-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
26-Aug-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗୀର ରେଳ ଷ୍ଟେସନ ରେ ଏକ ମାଲବାହୀ ରେଳ ରେ ଲାଗିଥିବା ନିଆଁ କୁ ଆୟତ୍ତ କରାଯାଇଛି । ତେବେ ସୂଚନା ଆଧାରରେ ଗତ ବିଳମ୍ବିତ ରାତି ରେ ସମ୍ବଲପୁର ପଟୁ ବିଶାଖାପାଟଣା ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ ରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ତେବେ ଉକ୍ତ ଘଟଣା ଟିକୁ ବଲାଙ୍ଗୀର ରେଳ ଷ୍ଟେସନ ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ଦାସ ଙ୍କ ନଜର ରେ ପଡ଼ିଥିଲା । ପରବର୍ତୀ ସମୟର ସେ ଅଗ୍ନିଶମ ବାହିନୀକୁ ଖବର ଦେଇ ନିଆଁ କୁ ଆୟତ୍ତ କରିବା ସହ ବଡ ଧରଣର ବିପଦକୁ ଏଡାଇବାରେ ସଫଳ ହୋଇଥିଲେ ।