-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||     

HOME   ଜିଲ୍ଲା

ଗଛ କୁ ଭଲ ପାଉଥିବା ଏକ ନିଆରା ମଣିଷ ଅଧ୍ୟାପକ ବିଶେଶ୍ୱର ପାଣିଗ୍ରାହୀ*

20-Aug-2023



-ସୁବର୍ଣ୍ଣପୁର ( ମନୋରଞ୍ଜନ ତ୍ରିପାଠୀ )
କଥା ରେ ଅଛି  ଗଛ ବଞ୍ଚିଲେ ପୃଥିବୀ ବଂଚିବ l ଓ ଅଦା, ତୁଳସୀ ଓ ପିପିଲି,  ଦେହରୁ ରୋଗ କରିଦେବ ଖାଲି l କାହିଁ ଆଦିମ କାଳ ରୁ   ଗଛ ଲତା (ପ୍ରକୃତି) ଓ ମଣିଷ ମଧ୍ୟରେ ନିବିଡ ସମ୍ପର୍କ ରହି ଆସିଛି l ହଁ ଟିକେ ବିଳମ୍ବ ହେଇପାରେ କିନ୍ତୁ ପ୍ରକୃତ ରେ  ଆୟୁର୍ବେଦିକ ଓଷଧିୟ ଗୁଣ ମଣିଷର ରୋଗ କଷ୍ଟ କୁ ସ୍ଥାୟୀ ଭାବେ ଦୂର କରିଥାଏ l ଓ ମଣିଷ କୁ ଦୀର୍ଘାୟୁ କରେ। ହୁଏତ ମଣିଷ ଆଜି ବିଜ୍ଞାନ ରେ ଗବେଷଣା କରି ଆବିଷ୍କାର କରିଛି ନାନାଦି ଔଷଧ l କିନ୍ତୁ ଦିନକୁ ଦିନ ଲୁଚି ଯାଉଛି ଆମ ବାଡି ବଗିଚା ର ଔଷଧିୟ ବୃକ୍ଷ ସବୁ l ମାତ୍ର ବୌଦ୍ଧ ଜିଲ୍ଲାର ପଲସଗୋରା କଲେଜ ର ତର୍କଶାସ୍ତ୍ର ଅଧ୍ୟାପକ  ବିଶେଶ୍ୱର ପାଣିଗ୍ରାହୀ ଙ୍କ ପେଶା ଅଧ୍ୟାପନା ହେଲେ ପରିବେଶ କୁ ଗଛ ଲତା କୁ ଭଲ ପାଇବା ଏକ ନିଶା ତାଙ୍କର l ନିଜ ଚାଷ ଗାଁ ପରତଲା ଓ ସୋନପୁର ପାଣିଶିଆଳି ସ୍ଥିତ ଵାସ ଭବନ ରେ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ରୋପଣ ଓ ତାରି ଯତ୍ନ କରି ଲୋକଙ୍କୁ ଚାରା ମଧ୍ୟ ବଣ୍ଟନ କରନ୍ତି ଓ ଲୋକ ଙ୍କୁ ସଚେତନ କରନ୍ତି l  ଆଜି ସକାଳେ ଶ୍ରୀ ପାଣିଗ୍ରାହୀ ସୁବର୍ଣ୍ଣପୁର କଲେକ୍ଟର ଅଫିସ ସମ୍ବୁଖ ରେ ପହଂଚି ସ୍ୱଚ୍ଛ ଭାରତ  ଓ ପୋଲିସ କର୍ମକର୍ତ୍ତା ଙ୍କୁ ପିପିଲି ଓ ବିଭିନ୍ନ ପ୍ରକାର ଚାରା ବଣ୍ଟନ କରି ଏହାର ଔଷଧୀୟ ଗୁଣ ଓ ଉପକାରିତା ଉପରେ ସଚେତନ କରିଥିଲେ l ଏହା ତାଙ୍କର ବ୍ୟକ୍ତିଗତ ଲାଭ ପାଇଁ ନୁହେଁ  ମାତ୍ର ମିଳିଛି ଏଥିରେ ତାଙ୍କୁ ଖୁବ ଆତ୍ମ ସନ୍ତୋଷ l  ଲେମନ୍ ଗ୍ରାସ, ପିପିଲି, ହଳଦୀ, ଘି କୁଆଁରି, ଗଙ୍ଗ ଶିଉଳି, ନିମ୍ବ, ତଥା ବିଭିନ୍ନ ପ୍ରଜାତିର ଗଛ ର ସମାହାର ଦେଖିବାକୁ ମିଳେ ତାଙ୍କ ଗାଁ ବଗିଚା ରେ l  ଅଧ୍ୟାପନା ପରେ  ବଳକା ସମୟ ତକ ସେ ଗଛ ର ଯତ୍ନ ନେଇଥାନ୍ତି l 500 ରୁ ଉର୍ଧ୍ଵ ବିଭିନ୍ନ ଭେରାଇଟି ର ଆମ୍ବ ଗଛ, ନାନା ଔଷଧୀୟ ଗଛ ସବୁ ର ଏକ ବିରାଟ ବଗିଚା ର ଯତ୍ନ ନେଉଛନ୍ତି ଶ୍ରୀ ପାଣିଗ୍ରାହୀ l ଏବଂ ଚାରା ଓ ଗଛ ର ଔଷଧୀୟ ପତ୍ର, ଫଳ ଅନେକ ଲୋକ ଙ୍କୁ ବାଣ୍ଟିଲେ ଓ ବଗିଚା ର ସବୁଜ ପରିବେଶ କୁ ନିଜେ ଉପଭୋଗ କରି ଲୋକ ଙ୍କୁ ବଗିଚା ରେ ଭ୍ରମଣ କରାଇ ଏହାର ଖୁସି ମଜା ବାଣ୍ଟିଲେ ନିଜ କୁ ଖୁବ ଆତ୍ମ ସନ୍ତୋଷ ମିଳେ ବୋଲି ଅଧ୍ୟାପକ ଶ୍ରୀ ପାଣିଗ୍ରାହୀ ମିଡ଼ିଆ କୁ ପ୍ରତିକ୍ରିୟା  ରଖି ଛନ୍ତି  l


News Comment




Photo in News

Advertisment
Lastest News
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    29-Jun-2026

You Might Also Like