-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
17-Oct-2023
କୁରସୁଡ (ମନୋଜ ଜୈନ)- ବଲାଙ୍ଗୀର ଜିଲ୍ଲା କୁରସୁଡ ଗ୍ରାମର ମାଁ ଭଗବତୀ ୟୁଥ କମିଟି ପକ୍ଷରୁ ମଙ୍ଗଳବାର ମାଁ ଭଗବତୀଙ୍କର ଛତର ଯାତ୍ରା ମହାସମାରୋହରେ ପାଳିତ ହୋଇ ଯାଇଛି। ପୂଜକ ଭାବେ ପାନ ଯାନୀ ଦାୟିତ୍ବ ତୁଲାଇ ଥିବା ବେଳେ ବୁଲୁ ଯାନୀ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଥିଲେ। ଏହି ଛତର ଯାତ୍ରାରେ ଆଖପାଖ ବହୁ ଭକ୍ତ ଯୋଗଦେଇ ମାଁଙ୍କ ଠାରୁ ଆର୍ଶୀବାଦ ନେଇଥିଲେ ।