-+91-9937148622 |

prerana_bgr@rediffmail.com |

  Tuesday 28th April 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   (28-Apr-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ    (28-Apr-2026)       ||      *ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   (28-Apr-2026)       ||      ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      (28-Apr-2026)       ||      ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   (28-Apr-2026)       ||      Qwert   (28-Apr-2026)       ||      Jk   (28-Apr-2026)       ||      କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼    (28-Apr-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   (28-Apr-2026)       ||      *ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   (28-Apr-2026)       ||      ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   (28-Apr-2026)       ||      ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (28-Apr-2026)       ||      ସିଲ୍ ହେଲା ବେଆଇନ ବାଲି ଘାଟ   (28-Apr-2026)       ||      ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   (28-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   (28-Apr-2026)       ||      ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   (27-Apr-2026)       ||      ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ    (27-Apr-2026)       ||      ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   (27-Apr-2026)       ||      ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ    (27-Apr-2026)       ||      ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି    (27-Apr-2026)       ||     

HOME   ଜିଲ୍ଲା

ମୋଦୀ ଙ୍କୁ ରାକ୍ଷୀ ପିନ୍ଧେଇ ଧନ୍ୟବାଦ୍ ଦେଲା ରେଙ୍ଗାଲି ବିଜେପି*

31-Aug-2023




  ସମ୍ବଲପୁର-ବ୍ଲକ.ମାନେଶ୍ଵର ପରମାନପୁର ତା.୩୦/୦୮ - ସମଗ୍ର ଦେଶର ବହୁ ଆଡମ୍ବର ସହକାରେ ରାକ୍ଷୀ ପୂର୍ଣ୍ଣିମା ପାଳନ ହୋଇ ଯାଇଛି । ବ୍ୟକ୍ତି ବିଶେଷ ଠୁ ଆରମ୍ଭ କରି ଭିନ୍ନ ଭିନ୍ନ ସଙ୍ଗଠନ ଓ ପ୍ରତିଷ୍ଠାନ ମଧ୍ଯ ନିଜ ନିଜ ଢ଼ଙ୍ଗରେ ନିଆରା ଭାବରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି । ଏହି ପରମ୍ପରା ରେ ବିଜେପି ବା କିଭଳି ପଛରେ ପଡ଼ିବ ।
     ଗତ ୯ ବର୍ଷ ରେ ଗରିବ ଉତ୍ଥାନ ପାଇଁ ମୋଦି ସରକାର ବିଭିନ୍ନ ଜନକଲ୍ୟାଣକାରି ଯୋଜନା ହାତକୁ ନେଇଛନ୍ତି । ବିଶେଷ କରି ମହିଳା ମାନଙ୍କ ପାଇଁ ସ୍ବଚ୍ଛ ଭାରତ ଅଭିଯାନ କ୍ରମରେ ଘରେ ଘରେ ପାଇଖାନା ଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଉଜ୍ଵଲା ଯୋଜନା ପର୍ଯ୍ୟନ୍ତ, ଜାତୀୟ ଖାଦ୍ୟ ସୁରକ୍ଷା ରେ ମହିଳା ଙ୍କୁ ରାସନ୍ କାର୍ଡ ପ୍ରଦାନ ଠୁ ଆରମ୍ଭ କରି କୋଭିଡ ସମୟରେ ମହିଳା ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଆର୍ଥିକ ସହାୟତା ରାଶି ପ୍ରଦାନ ଭଳି ବିବିଧ୍ କାର୍ଯ୍ୟକ୍ରମ ମହିଳା ଙ୍କୁ ବିଶେଷ ସୁବିଧା, ସୁରକ୍ଷା ଓ ଅଧିକାର ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।
     ଏହା ସହିତ ଚଳିତ ବର୍ଷ ପବିତ୍ର ରକ୍ଷା ବନ୍ଧନ ପର୍ବ ଅବସରରେ ରନ୍ଧନ ଗ୍ୟାସ ସିଲିଣ୍ଡର ରେ ସବସିଡି ବୃଦ୍ଧି କରି ତାର ମୂଲ୍ୟ କୁ ହାସ କରିବା ଓ ଦେଶ ରେ ଆଉ ୭୫ ଲକ୍ଷ ପ୍ରଧାନମନ୍ତ୍ରୀ ଉଜ୍ଵଳା ସଂଯୋଗ ଯୋଗେଇ ଦେବା ଭଳି ଘୋଷଣା କରି ଦେଶ ର କୋଟି କୋଟି ଭଉଣୀ ଙ୍କୁ ଉପହାର ପ୍ରଦାନ କରିଛନ୍ତି । ଏହାକୁ ନେଇ ସମଗ୍ର ଦେଶର ମହିଳା ଙ୍କ ମଧ୍ୟରେ ଖୁଶି ର ଲହରୀ ଖେଳି ଯାଇଛି ।
       ଏଥିପଇଁ ଗତକାଲି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପରମାନପୂର ଠାରେ ଏକ ବିଶେଷ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏଥିରେ ଅଞ୍ଚଳ ର ଶତାଧିକ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ପ୍ରତିଛବି ରେ ରାକ୍ଷୀ ବାନ୍ଧି ତାଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।
    କାର୍ଯ୍ୟକ୍ରମ ରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ଙ୍କ ସମେତ ରାଧେଶ୍ୟାମ ବାରିକ୍, ନରେନ୍ଦ୍ର ମିଶ୍ର, ଯୁଗଳ ଅଗ୍ରୱାଲ, ପ୍ରକାଶ ପ୍ରଧାନ, ପ୍ରକାଶ ପୃଷ୍ଟି, ସଞ୍ଜୀବ ବାରିକ୍, ସବିତା ନନ୍ଦ, ସୁଷମା ସାହୁ, ସଂଯୁକ୍ତା ପ୍ରଧାନ, ଆରତୀ ବରାଡ, ସୁଜାତା ଗୁରୁ, ପ୍ରତିମା ସାହୁ, ଜ୍ୟୋତ୍ସ୍ନା ଶାହ, ସରୋଜିନୀ କାଲୋ, ସରୋଜ ମେହେର, ସଂଯୁକ୍ତା ମାଝୀ, ଶୈଲେନ୍ଦ୍ରି ପ୍ରଧାନ, ନିଲାନ୍ଦ୍ରି ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

ସମ୍ବଲପୁର-ସଞ୍ଜିବ ପାଣିଗ୍ରାହୀ -ସାମ୍ବାଦିକ 


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   28-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ   28-Apr-2026
  ଜିଲ୍ଲା  
*ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   28-Apr-2026
  ଜିଲ୍ଲା  
ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      28-Apr-2026
  ଜିଲ୍ଲା  
ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   28-Apr-2026
Qwert   28-Apr-2026
Jk   28-Apr-2026
  ଜିଲ୍ଲା  
କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼   28-Apr-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   28-Apr-2026
  ଜିଲ୍ଲା  
*ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   28-Apr-2026
  ଜିଲ୍ଲା  
ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   28-Apr-2026
  ଜିଲ୍ଲା  
ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   28-Apr-2026

You Might Also Like

                   
  ଜିଲ୍ଲା  

Qwert

   
  ଜିଲ୍ଲା  

Jk