-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ରାଜ୍ୟ

ଚୁଡାଖାଇ ଓ ବାରପାହାଡପୀଠର ରୂପରେଖ ବଦଳିବ... ଡିପିଆର ପ୍ରସ୍ତୁତ ପାଇଁ ପର୍ଯ୍ୟଟନବିଭାଗର ବୈଷୟୀକଟିମଙ୍କ ପରିଦର୍ଶନ

02-Sep-2023



ତରଭା, ରାଜ୍ୟସରକାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନକ୍ଷେତ୍ରର ବିକାଶ କରାଉଛନ୍ତି । ତରଭା ବ୍ଲକଅଞ୍ଚଳର ଦୁଇଟିପୀଠର ବିକାଶପାଇଁ ଅନୁଦାନ ମଞ୍ଜୁର କରିଛନ୍ତି । ସୋନପୁର ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାହାରୀ ଅଞ୍ଚଳବାସୀଙ୍କ ଦାବିକୁ ନେଇ ତରଭା ନିକଟସ୍ଥ ତୁଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚୁଡାଖାଇ ପାହାଡ(୧କୋଟି ଟଙ୍କା) ଓ ପାଇକବାହାଲ ପଞ୍ଚାୟତର ବାରପାହାଡ ପୀଠ(୨୮.୮୯ ଲକ୍ଷ ଟଙ୍କା)ର ବିକାଶ ପାଇଁ ଅନୁଦାନ ମଞ୍ଜୁର କରାଇଛନ୍ତି । ସୋନପୁର ଜିଲ୍ଲାପ୍ରଶାସନ ଜରିଆରେ ଯାଇଥିବା ପ୍ରସ୍ତାବରେ ରାଜ୍ୟପର୍ଯ୍ୟଟନ ବିଭାଗ ଏହି ଅର୍ଥ ମଞ୍ଜୁର କରିଛନ୍ତି । ସେହି ଅର୍ଥ ଖର୍ଚ୍ଚ କରିବାକୁ ଆବଶ୍ୟକ ଡିପିଆର ପ୍ରସ୍ତୁତ କରିବାକୁ ଆଜି ଜିଲ୍ଲାପର୍ଯ୍ୟଟନ ବିଭାଗ ଅଧିକାରୀଙ୍କ ନେତୃତ୍ୱରେ ରାଜ୍ୟପର୍ଯ୍ୟଟନବିଭାଗର ଏକ ବୈଷୟୀକଟିମ ଆସି ପରିଦର୍ଶନ କରିଛନ୍ତି । ସୋନପୁର ପର୍ଯ୍ୟଟନଅଧିକାରୀ ଦାୟୀତ୍ୱରେ ଥିବା ବଲାଙ୍ଗୀର ଜିଲ୍ଲା ପର୍ଯ୍ୟଟନଅଧିକାରୀ ଆର.କେ.ଦଳାଇ,ରାଜ୍ୟପର୍ଯ୍ୟଟନ ନୀଗମର ପ୍ରୋଗ୍ରାମମ୍ୟାନେଜମେଣ୍ଟ ୟୁନିଟର ଆର୍କିଟେକ୍ଟ ଆର୍କ ଘୋଷ,ଯନ୍ତ୍ରୀ ବିଶ୍ୱଜିତ ମହାରଣା,ସତ୍ୟମ ପଲାଇ ଆସି ପରିଦର୍ଶନ କରି ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଥମେ ଏହିଟିମ ଚୁଡାଖାଇ ପର୍ଯ୍ୟଟନସ୍ଥଳୀକୁ ଯାଇଥିଲେ । ସେଠାରେ ତରଭା ବ୍ଲକଅଧ୍ୟକ୍ଷ ସରୋଜ କମ୍ପ,ବିଡିଓ ଅନୀଳକୁମାର କୁଲୁ,ସହକାରୀଯନ୍ତ୍ରୀ ଦୁଷ୍ମନ୍ତ ସାହୁ,ଚୁଡାଖାଇ ଉନ୍ନୟନକମିଟିର ସଭାପତି ଦଶରାଜ ସାହୁ,କନ୍ଧସମାଜର କପୁର୍ଚନ ଭୋଇ ପ୍ରମୁଖ ଉପସ୍ଥିତ ରହି ଏହି ଟିମ ସହିତ ଆଲୋଚନା କରିଥିଲେ । ଏଠାରେ ଏପର୍ଯ୍ୟନ୍ତ ପାହାଡଉପରକୁ ମାତ୍ର କିଛିଅଂଶ ପାହାଚ ନିର୍ମାଣ ହୋଇଛି । ସେହି ପାହାଚ ପାହାଡର ଉପରମୁଣ୍ଡ ପର୍ଯ୍ୟନ୍ତ କିପରି କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ଏବେ ଆସିଥିବା ୧କୋଟି ଟଙ୍କାର ଅନୁଦାନରେ କେବଳ ପାହାଡଉପରକୁ ପାହାଚ ନିର୍ମାଣ କରିବାକୁ ଉନ୍ନୟନକମିଟିର ସଭାପତି ଶ୍ରୀ ସାହୁ ପ୍ରସ୍ତାବ ଦେଇଥିଲେ ।  
   

   ସେହିପରି ପାଇକବାହାଲ ପଞ୍ଚାୟତର  ବାରପାହାଡ ଦେବୀପୀଠରେ ଟିମ ପହଞ୍ଚି ସ୍ଥାନୀୟଲୋକଙ୍କ ସହିତ ଆଲୋଚନା କରିଥିଲେ । ଏଠାରେ ପର୍ଯ୍ୟଟନବିଭାଗର ଟିମ ସହିତ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ,ବିଡିଓ ଅନୀଳକୁମାର କୁଲୁ,ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ସାହୁ,ସୋନପୁର ରେଞ୍ଜର ସୁଭାଷ ମହାପାତ୍ର,ନାରାୟଣପୁର ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର,କନିଷ୍ଠଯନ୍ତ୍ରୀ ସୁଶାନ୍ତ ଛତ୍ରୀଆ,ପାଇକପାହାଲ ସମିତିସଭ୍ୟ ରାଜକିଶୋର ଭୁଏ,ରାଜପାଲି ଗାଁର ବରିଷ୍ଠ ନାଗରିକ ହୃଷିକେଶ ପଣ୍ଡା,ଅଭିମନ୍ୟୁ ପଣ୍ଡା,ବାସୁଦେବ ପଣ୍ଡା,ବ୍ରାହ୍ମଣୀପାଲି ଭାଗିରଥି ସାହୁ,ଲକ୍ଷ୍ମଣ ବାଗ,ବୁଧୁ ଷାଣ୍ଢ,ଆଞ୍ଚଳିକ ବାରପାହାଡସେନାର କିଶୋର ପଣ୍ଡା,ଗୌତମ ସା,ବାରପାହାଡ ମହୋତ୍ସବ କମିଟିର ରାଜେନ୍ଦ୍ର ପଣ୍ଡା,ଚକ୍ରଧର ସା,ମଦନମୋହନ ପଣ୍ଡା,ମେଣ୍ଡାର ପୂର୍ବତନ ସରପଞ୍ଚ ହୃଷିକେଶ ପାତ୍ର,ମହାଦେବ ଜେନା,ଡୁବୁଲ ଦଣ୍ଡସେନା,ବିଭୁତି ଝାଙ୍କର ପ୍ରମୁଖଙ୍କ ସହିତ ପୀଠର ଉନ୍ନୟନ ବିଷୟରେ ଆଲୋଚନା କରିଥିଲେ । ବାରପାହାଡ ପୀଠଟି ବାରପାହାଡ ରିଜର୍ଭ ଜଙ୍ଗଲ ଭିତରେ ଥିବାରୁ ରାଜ୍ୟସରକାର ଦେଇଥିବା ୨୮ଲକ୍ଷ୮୯ହଜାର ଟଙ୍କାର ଅନୁଦାନକୁ ଜଙ୍ଗଲବିଭାଗକୁ ଦେବାକୁ ପ୍ରସ୍ତାବ କରାଯାଇଥିଲା । ପର୍ଯ୍ୟଟନ ବିଭାଗ ଖୁବଶୀଘ୍ର ଏନେଇ ଜଙ୍ଗଲବିଭାଗକୁ ଚିଠିକରି ଅନୁଦାନ ଦେବ ବୋଲି ବଲାଙ୍ଗୀର ଜିଲ୍ଲା ପର୍ଯ୍ୟଟନଅଧିକାରୀ କହିଥିଲେ । ସେହିପରି ବାରତପାହାଡ ପୀଠରେ ପର୍ଯ୍ୟଟକଙ୍କ ଭିଡ ଲାଗିରହୁଥିବାରୁ ଏଠାରେ ପାନୀୟଜଳ,ପିକନିକ ପିଣ୍ଢି ଓ ସୋଲାର ଲାଇଟର ବ୍ୟବସ୍ଥା କରିବାକୁ ପ୍ରସ୍ତାବ କରାଯାଇଥିଲା । ଆଗକୁ ଜଙ୍ଗଲବିଭାଗ ଝରଣାକୁ ଅଟକାଇ ଏକ ଜଳସଂରକ୍ଷଣକେନ୍ଦ୍ର(ଡବ୍ଲୁଏଚଏସ),ଦେବୀପୀଠ ଗୁମ୍ଫା ପର୍ଯ୍ୟନ୍ତ ପାହାଚ ନିର୍ମାଣ,ପ୍ରସ୍ତାବିତ ପ୍ରକଲ୍ପର ଉଭୟ ପଟେ ବନୀକରଣ ଓ ଝରଣା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଉପସ୍ଥିତ ଲୋକମାନେ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଜେନ୍ଦ୍ର ମେହେର,ପିତାମ୍ବର ଦାସ ଜିତୁ ପଣ୍ଡା,ଜିତେନ ପଣ୍ଡା,ନରସିଂହ ପଣ୍ଡା,ଭକ୍ତ ଶିକା,ନାରାୟଣ ବାଗ,ଲକ୍ଷପତି କାଲସାଏ,ମଗସିର ଷାଣ୍ଢ,ଉଦ୍ଧବ ସା,ସନ୍ତୋଷ ଭୁଏ,ଚିନ୍ତାମଣୀ ସା ପ୍ରମୁଖଙ୍କ ସହ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like