-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ଜିଲ୍ଲା

ସୋନପୁର ର ନିଆରା ଉତ୍ସବ ଲଙ୍କାପୋଡି

14-Sep-2023



ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣପୁରର ଐତିହ୍ୟ ପରମ୍ପରା ଖୁବ ନିଆରା ହୋଇଥିବା ବେଳେ ଏଠାରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ସେଥି ମଧ୍ୟରୁ ସପ୍ତପୁରୀ ଅମାବାସ୍ୟା ଏକ ସ୍ଵତନ୍ତ୍ର ଖୁବ ନିଆରା ପର୍ବ ହୋଇଥିବା ବେଳେ ଏହି ଦିନ ସନ୍ଧ୍ୟା ବେଳେ ସୋନପୁର ରେ ଲଙ୍କାପୋଡ଼ି ଉତ୍ସବ ପାଳନ କରାଯାଏ l ବହୁ ଆବହମାନ କାଳରୁ କୁମ୍ଭାର ସମ୍ପ୍ରଦାୟର ଲୋକ ମାନେ ମାଟିରେ ବିଭିନ୍ନ ପ୍ରକାର ହନୁମାନ ସହ ମାଟି ନିର୍ମିତ କୁଁଢି କାଞ୍ଚି ସହ ରୋଷେଇ ସାମଗ୍ରୀ ର ଅବିକଳ ନକଲ ଦେଖା ଯାଉଥିବା ବିଭିନ୍ନ ସାମଗ୍ରୀ ତିଆରି କରି ଆସୁଥିବା ବେଳେ ଦିନ ବେଳl ଛୋଟ ଛୋଟ ଝିଅ ମାନେ ବିଭିନ୍ନ ସାମଗ୍ରୀ ଆଣି ସାଙ୍ଗ ମାନଙ୍କ ସହ ଖେଳିଥାନ୍ତି ଓ ଛୋଟ ଛୋଟ ପୁଅ ମାନେ କାଠ ରେ ନିର୍ମିତ ଘୋଡା ଟାଣିଥାନ୍ତି। ବିଭିନ୍ନ ପ୍ରକାର ଚଣା, ଲିଆ ଲଡୁ, ହୁଡୁମ୍ବ ରେ ପ୍ରସ୍ତୁତି ଜିନିଷ ସହ ଘୋଡା ଓ ହନୁମାନ ଙ୍କୁ ପୂଜାର୍ଚ୍ଚନା ପରେ ଛୋଟ ଛୋଟ ଛୁଆ ମାନଙ୍କୁ ବନ୍ଦାଣ କଲା ପରେ ଝିଅ ମାନେ କୁଣ୍ଡି କାଞ୍ଚି ଓ ପୁଅ ମାନେ ଘୋଡା ଟାଣିଥାନ୍ତି। ତା ପରେ ସନ୍ଧ୍ୟା ବେଳେ ଲଙ୍କା ପୋଡି ଉତ୍ସବ ଆନନ୍ଦ ଉତ୍ସାହ ସହ ପାଳନ କରାଯାଇ ଥାଏ। ମାଟି ନିର୍ମିତ ହନୁମାନ ଙ୍କୁ ବିଭିନ୍ନ ପ୍ରକାର ରେ ସଜାଇ ସମସ୍ତ ଘରର ଛୋଟ ଛୁଆମାନେ ଲାଙ୍ଗୁଡ଼ ରେ ଅଗ୍ନି ସଂଯୋଗ କରି ରାମ ଲକ୍ଷ୍ମଣ ଜାନ କି ଜୟ ବୀର ହନୁମାନ କି ନାରା ରେ ପ୍ରକମ୍ପିତ କରି ବସ୍ତି ପରିକ୍ରମା କରି ପୁରୁଣା ଟାଉନ ହଲ ରେ ଆୟୋଜିତ ହନୁମାନ ପ୍ରତିଯୋଗୀତା ରେ ଶ୍ରେଷ୍ଠ ତଥା ସୁନ୍ଦର୍ ହନୁମାନ ପ୍ରତିମୂର୍ତ୍ତି ପ୍ରତିଯୋଗୀ କୁ ପୁରସ୍କୃତ

କରାଯାଇଥାଏ। ଏହି ଦିନ ବିଭିନ୍ନ ଆଖଡ଼ା ଶାଳ ରୁ ମଧ୍ୟ କୁସ୍ତି ଯୋଦ୍ଧା ମାନେ ଗଦା ମୁଦଗର ବିଭିନ୍ନ ସାମଗ୍ରୀ ଧରି ବସ୍ତି ପରିକ୍ରମା ସହ ବିଭିନ୍ନ ଦୁଃସାହସିକ ଖେଳ ପ୍ରଦର୍ଶନ କରିଥାନ୍ତି। ଏହି ଲଙ୍କପୋଡ଼ି ଉତ୍ସବ ପାଇଁ ଏକ ସ୍ବତନ୍ତ୍ର ବଜାର ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ବସିଥିବା ବେଳେ ବିଭିନ୍ନ ମାଟି ତିଆରି ହନୁମାନ ସହ ବିଭିନ୍ନ ମାଟି ନିର୍ମିତ ସାମଗ୍ରୀ ଓ ବିଭିନ୍ନ ପ୍ରକାର ଚଣା, ଲିଆ, ହୁଡୁମ୍ୱ ସହ ପୁଜା ସାମଗ୍ରୀ ନେବା ପାଇଁ ବେଶ ଭିଡ ପରିଲକ୍ଷିତ ହୋଇଥିବା ଦେଖା ଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like