-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ବେସାହାରା ପରିବାର କୁ ସାହାରା ଦେଲେ ସମାଜସେବୀ

05-Oct-2023



ସୋନପୁର(ମନୋରଞ୍ଜନ ତ୍ରିପାଠୀ)- ମାନବିକତା ଆଗରେ ଧନୀ ଗରିବ ଉଚ୍ଚ ନୀଚ୍ଚ ର  ଆଦୌ ପାର୍ଥକ୍ୟ ନ ଥାଏ l ଯେମିତି ସମାଜ ରେ ପ୍ରତ୍ୟୋକ ଟି ଜୀବନ ର ମୂଲ୍ୟ ବୋଧ ଅଛି l ଆଉ ତାହାର ଆଜି ପ୍ରମାଣ କରି ଦେଖାଇଛନ୍ତି  ସୋନପୁର ଫରେଷ୍ଟ ସ୍ମାର୍ଟ ପାର୍କ ର  ପ୍ରlତଃ ଭ୍ରମଣ କାରୀ , ୱାକର୍ସ ଓ ସମାଜସେବୀ ପ୍ରତିନିଧି ଦଳ l ଫରେଷ୍ଟ ସ୍ମାର୍ଟ ପାର୍କ ରେ କାର୍ଯ୍ୟ କରୁଥିବା ଓ ବିଦ୍ୟୁତ କରେଣ୍ଟ ରେ ମୃତ୍ୟୁବରଣ କରିଥିବା ଶ୍ରମିକ ବାସନ୍ତି ଦାସ ଙ୍କ ବେସାହାରା ପରିବାରକୁ ସାହାରା ଦେଲେ ବଂଚିବାର ଭରସା ଦେଲେ  ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ, ପାର୍କ ର ମର୍ନିଙ୍ଗ ୱାକର୍ସ, ସ୍ୱଚ୍ଛ ଭାରତ ସଂଗଠନ, ଫରେଷ୍ଟ ପାର୍କ କର୍ମଚାରୀ, ସମାଜସେବୀ, ସହର ର ବୁଦ୍ଧିଜୀବୀ ଓ ମହାନୁଭବ l ଗତ ୨୫ତାରିଖ ରେ ଫରେଷ୍ଟ ପାର୍କ ରେ କରେଣ୍ଟ ଲାଗି ମୃତ୍ୟୁ ବରଣ କରିଥିବା ସ୍ଵର୍ଗୀୟl ବାସନ୍ତି ଦାସଙ୍କ  ଶୋକ ସନ୍ତପ୍ତ ପରିବାରକୁ ଆଜି ସକାଳେ  ଜିଲ୍ଲା ଅବକାରୀ ଅଧିକ୍ଷିକା  ସୁମତି ତ୍ରିପାଠୀ,  ସମାଜସେବୀ ଅଭିମନ୍ୟୁ କୁଶଳ, ସୟଦ ଅଲିମୁଲ  ଇସଲାମ, ଇନ୍ଦୁମତୀ ପୁରୋହିତ, ରବୀନ୍ଦ୍ର ଜେନାଙ୍କ ନେତୃତ୍ୱ ରେ ୫୦ରୁ ଉର୍ଧ୍ଵ ମର୍ନିଙ୍ଗ ୱାକର୍ସ, ସମାଜସେବୀ,  ପାର୍କ କର୍ମଚାରୀ,  ବୁଦ୍ଧିଜୀବୀ ଭେଟି ସାନ୍ତ୍ୱନା ଦେଲେ ଓ ଆର୍ଥିକ ସହାୟତା ଦେଲେ l ଏହା ସହିତ ସର୍ଗୀୟl ବାସନ୍ତିଙ୍କ ଦୁଇ ଝିଅ, ଏକ ମାତ୍ର ଛୋଟ ପୁଅ ର ଶିକ୍ଷା, ସ୍ୱାସ୍ଥ୍ୟ, ବାସ ଗୃହ ଓ ସାମାଜିକ ଜୀବନ ର ସମସ୍ତ ଆନୁସଙ୍ଗୀଙ୍ଗ ସୁବିଧା ସଯୋଗ ପ୍ରଶାସନ ଓ ସଂଗଠନ ପକ୍ଷରୁ ଯୋଗାଇ ଦେବାକୁ ଭରସା ଦେଇଥିଲେ l ଏହା ସହିତ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଙ୍କ ପକ୍ଷରୁ 5000, ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ପକ୍ଷ  ରୁ 4000,  ଯୋଗାଣ ବିଭାଗ ଅଧିକାରୀ ସୁରେଶ ପାଣିଗ୍ରାହୀ ଙ୍କ ପକ୍ଷରୁ 2500, ପାର୍କ କର୍ମଚାରୀ ଙ୍କ ପକ୍ଷ ରୁ 5000, ସ୍ୱଚ୍ଛ ଭାରତ, ମର୍ନିଙ୍ଗ ୱାକର୍ସ, ଙ୍କ ପକ୍ଷରୁ 15.000, ଟଙ୍କା ସମୁଦାୟ ନଗଦ 32, 000 ଟଙ୍କା ଏଇ ବେସାହାରା ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କରି ମାନବିକତା ପରିଚୟ ଦେଇଛନ୍ତି l ତେଣୁ ଏମାନଙ୍କ ଭଳି ଦୁର୍ଦିନ ରେ ଥିବା ଲୋକ ଙ୍କ ପାଖରେ ପ୍ରତ୍ୟୋକ ମାନବବାଦୀ ମଣିଷ ଚୁପ ହୋଇ ରହି ନ ପାରେ l ଆଉ ପରସ୍ପର ପ୍ରତି ସହାନୁଭୂତି ସହଯୋଗ ରଖିବା ପ୍ରତ୍ୟୋକ

ଲୋକଙ୍କ ଦୁର୍ଦିନ ସମୟରେ ସାହାରା ଦେବା ପ୍ରକୃତ ମାନବବାଦୀ ଅଟେ l ଯାହାକି ଆଜିର  ଏଇ ମହାନୁଭବଙ୍କ ମାନବବାଦୀ ଉଦାହରଣ ଆଗାମୀ ଯୁବ ପିଢୀ ପାଇଁ ସମାଜ ପାଇଁ ଏକ ଶୁଭଙ୍କର ଅଟେ l ଆଜିର ର ଏଇ କାର୍ଯ୍ୟକ୍ରମ ରେ ସଂଯୋଜକ ମନୋରଞ୍ଜନ ତ୍ରିପାଠୀ,  ଗରିବ ଲୋଇ, ଆନନ୍ଦ ପାତ୍ର, ଯୋଗେନ୍ଦ୍ର ସେଠି, ଜନ୍ମଜୟ ପାତ୍ର, ସନ୍ତୋଷ ମିଶ୍ର, ଡl, ଦେବେଶ ପଣ୍ଡା, କାର୍ତ୍ତିକେଶ୍ୱର ପଣ୍ଡା,  ଆଶିଷ ସାହୁ, ବେଣୁ ନାଏକ, ପ୍ରତାପ ମେହେର, ବଲୁରାମ ଆଗ୍ରୱାଲ,  ଦୀପ୍ତି ମୟୀ ସାହୁ, ସୁଲେଖା ମହାରଣl, ସଂଗୀତା ନାଏକ, ଶ୍ରୀବନ୍ତ ମିଶ୍ର, ଅକ୍ଷୟ ପାତ୍ର, ସରତ ଭୋଇ, ତରଣୀ ମେହେର, ମହୋନ ବାବୁ, ହରି ଶଙ୍କର ଚୌଧୀରି, ରାଜ କିଶୋର ତ୍ରିପାଠୀ, ବୈକୁଣ୍ଠ ଶତପଥୀ, ଶିବ  ନାରାୟଣ ବହିଦାର, ଶାନ୍ତନୁ ବାଗ, ପ୍ରଫୁଲ୍ଲ ନାଏକ, ମନୋଜ ପଣ୍ଡା, ପ୍ରମୁଖ ସ୍ବେଛାସେବୀ ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like