-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
17-Oct-2023
ନର୍ଲା ୧୭/୧୦ (ସଞ୍ଜୀବ ଦାସ)ଓଡ଼ିଶା ରାଜ୍ୟ ସାମ୍ବାଦିକ ସଂଘ ର ( OJU ) ସଭାପତି ଶ୍ରୀଯୁକ୍ତ ଶଶିଭୂଷଣ ପ୍ରହରାଜ ଶାରଦୀୟ ଦୁର୍ଗାପୂଜା ଗ୍ରସ୍ତ ରେ ଆସି ନର୍ଲା ରେ ପହଞ୍ଚିଥିଲେ ତାଙ୍କୁ ନର୍ଲା ର ନୂତନ ସାମ୍ବାଦିକ ସଂଘ ର ପ୍ରାୟ ୧୭ ଜଣ ସଦସ୍ୟ ସ୍ଥାନୀୟ ଜଗଦମ୍ବା ମଲ୍ ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଓ ପରେ ପରେ ଶ୍ରୀଯୁକ୍ତ ପ୍ରହରାଜ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ବିଭିନ୍ନ ସାଙ୍ଗଠନିକ ନେତୃତ୍ୱ ବିଷୟ ରେ ଆପସ ଆଲୋଚନା କରାଯାଇ ସଂଗଠନ କୁ ଆଗକୁ କିପରି ସୁଦୃଢ଼ କରି ଜନ ମଙ୍ଗଳ କାର୍ଯ୍ୟ କରାଯାଇ ପାରିବ ସେ ନେଇ (OJU) ସଭାପତି ଶ୍ରୀଯୁକ୍ତ ପ୍ରହରାଜ ସଂଘର ସମସ୍ତ ସଦସ୍ୟ ଙ୍କୁ ଦିଗ ଦର୍ଶନ ଦେଇଥିବା ବେଳେ ସଂଘର ବରିଷ୍ଠ ସଦସ୍ୟ ଭିକାରୀ ଗଉଡ଼ ରାଜ୍ୟ ସଭାପତି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ