-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ସ୍ୱେଚ୍ଛାକୃତ ରକ୍ତଦାନ କରି ଡାକ୍ତରୀ ଛାତ୍ରଛାତ୍ରୀ ମାନେ କହିବା ଆଗରୁ କରିବା ଉକ୍ତିକୁ ଯଥାର୍ଥ ପ୍ରତିପାଦନ କଲେ

09-Oct-2023



ବଲାଙ୍ଗୀର , ( ପ୍ରେରଣା ଖବର ) : ମହାତ୍ମା ଗାନ୍ଧୀଜୀଙ୍କ ବାଣୀ -  କହିବା ଆଗରୁ କରିବା  । ଅନ୍ୟକୁ କହିବା  ଯେତେକି ସହଜ, ନିଜେ କରି ଦେଖାଇବା ସେତିକି ସହଜ ନୁହେଁ । ଆମେ ଯାହା ଅନ୍ୟକୁ କହୁ ,ପ୍ରଥମେ ନିଜେ କରି ଦେଖାଇବା ଉଚିତ । ଭୀମଭୋଇ ଭେଷଜ ମହାବିଦ୍ୟାଳୟରେ ଅଧ୍ୟୟନରତ ଡାକ୍ତରୀ ଛାତ୍ରଛାତ୍ରୀ ଗଠିତ ଷ୍ଟୁଡେଣ୍ଟସ  ୟୁନିୟନ -୨୦୨୩-୨୪ ସହଯୋଗରେ ଭେଷଜ ମହାବିଦ୍ୟାଳୟ  ପରିସରରେ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏସଏସଜି ସୋସାଇଟିର ସେକ୍ରେଟାରୀ  ହରିହର ପଟେଲ ଓ ଆସିଷ୍ଟାଣ୍ଟ ସେକ୍ରେଟାରୀ  ତେଜ କିଷନ ବେହେରାଙ୍କ  ତତ୍ତ୍ବ ବ ଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଭୀମଭୋଇ ଭେଷଜ ମହାବିଦ୍ୟାଳୟ  ଓ ଚିକିତ୍ସାଳୟ ଅଧ୍ୟକ୍ଷ ଡ଼ା ମାନସୀ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଡ଼ା ଜ୍ୟୋତିଷ ଚନ୍ଦ୍ର ଚଉଧୁରୀ ଓ ଡ଼ା  ବିପିନ୍ ବାରା  ଯୋଗଦେଇଥିଲେ ।

ରକ୍ତଦାନ ମହାପୂର୍ଣ୍ଣ । ଏକ ବୁନ୍ଦା ରକ୍ତ ଗୁରୁତର ବ୍ୟକ୍ତିଙ୍କ ଜୀବନ ରକ୍ଷା କରି ପାରେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସେଥି ମଧ୍ୟରୁ ୧୦୦ ଜଣ ପ୍ରଥମ କରି ରକ୍ତଦାନ କରିଥିଲେ । ରକ୍ତ ସଂଗ୍ରହ କେନ୍ଦ୍ରର  କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ରେଡକ୍ରସ କର୍ମୀ ରାମ ନାରାୟଣ  ଦାଶ ରକ୍ତଦାତା ମାନଙ୍କୁ ରକ୍ତଦାନ କାର୍ଯ୍ୟରେ ସାମିଲ ହେବା ପାଇଁ ଉତ୍ସାହିତକ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଦିଆଯାଇ ସମ୍ମର୍ଦ୍ଧିତ କରାଯାଇ ଥିଲା । ଶେଷରେ ସମସ୍ତଙ୍କୁ ଅଭିଷେକ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

ରକ୍ତଦାତା ଭାବରେ ଡାକ୍ତରୀ ଛାତ୍ର ଶିବମ ଅଗ୍ରୱାଲ, ପ୍ରତ୍ୟୁଷ ସାହୁ, ଦିବ୍ୟାଜ୍ୟୋତି ପଣ୍ଡା, ଦୀନେଶ କୁମାର ମହାପାତ୍ର, ଆୟୁଷ ସରାଫ, ଶିବରାମ ମନହିରା, ଆଦିତ୍ୟ ଶଙ୍କର ପ୍ରଧାନ, ସମ୍ବିଦ ଶଥପଥୀ, ଶ୍ରୀପଦୀ ପାଣୀଗ୍ରାହି, ଦିଶା ଅଗ୍ରୱାଲ, ଏମ. ଦେବଶିଷ ପାତ୍ର, ସୁରେନ୍ଦ୍ର କୁମାବତ, ବିଶ୍ୱଲ ରାଉତ, ପାୟଲ ପ୍ରିୟଦର୍ଶିନୀ,ରଶ୍ମିତା ମହାନ୍ତି, ନିରୂପମା ପାତ୍ର, ବିକ୍ରାନ୍ତ ବିଶ୍ୱାଳ, ଶ୍ରେୟଶ ପାଇକରାୟ, ନମ୍ରତା ଦାଶ
ଅନିରୁଦ୍ଧ ପ୍ରଧାନ, ଅଶ୍ୱିନୀ କୁମାର ଚଉଧୁରୀ, ଅଭିଲାଶ ରାଉତ, ବିଶାଲ ପଣ୍ଡା, ନେରୁ ଚଉଧୁରୀ, ଆୟୁଷ୍ମାନ ନାୟକ, ଦେବଶିଶ ମୁନା, ନିରୁପମା ପାତ୍ର, ପ୍ରଶାନ୍ତ ସେଠୀ , ପ୍ରମତି ବରିହା, ହିମାଂଶୁ ସାମଲ, ବ୍ରାମହୋତ୍ରି ଘିଭେଲା, ପ୍ରେମାନନ୍ଦ ମେହେର, ସିଦ୍ଧ ପ୍ରଜ୍ଞା, ଖାମରୀ ଶର୍ମା, ମୋହିତ ଯାଦବ, ଅଭିଷେକ ମେହେର, ଶ୍ରୀକାନ୍ତ ପଟେଲ, ପାରିତୋଶ ମିଶ୍ର, ଶ୍ରୀକାନ୍ତ ମହାନନ୍ଦିଆ, ଦେବଶିଶ ସାହୁ, ସୁନୀଲ କୁମାର ସା, ସରୋଜା ଲକ୍ଷ୍ମୀ ମିଶ୍ର, ଅଭୟରୁପ ପଧାନ, ସାଗରିକା ପେୟାନି, କାଲପାଟାରୁ ପାଣିଗ୍ରାହୀ, ସ୍ୱୟଂ ସ୍ୱାଦିପ ପ୍ରଧାନ, ନରେଶ ଭାଟି, ସଂସ୍କୃତ ପାଣିଗ୍ରାହୀ, ତୁଶାରକାନ୍ତୀ ମେହେର, ଜୁ. ଦେବଶିଷ, ସୁମନ୍ତ ନାରାୟଣ ସ୍ବାଇଁ, ନିହାର ରଂଜନ ମାଝୀ, ଅଭିଜିତ ବେହେରା, ଦୀନେଶ ମୀନା, ନିହାର ରଂଜନ ପୋଡ, ସୋରଭ ପ୍ରଧାନ, ଲିଙ୍ଗରାଜ ସାହୁ, ପ୍ରିୟଦର୍ଶିନୀ ଦେହୁରୀ, ମନୀଷା ସ୍ବାଇଁ, ମୁକେଶ ସାହୁ, ଗୁଲଶନ ସାବର, ବିବେକାନନ୍ଦ ସ୍ବାଇଁ, ଅଭିଷେକ ପଣ୍ଡା, ସ୍ୱାଗତ ରଂଜନ ପୁରୋହିତ, ଅଞ୍ଜଳି ମିଶ୍ର, ସୋମ୍ୟ ସାହୁ, ଅଭିଷେକ ପାନି, ଅମାନ ଯାଦବ, ତେଜ କିଶାନ ବି, ଗଙ୍ଗାଧର ସାଗର, ରାଜ ନାୟକ, ପ୍ରିୟାଅଂଶୁ ପାଣିଗ୍ରାହୀ, ଶୋଭନ କୁମାର ଦାଶ, ବ୍ୟୋମ  ଆଲୋକ ରଣା,ରାହୁଲ କୁମାର , ଅନୁପ ଗୋରବ ସାହୁ, କ୍ଷୀର ଧର ରଣା, ସତ୍ୟ ସୁନ୍ଦର ସାହୁ, ନାମିରା ବାନୋ, ସେଫାଲୀ ସିଙ୍ଗ ଭୋଇ, ନିକିତା ଗୋୟଲ, ବିକାଶ ରଂଜନ ପ୍ରଧାନ, ଲିପ୍ସା ଭୋଇ, ଶ୍ରେୟା ସୁମନ ପାତ୍ର, ଆକାଂଶା ପଣ୍ଡା, ଅନନ୍ୟା ରାଥ, ରାମକୃଷ୍ଣ ମେହେର, ସୁମିତ କୁମାର ମେହେର, ଲୋକନାଥ ରାଥ, ଶ୍ଵେତା ବାରିକ, କ୍ରୀଷ୍ଣା ମେହେଟା,  ବେଦ ପ୍ରକାଶ ମୀନା, ସିଦ୍ଧୁ ସାହା, ଅମ୍ଳାନ ଲେଙ୍କା, ଚନ୍ଦନ ପ୍ରସାଦ, ସୁନୀଲ କୁମାର ନନ୍ଦା, ଅନିକ ପାତ୍ର, ଡ଼. ଅମିତ ଦାଶ, ମ୍ରିଗାକ୍ଷୀ ନନ୍ଦୀ, ରାଧାକାନ୍ତ ସାହୁ, ମଞ୍ଜିତ ପ୍ରମୁଖ ରକ୍ତଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like