-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ଭାଇଚାରା ର ପର୍ବ ନୂଆଁଖାଇ ଆମ ସମସ୍ତଙ୍କୁ ଏକତା ଓ ବନ୍ଧୁତା ର ରଜ୍ଜୁ ରେ ବାନ୍ଧି ରଖିଥାଏ l ପଶ୍ଚିମ ଓଡିଶାର ପୁରପଲ୍ଲୀ ରେ ନୂଆଁଖାଇ ପରେ ନୂଆଁଖାଇ ଭେଟଘାଟ ର ଏକ ନିଆରା ପରମ୍ପରା ରହିଛି l ଏହି କ୍ରମରେ ଆଜି ସନ୍ଧ୍ୟାରେ ବଲାଙ୍ଗିର ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାର ଠାରେ ନୂଆଁଖାଇ ଭେଟ୍ ଘାଟ ଓ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଛୋଟ ମାନେ ବଡ ମାନଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ l ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ପାଠାଗାର ର ସମସ୍ତ ସଭ୍ଯ ଓ ଜନସାଧାରଣ ଯୋଗ ଦେଇଥିଲେ l