-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
31-Aug-2023
ରାୟପୁର(ପ୍ରେରଣା ଖବର ): ଆଜି ସକାଳେ ରାୟପୁରର ଗାୟତ୍ରୀ ନଗର ସ୍ଥିତ ଜଗନ୍ନାଥ ମନ୍ଦିରକୁ ଭ୍ରମଣରେ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ତାଙ୍କର କନ୍ୟା ଇତିଶ୍ରୀ ମୁର୍ମୁ ଚତୁର୍ଦ୍ଧାମୂର୍ତ୍ତି ଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ସହିତ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ମନ୍ଦିରର ପ୍ରତିଷ୍ଠାତା ସଭାପତି ପୁରୁନ୍ଦର ମିଶ୍ର ଏବଂ ତାଙ୍କର ପତ୍ନୀ ସରସ୍ୱତୀ ମିଶ୍ର ଉପସ୍ଥିତ ଅଛନ୍ତି।