-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||     

HOME   ଜିଲ୍ଲା

କମ୍ୟୁନିଟି ରେଡ଼ିଓ ହୀରାଖଣ୍ଡ ର ଧନ୍ୟବାଦ ସମାରୋହ ଅନୁଷ୍ଠିତ... କମ୍ୟୁନିଟି ରେଡ଼ିଓ ହୀରାଖଣ୍ଡ ଲୋକଙ୍କ ସ୍ୱର ରୁ ଉତ୍ଥାପନ କରିବାରେ ସଫଳ ହୋଇପାରିଛି : ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ...

29-Aug-2023




ସମ୍ବଲପୁର /ତାରିଖ : ୨୮/0୮/୨୩
କେନ୍ଦ୍ର ସରକାର ଙ୍କର ପ୍ରତ୍ସାହନ ରେ ଦୀର୍ଘ ଛଅ ବର୍ଷ ହେଲା( ୨0୧୮ ମସିହାରୁ ) ସମ୍ବଲପୁର ସହରରେ  କାର୍ଯ୍ୟ କରି ଆସୁଛି  କମ୍ୟୁନିଟି ରେଡ଼ିଓ ହୀରାଖଣ୍ଡ 90.8 ଏଫ.ଏମ. l ଇତି ମଧ୍ୟରେ  ରେଡ଼ିଓ ହୀରାଖଣ୍ଡ କୁ ସମାଜ ର ସମସ୍ୟା କୁ ଅନବରତ ଭାବେ ନିର୍ଭିଗ୍ନ ରେ କାର୍ଯ୍ୟକରି ଅସୁଥୁବା କାରଣରୁ ଭାରତ ସରକାର ଅଧିନସ୍ଥ  ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨ ଟି ଜାତୀୟ ସମ୍ମାନ ରେ ସମ୍ମାନିତ କରିଛନ୍ତି l ରେଡ଼ିଓ ହୀରାଖଣ୍ଡ ର ଏହି ସଫଳତାର ଶ୍ରେୟ ସମ୍ୱଲପୁରବାସୀ ତଥା ଏହି ସଂସ୍ଥା ର ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ରହି  କାର୍ଯ୍ୟ କରି ଆସିଥିବା  ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବା ଉଦ୍ୟେଶ୍ୟ ରେ ଏକ ଧନ୍ୟବାଦ  ସମାରୋହ ର ଆୟୋଜନ କରିଛି ସୁପ୍ରତିଭା ଦ୍ୱାରା ପରିଚାଳିତ  ରେଡ଼ିଓ ହୀରାଖଣ୍ଡ l ସୁପ୍ରତିଭା ର ଅଧ୍ୟକ୍ଷ ରାଜକିଶୋର ପଣ୍ଡା ଙ୍କର ଅଧ୍ୟକ୍ଷତା ରେ ଆୟୋଜିତ 
ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଭାବରେ  ଚାଷୀ ନେତା ତଥା ସମାଜସେବୀ ଅଶୋକ ପ୍ରଧାନ, ସମାଜସେବୀ  ଶାଲୁ ଷାଣ୍ଡିଲ୍ୟ ରାଜପୁତ ଯୋଗଦେଇଥିବା ବେଳେ   ରେଡ଼ିଓ ହୀରାଖଣ୍ଡ ର ନିର୍ଦେଶକ ବିକାଶ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ l
କାର୍ଯ୍ୟକ୍ରମ ଆରମ୍ଭ ରେ କବି ବବଲୁ ବାଗ ଙ୍କର ସଂଯୋଜନା ରେ ଏକ କବି ସମ୍ବିଳନୀ କରାଯାଇଥିଲା l ଏଥିରେ କବି ଜୟକୃଷ୍ଣ ବେହେରା, ସୂର୍ଯ୍ୟ କୁମାର ପାଣିଗ୍ରାହୀ, କମଳଲୋଚନ ପଣ୍ଡା, ଲଳିତ ମୋହନ ବେବର୍ତ୍ତା ଓ ଯୋଗେଶ ନନ୍ଦ ପ୍ରମୁଖ ଭିନ୍ନ ଭିନ୍ନ ସ୍ୱାଦ ର କବିତା ପାଠ କରିଥିଲେ l
ରେଡ଼ିଓ ହୀରାଖଣ୍ଡ ର ନିର୍ଦେଶକ ଶ୍ରୀ ମହାପାତ୍ର ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଶ୍ରୀ ମହାପାତ୍ର ଏହି ରେଡ଼ିଓ ହୀରାଖଣ୍ଡ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ରହି କାର୍ଯ୍ୟକରୀ ଆସିଥିବା ପ୍ରତିଟି ବ୍ୟକ୍ତି ତଥା ସମ୍ବଲପୁର ବାସୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଶ୍ରୀ ପ୍ରଧାନ ରେଡ଼ିଓ ହୀରାଖଣ୍ଡ କାର୍ଯ୍ୟ ଶୈଳୀ କୁ ଭୁୟସୀ ପ୍ରଶଂସା କରିଥିଲେ l ମୁଖ୍ୟ ଅତିଥି  ଶ୍ରୀ ଆଚାର୍ଯ୍ୟ ସମାଜ କୁ ଦିଗଦର୍ଶନ ଦେବାରେ କମ୍ୟୁନିଟି ରେଡ଼ିଓ ର ଭୂମିକା ଯେତେ ତାଠୁ  ବେଶି ଦାୟିତ୍ୱ ସମାଜ ର ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ସମାଧାନ ର ରାସ୍ତା କୁ ଆଣିବା ଅଟେ l ରେଡ଼ିଓ ହୀରାଖଣ୍ଡ ଆଜି ସେଇ ଦୃଢ଼ ମନୋବଳ ସହ  କାର୍ଯ୍ୟ କରିଆସିଛି ବୋଲି ଆଜି କେନ୍ଦ୍ର ସରକାର ଦ୍ୱାରା ସମ୍ନାନ ପାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଥିଲେ l ସମ୍ବଲପୁରୀ ଭାଷା ରେ ରେଡ଼ିଓ ହୀରାଖଣ୍ଡ କାର୍ଯ୍ୟ କରୁଥିବାରୁ ମୁଖ୍ୟଅତିଥି ଶ୍ରୀ ଆଚାର୍ଯ୍ୟ ଭୂୟସୀ ପ୍ରଶଂସା କରିଥିଲେ l
ଏହି ଅବସରରେ ଏହି କମ୍ୟୁନିଟି ରେଡ଼ିଓ ହୀରାଖଣ୍ଡ କୁ ଏକ ପରିଚୟ ଦେବାରେ ଯୋଗଦାନ ପାଇଁ ଶାଲୁ ସାଣ୍ଡିଲ୍ୟ ରାଜପୁତ, ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଦୀପା ଗୁପ୍ତା, ଆର ଜେ  ରଶ୍ମି, ଆର ଜେ ବିନ୍ଦୁ, ଆର ଜେ ରାଜୁ କୁ "ସୁପ୍ରତିଭା" ଅନୁଷ୍ଠାନ ପକ୍ଷରୁ  ସମ୍ମାନିତ କରାଯାଇଥିଲା l
ସୂଚନାଯୋଗ୍ୟ ଯେ ରେଡ଼ିଓ ହୀରାଖଣ୍ଡ ଇତିମଧ୍ୟରେ " ହୀରାଖଣ୍ଡ ର ହୀରା ", "ଆଲତି", "ଚାସବାସ"," ଇଚିର ମିଚିର", "ସମ୍ବଲପୁରୀ କହର " ପ୍ରସାରଣ କରି ଏକ ସ୍ୱତନ୍ତ୍ର ପରିଚୟ ତିଆରି କରି ପାରିଛି l କୁପୋଷଣ କୁ ନେଇ ମଧ୍ୟ  ଏକ ଖୁବ ସୁନ୍ଦର କାର୍ଯ୍ୟକ୍ରମ ନିର୍ମାଣ କରି  ପ୍ରଶଂସା ପାଇଥିବା ବେଳେ କୋବିଡ ମହାମାରୀ ସମୟରେ ରେଡ଼ିଓ ହୀରାଖଣ୍ଡ ପ୍ରଶାସନ ଓ ପୀଡିତ ବ୍ୟକ୍ତି ଙ୍କୁ ଯୋଡି ସମସ୍ୟା ଙ୍କୁ ସମାଧାନ କରି ପାରିଥିଲା ବୋଲି ଅନୁଷ୍ଠାନ ର ପିଙ୍କି ପ୍ରଧାନ ସୂଚନା ଦେଇଥିଲେ l
ଏହି ଧନ୍ୟବାଦ ସମାରୋହ ର ସୁପରିଚାଳନା ରେ ରେଡ଼ିଓ ହୀରାଖଣ୍ଡ ର କୃଷ୍ଣଚନ୍ଦ୍ର ବାଗ,ଲଳିତ ବେବର୍ତ୍ତା, ତାପସ ଭୋଇ, ଲିପସା ମହାପାତ୍ର, ଶଶୀକାନ୍ତ ମହାନ୍ତି, ସାରା ନାଗ, ମୋନାଲିସା ମାଝୀ ଓ ନୀଳାଚଳ ଭୋଇ l
ସମ୍ବଲପୁର-ସଞ୍ଜିବ୍ ପାଣିଗ୍ରାହୀ - ସାମ୍ବାଦିକ


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026

You Might Also Like