-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||     

HOME   ଜିଲ୍ଲା

ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ

20-Oct-2023



ବୋଡ଼େନ(ଡୋଲେଶ୍ଵର ବାଗ ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ମା ଦ୍ୱାରସନି ଖେଳ ପଡିଆଠାରେ ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟଘାଟ ବହୁ ଧୁମ୍ ଧାମରେ ପାଳିତ  ହୋଇଯାଇଛି । ପ୍ରଥମେ  ବୋଡ଼େନ ସ୍ଥିତ ମା ଦ୍ଵାରସନି ପୀଠରୁ ସାଂସ୍କୃତିକ ଦଳ ଘୁମୁରା , ରାମକାଠି, ସମ୍ପ୍ରଦା ,ମହୁରୀବାଜା ତଥା ସଂଗଠନର ସଭାପତି ଓ ସଦସ୍ୟ ମାନଙ୍କ ମାଧ୍ୟମରେ ବିରାଟ ମଶାଲ ଶୋଭାଯାତ୍ରା ବାହାରି ବୋଡ଼େନ ଅଞ୍ଚଳ ପରିକ୍ରମା ପୂର୍ବକ ଅନୁଷ୍ଟିତ କାର୍ଯକ୍ରମ ପଡ଼ିଆରେ ପହଞ୍ଚିଥିଲା । ପରେ  ଅନୁଷ୍ଟିତ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟଘାଟ  କାର୍ଯକ୍ରମ ରେ ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ସଭାପତି ବିଶିକେଶନ ପଣ୍ଡା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ  ଅଧିରାହା ମୋହନ ପାଣିଗ୍ରାହୀ  ଯୁବ ବିଧାୟକ ଖଡିଆଳ , ମୁଖ୍ୟ ବକ୍ତା ରବିରଞ୍ଜନ ପ୍ରଧାନ ଅବସର ପ୍ରାପ୍ତ ଅଧ୍ୟାପକ +2 ବିଜୁ ପଟ୍ଟନାୟକ ମହା ବିଦ୍ୟାଳୟ ବୋଡ଼େନ , ସମ୍ନାନିତ ଅତିଥି ଭାବରେ ଡଲି ମାଝୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନୂଆପଡ଼ା , ପ୍ରିୟରଞ୍ଜନ କୁମ୍ଭାର ବିଡ଼ିଓ ବୋଡ଼େନ ,  ମହମ୍ମଦ ଫାରୁକ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ , ଡକ୍ଟର ସରୋଜ କୁମାର ସାହୁ ସିଆରପିଏଫ୍ ଆସିଷ୍ଟାଣ୍ଟ କମାନଣ୍ଡେଣ୍ଟ ଭାଇଁସାଦନି,  ସତ୍ୟପୀର ପଣ୍ଡା ଦ୍ୱାରସନୀ ହାଇ ସ୍କୁଲ କେରାପଦର, ହେମନ୍ତ କୁମାର ମୁଣ୍ଡ ଅଧ୍ୟକ୍ଷ ବିଜୁ ପଟ୍ଟନାୟକ +୨ ମହାବିଦ୍ୟାଳୟ ବୋଡ଼େନ,  ଗମ୍ଭୀର ତାଣ୍ଡି ସରପଞ୍ଚ ନାଗପଡ଼ା, ବୈଷ୍ଣବ ଦୁରିଆ ପ୍ରଧାନ ଶିକ୍ଷକ ୟୁପିଏସ ନାଗପାଡା ,ସୁଫିଆନ ମହମ୍ମଦ ସମାଜ ସେବୀ, ସୋନୁ ମହମ୍ମଦ ସମାଜ ସେବୀ, ଯାଜ୍ଞସେନି ମାଝୀ ସମିତି ସଭ୍ୟା ବୋଡ଼େନ , ଡକ୍ଟର ମାଧବ ବାଗ, ଯୋଗିନ୍ଦ୍ର ମାଝୀ , ତିର୍ମନ୍ ମାଝୀ, କିଶୋର କୁମାର ପରିଡ଼ା  ପ୍ରମୁଖ ମଞ୍ଚାଶିନ ଥିଲେ । ପ୍ରଥମେ ମଞ୍ଚଶିନ ଅତିଥି ମାନଙ୍କ ଦ୍ଵାରା ବାଗଦେବି ମା ସରସ୍ଵତୀ ଓ ଅଞ୍ଚଳର ଅଧିଷ୍ଟାତ୍ରି  ଦେବୀ  ମାଁ ଦ୍ଵାରସନୀ  ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ବଳନ ପୂର୍ବକ ଦେବ ପୂଜନ କରାଯାଇଥିଲା ।   ଅଧ୍ୟାପକ ଇତିହାସ ବିଭାଗ ଗୟାଧର ମହାନ୍ତିଙ୍କ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ବିଜୁ ପଟ୍ଟନାୟକ +୨ ମହାବିଦ୍ୟାଳୟର ଛାତ୍ରୀ  କବିତା ମାଝୀ, ସ୍ୱେୟାରାଣି ଅଗସ୍ତି , ରିତା ବାଗ, ଦେବକୀ ରାଉତ, ଓ ଅନିତା ଦୀପ ଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇ ଥିଲା ।  ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ସଭାପତି ବିଶିକେଶନ ପଣ୍ଡା ତାଙ୍କ ଅଭିଭାଷଣରେ ସଙ୍ଗଠନ ର ଉଦ୍ଦେଶ୍ୟ  ଓ ଆଭିମୁଖ୍ୟ ଉପରେ କହିଥିବାବେଳେ  ସମସ୍ତଙ୍କ ସହଯୋଗରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଖବର ପ୍ରସାରଣ ମାଧ୍ୟମରେ ସରକାରଙ୍କ ନିକଟରେ ପହଞ୍ଚାଯାଇ ପାରିବୁ ଓ   ଅଞ୍ଚଳ ବିକାଶ ପାଇଁ ସମସ୍ତ ସାମ୍ବାଦିକ  ବନ୍ଧୁମାନଙ୍କୁ ସହଗୋଗର ହାତ ବଢ଼ାଇବା ପାଇଁ ଆହ୍ବାନ ଦେଇଥିଲେ ପୁଣି ସାମ୍ବାଦିକଙ୍କ ପାଇଁ ନିଜ ତଥା ସମସ୍ତ ବ୍ଲକ ହେଡ଼କ୍ୱାଟର ରେ ଭୂମି ଚିହ୍ନଟ ସହ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ଭବନ ନିର୍ମାଣ ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ  ବିଧାନ ସଭାରେ ପ୍ରଶ୍ନ ଉଠାଇବା ପାଇଁ ଖଡିଆଳ ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ ଙ୍କୁ ଅନୁରୋଧ ରଖିଥିଲେ ।ପୁନଃ ପାତାଳ ଗଙ୍ଗା ମହୋତ୍ସବ କୁ ପୁନର୍ବାର  ନୂଆ ରୂପରେଖ ସହ ପାଳନ କରିବା ପାଇଁ  ପ୍ରସ୍ତାବ ରଖିଥିଲେ ।  ବିଡ଼ିଓ ପ୍ରିୟରଞ୍ଜନ କୁମ୍ଭାର ବର୍ତ୍ତମାନ ତହସିଲଦାର ଦାଇତ୍ଵ ରେ ଥିବାରୁ  ଅତି ଶୀଘ୍ର ଭୂମି ଚିହ୍ନଟ କରାଯାଇ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯିବ ବୋଲି ମତ ରଖିଥିବାବେଳେ ମୁଖ୍ୟ ଅତିଥି ଖଡିଆଳ ବିଧାୟକ ଅତି ଆନନ୍ଦର ସହ ଦିନଟିଏ ସାମ୍ବାଦିକଙ୍କ ପାଇଁ 

କହି ସମସ୍ତ ସମସ୍ୟା ର ଯଥା ଶୀଘ୍ର ସମାଧାନ କରାଯିବ ବୋଲି ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ।   ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ନୂଆଖାଇ ଭେଟଘାଟ ସମାରୋହରେ କଳା ଓ ସଂସ୍କୃତି ପୁନରୁଦ୍ଧାର ପରିଷଦ ଓଡ଼ିଶାର ସଭାପତି ତିର୍ମନ ମାଝୀଙ୍କ ତତ୍ତ୍ଵାବଧାନରେ ଲୋପାପାଇ ବସୁଥିବା  ଅଧିବାସୀ ଲୋକନୃତ୍ୟ ରାମକାଠି, ମହୁରିବାଜା ,ଘୁମାର , ସମ୍ପ୍ରଦା , ଆଦି ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା ।  ସଙ୍ଗଠନର ସମ୍ପାଦକ ଭାଗ୍ୟବାନ ମାଝୀଙ୍କ ଦ୍ଵାରା ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଓଡ଼ିଆ ଅଧ୍ୟାପିକା   ଅଟୋ ନୋମସ କଲେଜ ଖଡିଆଳ ସୁଶ୍ରୀ ସାଗରିକା ପଣ୍ଡା ଓ ଅଧ୍ୟକ୍ଷ ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦୋହେଲପଡ଼ା  ରୁଦ୍ର ମାଧବ ବାରିକ ମଞ୍ଚପରିଚାଲାନା କରିଥିଲେ । ସଙ୍ଗଠନର ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ପୂର୍ଣ୍ଣ ସହଯୋଗ ରେ କାର୍ଯକ୍ରମ ଟି ସଫଳିଭୂତ ହୋଇଥିଲା । କାର୍ଯକ୍ରମ ଶେଷରେ ସଂଗଠନର ସହ ସମ୍ପାଦକ ଉପେନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026
  ଜିଲ୍ଲା  
ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   05-Sep-2026

You Might Also Like