-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2023
ବେଲପଡ଼ା(ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କାର୍ଯ୍ୟାଳୟ ଠାରେ ଆଜି ନୂତନ ବିଡ଼ିଓ ଭାବେ ରାଜେଶ ମେହେର ଯୋଗଦାନ କରିଛନ୍ତି।୮.୧୧.୨୦୧୯ ରୁ ଭିକ୍ଟୋର ସୋରେଙ୍ଗ ବେଲପଡା ବ୍ଳକ ରେ କାର୍ଯ୍ୟ କରିଆସୁଥିବା ବେଳେ ଏବେ ସେ ବରଗଡ ଜିଲ୍ଲା ଭଟଲି ବ୍ଳକ ବିଡ଼ିଓ ହୋଇ ବଦଳି ଯାଉଛନ୍ତି। ବୋଡ଼େନ ତହସିଲଦାର ଭାବେ କାର୍ଯ୍ୟ କରି ବେଲପଡା ବିଡ଼ିଓ ଭାବେ ଯୋଗଦାନ କରିଛନ୍ତ। ନୂତନ ବ ବ୍ଳକ ପ୍ରଶାସନ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ। ସ୍ବାଗତ ସମ୍ବର୍ଦ୍ନା ସମୟରେ ଏବିଡିଓ ସାରଥି ସାହୁ,ଏଇଇ ଭୁବନ ସିଂ , ଜିପିଇଓ ଗୋବିନ୍ଦ ଭୋଇ, କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ସାହୁ, ପ୍ରଶାନ୍ତ ଘଡେ଼ଇ, ଅମୃତା ଜେନା,ହେଡ କ୍ଳାର୍କ ଦିଲିପ ସାହୁ, କେଶିୟର ଆଲୋକ ପୁରୋହିତ ଓ ପିଇଓ ଦେବେନ୍ଦ୍ର ସାହୁ, ସୋମନାଥ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।