-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
31-Aug-2023
ବଲାଙ୍ଗୀର: କନ୍ଧପାଲିପଡାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଧାରୁଆ ଅସ୍ତ୍ରରେ ଆକ୍ରମଣ I ଦୁଇ ଗୁରୁତର, ଜଣେ ସାମାନ୍ୟ ଆହାତ I ମୁଣ୍ଡରେ ଓ ହାତରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି I ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି I ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି I ଆହାତ ମାନେ କନ୍ଧପାଲିପଡାର ଓ ବରପାଲିପଡାର ବୋଲି ଜଣାପଡିଛି I ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ I ଉଭୟ ଗୋଷ୍ଠୀର ୩ଗୁରୁତର I ଗୁରୁତର ମାନେ ହେଲେ ତାଳପାଳିପଡାର ପ୍ରେମ ସାହୁ, ବବୁଲୁ ନନ୍ଦ ଓ ବରପାଲିପଡାର ରାଜୀବ ପଣ୍ଡା I ପ୍ରେମ ସାହୁକୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର I