-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2023
ବେଗୁନିଆ (ପ୍ରମୋଦ ତ୍ରିପାଠୀ ): ଆଜି ବେଗୁନିଆ ବ୍ଲକ ସମ୍ମୁଖରେ ନବ ନିର୍ମିତ ମିଶନ ଶକ୍ତି କlଫେର ଶୁଭ ଉଦ୍ଘାଟନ କରିଛନ୍ତି ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ l ଏହି କାର୍ଯ୍ୟକ୍ରମରେ ବିଡ଼ିଓ,ବେଗୁନିଆ ଲକ୍ଷ୍ମୀଧର ସାହୁ,ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସହ ପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ମୋହନ ମିଶ୍ର,ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ,ବିଧାୟକ ଙ୍କ ପ୍ରତିନିଧି ପ୍ରଶାନ୍ତ ବେହେରା,ବ୍ଲକ ଫେଡେରେସନ୍ ର ପଦାଧିକାରୀ ବୃନ୍ଦ,ଏମ ବି କେ ବୃନ୍ଦ ଓ ବିଭିନ୍ନ ପଂଚାୟତ ର ମିଶନ ଶକ୍ତି ମା ମାନେ ଉପସ୍ଥିତ ଥିଲେ ।