-+91-9937148622 |

prerana_bgr@rediffmail.com |

  Tuesday 28th April 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   (28-Apr-2026)       ||      ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (28-Apr-2026)       ||      ସିଲ୍ ହେଲା ବେଆଇନ ବାଲି ଘାଟ   (28-Apr-2026)       ||      ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   (28-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   (28-Apr-2026)       ||      ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   (27-Apr-2026)       ||      ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ    (27-Apr-2026)       ||      ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   (27-Apr-2026)       ||      ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ    (27-Apr-2026)       ||      ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି    (27-Apr-2026)       ||      ରାଣ୍ଡିମହୁଲ ଛପନ ପ୍ରହାର ନାମଯଜ୍ଞର ଚତୁର୍ଥ ଦିବସ    (27-Apr-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (27-Apr-2026)       ||      ଜନଗଣନା କାର୍ଯ୍ୟରେ ନିୟୋଜିତ ଗଣନାକାରୀମାନଙ୍କ ମନୋବଳ ବୃଦ୍ଧି କଲେ ଜିଲ୍ଲାପାଳ    (27-Apr-2026)       ||      ଡହ ଡହ ଖରାରେ ଲୋକଙ୍କ ତୃଷା ମେଣ୍ଟାଇବାକୁ ଆସିଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ♦️ ପୁରୁଣା ବସଷ୍ଟାଣ୍ଡ ନିକଟରେ ଜଳଛତ୍ର ଉଦଘାଟିତ    (27-Apr-2026)       ||      ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି    (27-Apr-2026)       ||      ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ    (27-Apr-2026)       ||      କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   (27-Apr-2026)       ||      ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   (27-Apr-2026)       ||      ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   (27-Apr-2026)       ||      “ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   (27-Apr-2026)       ||     

HOME   ଜିଲ୍ଲା

ଘଣ୍ଟାପଡ଼ା ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ କାର୍ଯକ୍ରମ ମାଆମାନେ ଶିଶୁର ବିକାଶର ମୂଖ୍ୟ ନାୟିକା

20-Oct-2023



କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର  ସଭାପତି ଅଗସ୍ତୀ ମଲିକଙ୍କ ଅଧ୍ୟକ୍ଷତାରେ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ମିଳିତ ଶିକ୍ଷକ ସଂଘର ସଭାପତି ଦୀପ ପ୍ରଜ୍ବଳନ କରିଥିଲେ  । ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟୀ ସଂପାଦକ ରଞ୍ଜିତ ରଣା ଓ ମୁଖ୍ୟ ବକ୍ତା 

ଭାବେ ଶିକ୍ଷକ ବିଜୟ କୁମାର ଖୁଣ୍ଟୁଲି ଯୋଗ ଦେଇ ଜଣେ ଶିଶୁର ଅନ୍ତର୍ନିହିତ ଗୁଣକୁ ସମୃଦ୍ଧ କରିବାରେ ମାଆର ଭୂମିକା ଅତୁଳନୀୟ ବୋଲି ମାଆମାନଙ୍କୁ ଉଦବୋଧନ ଦେଇଥିଲେ।ପରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ଗୁରୁମା ପ୍ରଭାସିନୀ ଜାଲ ସମସ୍ତ କାର୍ଯ୍ୟର ସଂଯୋଜନା କରିଥିଲେ।ମାଆମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ପାଇଁ କ୍ରିୟା କଳାପରେ ଡାଲିରେ ଝୋଟି, ସାଧାରଣ

ଝୋଟି ଓ ଘରୋଇ ଖାଦ୍ୟ ପ୍ରସ୍ତୁତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କୃତି ମାଆ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଆଚାର୍ଯ୍ୟା ରଶ୍ମିତାରଣା ଧନ୍ୟବାଦ ଅର୍ପଣ କରି ଥିଲେ।ଆଚାର୍ଯ୍ୟା ସୁଷମା, ରୀତା, ସିନି,ସନ୍ତୋଷିନୀ, ଜୟନ୍ତୀ, ଆଚାର୍ଯ୍ୟ ପ୍ରକାଶ, କୈଳାସ, ବିଷିକେଶନ, ଶଙ୍କର୍ଷଣ, ରିଙ୍କୁ ଓ ସେବିକା ଅହଲ୍ୟା, ଗାୟତ୍ରୀ ତଥା ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ବନ୍ଧୁ ସହଯୋଗ କରିଥିଲେ।

(କଣ୍ଟାମାଳରୁ ଜୟ କୁମାର ମହାରଣାଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   28-Apr-2026
  ଜିଲ୍ଲା  
ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   28-Apr-2026
  ଜିଲ୍ଲା  
ସିଲ୍ ହେଲା ବେଆଇନ ବାଲି ଘାଟ   28-Apr-2026
  ଜିଲ୍ଲା  
ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   28-Apr-2026
  ଜିଲ୍ଲା  
ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   28-Apr-2026
  ଜିଲ୍ଲା  
ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   27-Apr-2026
  ଜିଲ୍ଲା  
ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ   27-Apr-2026
  ଜିଲ୍ଲା  
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   27-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ   27-Apr-2026
  ଜିଲ୍ଲା  
ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି   27-Apr-2026
  ଜିଲ୍ଲା  
ରାଣ୍ଡିମହୁଲ ଛପନ ପ୍ରହାର ନାମଯଜ୍ଞର ଚତୁର୍ଥ ଦିବସ   27-Apr-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   27-Apr-2026

You Might Also Like