-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Dec-2020
ସମ୍ବଲପୁର(ଦେବାଶିଷ ବେହେରା): ରାଇସମିଲରେ ଚାଷୀଙ୍କୁ ମାଡ଼ । ସମ୍ବଲପୁର ବୈଜାମୁଣ୍ଡାରୁ ଆସିଛି ଏଭଳି ଖବର । ଧାନ ମିଲରେ କଟନି ଛଟନିକୁ ନେଇ ବିରୋଧ କରିବାରୁ ଚାଷୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଟାମ୍ପରକେଲାର ଚାଷୀ ବିଭୂତି ପ୍ରଧାନଙ୍କୁ ଗ୍ରାମ୍ୟଦ୍ୟୋଗୀ ରାଇସମିଲର କର୍ମଚାରୀ ମାଡ଼ ମାରି ଲହୁ ଲୁହାର କରିଦେଇଛନ୍ତି । ସେପଟେ ପ୍ରତିବର୍ଷ ଏଠାରେ କଟନି ଛଟନି ହେଉଥିବା ନେଇ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଆସୁଛି । ସେପଟେ ମିଲର କର୍ମଚାରୀଙ୍କୁ ଗିରଫ କରାଯାଉ ବୋଲି ଧାରଣା ଦେଇଛନ୍ତି ସ୍ଥାନୀୟ ଚାଷୀ ।