-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
25-Aug-2023
ସମ୍ବଲପୁର.(ସଞ୍ଜିବ ପାଣୀଗ୍ରାହୀ) ସମ୍ବଲପୁର ମହାନଗର ନିଗମ ର ସୂଚନା ଅନୁସାରେ କମଲୀବଜ଼ାର ସ୍ଥିତ ଐତିହାସିକ ରାଜଘାଟ ଆଜିଠାରୁ ବନ୍ଦ କରାଗଲା ଏବଂ ମନ୍ଦଳିଆ ନିକଟରେ ନିର୍ମାଣ କରାଯାଇଥିବା ନୂତନ ରାଜଘାଟ ରେ ଆଜି ତା 25.8.23 ରିଖ ରୁ ଶବ ସତ୍କାର କରାଯିବ ।