-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
13-Sep-2023
ସମ୍ବଲପୁର (ସଞ୍ଜୀବ କୁମାର ପାଣିଗ୍ରାହୀ): ଖୋଲିଲା ହୀରାକୁଦ ଡେମ ର ଦୁଇଟି ଗେଟ l ଧୀରେ ଧୀରେ ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର l ବର୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦକୁ ୭୩,୩୦୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ , ହୀରାକୁଦ ର ଜଳସ୍ତର ଧୀରେ ଧୀରେ ବୃଦ୍ଧିପାଇ ୬୨୮.୨୩ ଫୁଟ ରେ ପହଂଚିଛି l ବର୍ତମାନ ଦୁଇଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି l