-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
23-Aug-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଆଜି ସକାଳ ୬ ଟା ରେ ଜିଲ୍ଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ପେଟ୍ରୋଲିଂ କରୁଥିବା ବେଳେ ପ୍ରଥମେ ବୈଦ୍ୟନାଥ ଛକ ରେ ଗୋଟାଏ ଟିଭିଏସ ଜୁପିଟର ଗାଡି କୁ ଅଟକାଇ ଛତିଶଗଡ଼ ର ଲକ୍ଷ୍ମଣ ଯାଦବ ନାମକ ବ୍ୟକ୍ତି ଠାରୁ ୮କେଜି ୧୩୦ ଗ୍ରାମ ଗଂଜେଇ ଜବତ କରିଥିବା ବେଳେ ହରଡ଼ଖୋଲ ଛକ ରୁ ଅନ୍ୟ ଏକ ଟିଭିଏସ ଜୁପିଟର ଗାଡି ରୁ ୧୨ କେଜି ଗଂଜେଇ ଜବତ କରି ବୌଦ୍ଧ ଜ଼ିଲ୍ଲା ର ଜିତେନ୍ଦ୍ର ହରିପାଳ ଓ ସୁବର୍ଣ୍ଣପୁର ଜ଼ିଲ୍ଲା ର ତରଭା ଅଞ୍ଚଳ ର ଅଲେଖ କୁମ୍ଭାର କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଅବକାରୀ ଆରକ୍ଷୀ ଅଧିକ୍ଷୀକା ସୁମତି ତ୍ରିପାଠୀ ସୂଚନା ଦେଇ ଛନ୍ତି।