହେତୁତାଙ୍କରପିତାବିଶ୍ଵଜୀତପାଣିଗ୍ରାହୀଏବଂମାତାଡ଼ଃନିବେଦିତାକରଆଇ. ବି.ଆର୍ଓଇଣ୍ଡିଆନଆବାକସ୍ନିକଟରେକୃତଜ୍ଞତାପ୍ରକାଶକରିଛନ୍ତି।ଆଶୁତୋଷନିକଟରେଦ୍ୱାଦଶଶ୍ରେଣୀସମ୍ପୁର୍ଣ୍ଣକରିଏବେକମ୍ପୁଟରରକୋଡ଼ିଂଶିକ୍ଷାପ୍ରାପ୍ତକରୁଛନ୍ତି।ଶାସ୍ତ୍ରୀୟସଙ୍ଗୀତରେପ୍ରଚୁରରୁଚିରଖୁଥିବାଆଶୁତୋଷବିଶାରଦପରୀକ୍ଷାରେପ୍ରଥମଶ୍ରେଣୀରେଡିସଟିଙ୍କସନ୍ସହିତଉତ୍ତୀର୍ଣ୍ଣହେଇଛନ୍ତି କ୍ଷ ଜାମସେଦପୁରମିଉଜିକ୍ସର୍କଲ୍ତରଫରୁଆୟୋଜିତସଂଗୀତକାର‌୍ୟ୍ୟକ୍ରମମାନଙ୍କରେମଧ୍ୟସେବହୁବାରନିଜରଅପୂର୍ବକଳାଚାତୁର‌୍ୟ୍ୟକୁପ୍ରଦର୍ଶନକରିଉଚ୍ଚପ୍ରଶଂସିତହୋଇଛନ୍ତି।ଆଶୁତୋଷଙ୍କରଉଲ୍ଲେଖଯୋଗ୍ୟସାଫଲ୍ୟଅନ୍ୟାନ୍ୟଅଟିଷ୍ଟିକ୍ପିଲାମାନଙ୍କପାଇଁନିଶ୍ଚିତଭାବରେଉଦାହରଣଓଆଦର୍ଶରଉତ୍ସସ୍ଥାପିତହେବବୋଲିଦର୍ଶାଯାଉଛି।ଏଠାରେପ୍ରକାଶଯୋଗ୍ୟଯେଭାରତବର୍ଷରେପ୍ରତ୍ୟେକଶହେଜଣଶିଶୁଙ୍କମଧ୍ୟରେଜଣେଅଟିଜିମ୍ସ୍ପେକ୍ଟ୍ରମ୍ଡ଼ିଜଅର୍ଡର୍ଦ୍ୱାରାପ୍ରଭାବିତହେଉଥିବାଗଣନାକରାଯାଇଛି।ଉପଯୁକ୍ତସାହାଯ୍ୟ, ସହଯୋଗ, ସମର୍ଥନ, ପ୍ରେରଣାଓସମୟକ୍ରମେପ୍ରୋତ୍ସାହନମିଳିଲେଅସମ୍ଭଵଯେନିଶ୍ଚିତରୁପେସମ୍ଭବରେପରିଣତହୋଇପାରିବଏହାଆଶ୍ଚର‌୍ୟ୍ୟବାଳକଆଶୁତୋଷପାଣିଗ୍ରାହୀଙ୍କରକ୍ଷେତ୍ରରେପ୍ରମାଣିତହୋଇପାରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   04-Sep-2026
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026

You Might Also Like