-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଜିଲ୍ଲାରେ ଡ଼େଙ୍ଗୁ ଓ ମେଲେରିଆର ପ୍ରାଦୁର୍ଭାବ ରୋକିବା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକରଣ ସଭା

26-Aug-2023



ବଲାଙ୍ଗିର(ପ୍ରେରଣା ଖବର ): ଓଡିଶା ସରକାରଙ୍କ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ବଲାଙ୍ଗିର ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ସଭାଗୃହ ମଧ୍ୟରେ ଓଡିଶା ରାଜ୍ୟରେ ଡେଙ୍ଗୁ ରୋଗର ପ୍ରବଣତାକୁ ଆଖି ଆଗରେ ରଖି ବିଭିନ୍ନ ସରକାରୀ ବିଭାଗ ଓ ଏନ.ଜି.ଓ, ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀ, ପୌରପରିଷଦ, ଶିକ୍ଷା ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗ ଆଦିକୁ ନେଇ ଏକ ସଂଯୋଗୀକରଣ ତଥା ସ୍ଥିତିମୁକାବିଲା ପାଇଁ ଜରୁରୀକାଳୀନ ବୈଠକ ର ଆୟୋଜନ କରାଯାଇଥିଲା l
ଉକ୍ତ ସଂଯୋଗୀକରଣ ସଭା ମଧ୍ୟରେ ଡା.କୁବେର ଚନ୍ଦ୍ର ମହନ୍ତ (ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ) ଡେଙ୍ଗୁ ସମ୍ବନ୍ଧୀୟ ଏକ ବିସ୍ତାର ଉପସ୍ଥାପନ ପ୍ରଦାନ କରିଥିଲେ l ଏହା ମଧ୍ୟରେ କେତେକ ସ୍ୱତନ୍ତ୍ର ଏହି ରୋଗର ଲକ୍ଷଣ ଯଥା ଜ୍ୱର ଓ ଗଣ୍ଠି ଯନ୍ତ୍ରଣା ଓ ଦେହ ପୀଡା ଅନୁଭବ ହୁଏ । ଏହା ଭୁତାଣୁ ସଂସ୍ପର୍ଶରେ ଆସିବାର ୨ରୁ ୧୨ ଦିନ ପରେ ଏହି ଲକ୍ଷଣମାନ ଦେଖାଯାଏ। ଅଧିକାଂଶ ରୋଗୀ ଏକ ସପ୍ତାହ ଭିତରେ ସରକାରୀ ଚିକିତ୍ସା ବଶତଃ ଭଲ ଅନୁଭବ କରନ୍ତି  କିନ୍ତୁ ବେସରକାରୀ ଚିକିତ୍ସା ଏହାକୁ ବିପଦପୂର୍ଣ୍ଣ କରାଇଥାଏ ବୋଲି ଜଣାଇଥିଲେ ଏହା ଛଡା ଏହି ରୋଗ ଏଡିସ ମଶା ଦ୍ୱାରା ବ୍ୟାପୁଥିବାରୁ ଏହାପାଇଁ ଲୋକ ସଚେତନତାକୁ ବୃଦ୍ଧି କରାଯିବା ଆବଶ୍ୟକ, ଯେପରି ସହର ମଧ୍ୟରେ କୌଣସି ସ୍ଥାନରେ ଯଥା ପାଣି କୁଲର, ଫୁଲଗମଲା, ଖୋଲା ସ୍ଥିର ପାଣି ଜମାହୋଇ ନ ରହିବା ପାଇଁ ବ୍ୟାପକ ଜନସଚେତନତା ଆବଶ୍ୟକ ହୋଇଥାଏ l  ଅଳ୍ପ ବୟସର ଯୁବକ, ବୃଦ୍ଧ ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକ ଏହି ରୋଗ ସଙ୍କଟରେ ଅଧିକ ରହନ୍ତି । 
ଏହି ବର୍ଷା ଋତୁରେ ଦୁଇ ପ୍ରଜାତିର ମଶାଙ୍କ ଦ୍ୱାରାଏହି ରୋଗ ମାନବରୁ ମାନବକୁ ବ୍ୟାପିଥାଏ, ସେହି ମଶାଙ୍କର ନାମ ଏଡିସ ଆଲବୋପିକ୍ଟସ ଓ ଏଡିସ ଇଜିପ୍ଟି lଏହି ମଶା ମୂଖ୍ୟତଃ ଦିନରେ କାମୁଡ଼ନ୍ତି । ତା ବାହାରେ ମେଲେରିଆ ର ପ୍ରବଣତା ମଧ୍ୟ ଏ ସମୟରେ ଦେଖାଦେଇଥାଏ l ରକ୍ତ ପରୀକ୍ଷାରେ ଭୁତାଣୁର ଆରଏନଏ (R.N.A) ବା ଆଣ୍ଟବଡି (antibodies) ମିଳିଲେ ରୋଗ ନିର୍ଣ୍ଣୟ ହୋଇଯାଏ । ଏଡିସ ମଶା କାମୁଡି ଥିବା (ଡେଙ୍ଗୁ)ରୋଗୀ ଥରେ ସଂକ୍ରମିତ ହେଲେ ତାର ପ୍ଲାଟୀଲେଟ ଅଳ୍ପ ହୋଇଯିବାର ଲକ୍ଷଣ ଦେଖାଯାଏ ତେଣୁ ଏହାପାଇଁ ଘରୋଇ ଚିକିତ୍ସା ନକରି ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେବା କରାଯିବା ଆବଶ୍ୟକ l
ବଲାଙ୍ଗିର ଜିଲ୍ଲାରେ ବର୍ତମାନ ସର୍ବମୋଟ ୧୧ ଜଣ ରୋଗୀ ବିଭିନ୍ନ ସ୍ଥାନରୁ ସ୍ଥାନାନ୍ତରଣ ହୋଇ ଆସି ଏ ସହର ମଧ୍ୟରେ ଚିକିତ୍ସା ହେଉଛନ୍ତି କିନ୍ତୁ ଏ ମାନେ ସ୍ଥାନୀୟ ବାସିନ୍ଦା ନୁହନ୍ତି, ଏମାନଙ୍କ ଚିକିତ୍ସା ର ସମ୍ପୂର୍ଣ ଚିକିତ୍ସା ପାଇଁ ବିଭାଗ ପ୍ରଯତ୍ନ କରିଛି l

ଡେଙ୍ଗୁ ରୋଗର ନିୟନ୍ତ୍ରଣ ନିମନ୍ତେ ସମ୍ପୁର୍ଣ୍ଣ ମଶା ନିୟନ୍ତ୍ରଣ  ସ‌ହିତ ମଶା କାମୁଡ଼ା ଏଡ଼େଇବା ଆବଶ୍ୟକ । ଗୋଟିଏ ସ୍ଥାନରେ ସ୍ଥିର ଜଳ ନ ରଖିବା ଓ ମଶା ବିକର୍ଷକ ଔଷଧ  ବ୍ୟବ‌ହାର କରିବା ସ‌ହିତ ମଶାରୀ ବ୍ୟବ‌ହାର କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଡା. ପ୍ରଦୀପ କୁମାର ଗୁରୁ ସଭିଙ୍କୁ ପରାମର୍ଶ ଦେଇଥିବା ବେଳେ, ବଲାଙ୍ଗିର ପୌର ପରିଷଦ ଅଧିକାରୀ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପୌର ପରିଷଦ ଙ୍କ ମିଳିତ ଉଦ୍ୟମ କ୍ରମେ ସହର କୁ ମୁକ୍ତ ପରିବେଶ ଓ ମଶାମୁକ୍ତ କରାଯାଇ ପାରିବ ବୋଲି ଜଣାଇଥିଲେ l
ଡେଙ୍ଗୁ ର ପ୍ରାଦୁର୍ଭାବ ଥରଟିଏ ଆସିଗଲେ ଏହାକୁ ନିୟନ୍ତ୍ରଣ କରାଯିବା ବହୁତ କଠିନ ହୋଇପଡିଥାଏ ଏହା କେଵଳ ଜନ ସଚେତନତା ଦ୍ୱାରା ଓ ଜିଲ୍ଲା ରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଏଦିଗରେ କାର୍ଯ୍ୟ କରିବା ଆନ୍ତରିକତା ହେଲେ ଏହାକୁ ଦମନ କରା ଯାଇପାରିବ ବୋଲି ସ୍ୱାସ୍ଥ୍ୟ ମିଶନ ପ୍ରଜେକ୍ଟ ମ୍ୟାନେଜର ଶ୍ରୀ ମୃତ୍ୟୁଞ୍ଜୟ ମୁଣ୍ଡ ସଭିଙ୍କୁ ପରାମର୍ଶ ଦେଇଥିଲେ l
ଉକ୍ତ ସଂଯୋଗୀକରଣ ସଭାରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଦିବ୍ୟକିଶୋର ପତି, ଡା. ତୁଷାରକାନ୍ତ ଠାକୁର, ବଲାଙ୍ଗିର ଜିଲ୍ଲା ଶିଶୁ ଉନ୍ନୟନ ପ୍ରକଳ୍ପ, ବି. ଇ. ଓ, ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ, ରାଜେନ୍ଦ୍ର ଯୁବ ସଂଘ ଉଭୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆଶା ଓ ଏ.ଏନ.ମ୍ ସ୍ୱାସ୍ଥ୍ୟ କର୍ମୀ ଗଣ ଯୋଗଦାନ କରିଥିଲେ l ଉପରୋକ୍ତ ସଂଯୋଗୀକରଣ ସଭାକୁ ଜିଲ୍ଲା ଅତିରିକ୍ତ ଜାତୀୟ ମିଶନ ମ୍ୟାନେଜର ରାମାନୁଜ ପଣ୍ଡା ଅଧ୍ୟକ୍ଷତା ଓ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like