-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2023
ସମ୍ବଲପୁର-(ସଂଜୀବକୁମାରପାଣିଗ୍ରାହୀ) ସମ୍ବଲପୁର-ଧମା.ତା.୦୫. ୧୦, ଆଜି ମା ଝାଡେଶ୍ବରୀ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ୫ଟି କାର୍ଯ୍ୟକ୍ରମର ଏକ ବିଶେଷ ଅଧିବେଶନ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମାନେଶ୍ୱର ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମରଣିକା ଟୁଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ୫ଟି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଏହାର ଆବଶ୍ଯକତା ଓ ୫ଟି ଅଧିନରେ ମହାବିଦ୍ୟାଳୟରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସ୍ତର ଓ ପ୍ରଗତି ଭାବରେ ଅବଗତ କରାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଚାଲୁଥିବା କାର୍ଯ୍ୟର ପ୍ରଗତି ଓ ଗୁଣବତ୍ତା ବାବଦରେ ପଚାରି ବୁଝିଥିଲେ।ଶେଷରେ ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ଯାପିକା ସ୍ୱାତି ପତି, ଆନନ୍ଦିନି ପଣ୍ଡା,ଡ. ସିଦ୍ଧାର୍ଥ ପଣ୍ଡା ପ୍ରମୁଖ ସଭାରେ ମଞ୍ଚସୀନ ଥିଲେ।