କଟକ ରାଜାବଗିଚା ଠାରେ ବାସ କରୁଥିବା ସୂର୍ଯ୍ୟନାରାୟଣ ଦାସ ଓ ରିନା ଦାସଙ୍କ ପୁଅ ଶୁଭ୍ରାଂଶୁ ଡିପିଏସ୍‌ କଳିଙ୍ଗର ଦ୍ବାଦଶ ଶ୍ରେଣୀର ଛାତ୍ର। ସେ ଏବେ ଡ଼୍ରାମା, ମିଷ୍ଟ୍ରି ଓ ଫିକ୍‌ସନ ଉପରେ ଆଧାରିତ ବହି ‘ଦି ବ୍ଲୁ ବଟରଫ୍ଲାଏ ଡ଼ାଇମଣ୍ତ’, ବ୍ୟାକ୍‌ ଟୁ ୱେଷ୍ଟ ଆଫ୍ରିକା ଭଳି ବହି ଆମେରିକାନ୍‌ ‌େଲଖିକା ପାମ୍‌ ରସଙ୍କ ସହ ମିଶି ‌େଲଖୁଛନ୍ତି। ତାଙ୍କର ଏହି ବହିର ପ୍ରଥମ ଭାଗକୁ ଆମାଜନ୍‌ ପବ୍ଲିସ୍‌ କରିଥିବାବେଳେ ଦ୍ବିତୀୟ ଭାଗର ଲେଖା ଜାରି ରହିଛି। ଶୁଭ୍ରାଂଶୁ କହିବା ଅନୁଯାୟୀ ୫ ବର୍ଷ ବୟସରୁ ବହି ପଢ଼ିବା ପ୍ରତି ତାଙ୍କର ଆଗ୍ରହ ବଢିଥିଲା ଏବଂ ଏହା ତାଙ୍କର ନିଶା ପାଲଟି ଯାଇଥିଲା। ପିଲାବେଳୁ ବାପାମା’ଙ୍କ ଠାରୁ ଗପ ଶୁଣୁଥିଲେ। ପରେପରେ ପଢିବାର ଆଗ୍ରହ ସହିତ ଲେଖିବା ପ୍ରତି ଆଗ୍ରହ ବଢିଲା। ଭଳି କି ଭଳି ଗପ ଓ କବିତା ଲେଖି ତାହାକୁ ସୋସିଆଲ ମିଡ଼ିଆରେ ସେୟାର କରିବା ଆରମ୍ଭ କରିଥିଲେ। ହ୍ବାଟ୍‌ସଆପ୍‌ର ଏକ ଗ୍ରୁପରେ ତାଙ୍କର ‌ଏକ ଗପ ସେୟାର କରିଥିଲେ। ଆମେରିକାନ୍‌ ଲେଖିକା ପାମ୍‌ ରସ ସେହି ଗପ ପଢ଼ି ତାଙ୍କ ସହ ଯୋଗାଯୋଗ କରିଥିଲେ। ଏବଂ ତାଙ୍କ ସହ ମିଶି ଗପ ଲେଖିବାକୁ ପରାମର୍ଶ ଦେଇଥିଲେ। ଦେଶରେ ପ୍ରଥମ ବ୍ୟକ୍ତି ଭାବେ ଆମାଜନ୍‌ ପାଇଁ ଲେଖିବାର ସୁଯୋଗ ପାଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଶୁଭ୍ରାଂଶୁ କହିଛନ୍ତି। ଆଗକୁ ପାଠ ପଢ଼ା ଜାରି ରଖିବା ସହ ଅଧିକରୁ ଅଧିକ ଗପ ଲେଖିବେ। ଆଗକୁ ଇଂରାଜୀ ସାହିତ୍ୟରେ ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶୁଭ୍ରାଂଶୁ କୁହନ୍ତି।

"/>

-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

କଟକ କିଶୋର ଲେଖକ ଶୁଭ୍ରାଂଶୁଙ୍କ କରିସ୍ମା; ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ଲେଖକ ମାନ୍ୟତା

13-Dec-2020



(ପ୍ରେରଣା ଖବର) କଟକ: ବୟସ ମାତ୍ର ୧୭। କିନ୍ତୁ ଏହି ବୟସରେ ସେ ଆନ୍ତର୍ଜାତୀୟ ଫିକସନ ଲେଖକ ମାନ୍ୟତା ପାଇଲେଣି। କଟକର ୧୭ ବର୍ଷର ବାଳକ ଶୁଭ୍ରାଂଶୁ ଦାସଙ୍କର ଏହି କୀର୍ତ୍ତି ଏବେ ଅନେକଙ୍କୁ ଚକିତ କରିଥିବା ବେଳେ ସେ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ଶୁଭ୍ରାଂଶୁ ଆମାଜନ୍‌ ପାଇଁ ଆମେରିକାନ୍‌ ଲେଖକଙ୍କ ସହ ଭିନ୍ନ ଭିନ୍ନ ପ୍ରକାରର ବହି ଲେଖୁଛନ୍ତି। ପିଲା ଦିନରୁ ଗପ ଓ କବିତା ଲେଖୁଥିବା ଶୁଭ୍ରାଂଶୁଙ୍କ ଲେଖା ହ୍ବାଟ୍‌ସଆପର ଏକ ଗ୍ରୁପରେ ଦେଖି ବେଶ ଆକ‌ର୍ଷିତ ହୋଇଥିଲେ ଆମେରିକାନ୍‌ ଲେଖିକା ପାମ୍‌ ରସ। ସେ ତାଙ୍କ ସହ ଯୋଗାଯୋଗ କରି ଏହି ସୁଯୋଗ ଦେବା ପରେ ଶୁଭ୍ରାଂଶୁଙ୍କ ଜୀବନରେ ଆସିଛି ଏବେ ବଡ ଧରଣର ପରିବର୍ତ୍ତନ। କଟକ ରାଜାବଗିଚା ଠାରେ ବାସ କରୁଥିବା ସୂର୍ଯ୍ୟନାରାୟଣ ଦାସ ଓ ରିନା ଦାସଙ୍କ ପୁଅ ଶୁଭ୍ରାଂଶୁ ଡିପିଏସ୍‌ କଳିଙ୍ଗର ଦ୍ବାଦଶ ଶ୍ରେଣୀର ଛାତ୍ର। ସେ ଏବେ ଡ଼୍ରାମା, ମିଷ୍ଟ୍ରି ଓ ଫିକ୍‌ସନ ଉପରେ ଆଧାରିତ ବହି ‘ଦି ବ୍ଲୁ ବଟରଫ୍ଲାଏ ଡ଼ାଇମଣ୍ତ’, ବ୍ୟାକ୍‌ ଟୁ ୱେଷ୍ଟ ଆଫ୍ରିକା ଭଳି ବହି ଆମେରିକାନ୍‌ ‌େଲଖିକା ପାମ୍‌ ରସଙ୍କ ସହ ମିଶି ‌େଲଖୁଛନ୍ତି। ତାଙ୍କର ଏହି ବହିର ପ୍ରଥମ ଭାଗକୁ ଆମାଜନ୍‌ ପବ୍ଲିସ୍‌ କରିଥିବାବେଳେ ଦ୍ବିତୀୟ ଭାଗର ଲେଖା ଜାରି ରହିଛି। ଶୁଭ୍ରାଂଶୁ କହିବା ଅନୁଯାୟୀ ୫ ବର୍ଷ ବୟସରୁ ବହି ପଢ଼ିବା ପ୍ରତି ତାଙ୍କର ଆଗ୍ରହ ବଢିଥିଲା ଏବଂ ଏହା ତାଙ୍କର ନିଶା ପାଲଟି ଯାଇଥିଲା। ପିଲାବେଳୁ ବାପାମା’ଙ୍କ ଠାରୁ ଗପ ଶୁଣୁଥିଲେ। ପରେପରେ ପଢିବାର ଆଗ୍ରହ ସହିତ ଲେଖିବା ପ୍ରତି ଆଗ୍ରହ ବଢିଲା। ଭଳି କି ଭଳି ଗପ ଓ କବିତା ଲେଖି ତାହାକୁ ସୋସିଆଲ ମିଡ଼ିଆରେ ସେୟାର କରିବା ଆରମ୍ଭ କରିଥିଲେ। ହ୍ବାଟ୍‌ସଆପ୍‌ର ଏକ ଗ୍ରୁପରେ ତାଙ୍କର ‌ଏକ ଗପ ସେୟାର କରିଥିଲେ। ଆମେରିକାନ୍‌ ଲେଖିକା ପାମ୍‌ ରସ ସେହି ଗପ ପଢ଼ି ତାଙ୍କ ସହ ଯୋଗାଯୋଗ କରିଥିଲେ। ଏବଂ ତାଙ୍କ ସହ ମିଶି ଗପ ଲେଖିବାକୁ ପରାମର୍ଶ ଦେଇଥିଲେ। ଦେଶରେ ପ୍ରଥମ ବ୍ୟକ୍ତି ଭାବେ ଆମାଜନ୍‌ ପାଇଁ ଲେଖିବାର ସୁଯୋଗ ପାଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଶୁଭ୍ରାଂଶୁ କହିଛନ୍ତି। ଆଗକୁ ପାଠ ପଢ଼ା ଜାରି ରଖିବା ସହ ଅଧିକରୁ ଅଧିକ ଗପ ଲେଖିବେ। ଆଗକୁ ଇଂରାଜୀ ସାହିତ୍ୟରେ ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶୁଭ୍ରାଂଶୁ କୁହନ୍ତି। କଟକ: ବୟସ ମାତ୍ର ୧୭। କିନ୍ତୁ ଏହି ବୟସରେ ସେ ଆନ୍ତର୍ଜାତୀୟ ଫିକସନ ଲେଖକ ମାନ୍ୟତା ପାଇଲେଣି। କଟକର ୧୭ ବର୍ଷର ବାଳକ ଶୁଭ୍ରାଂଶୁ ଦାସଙ୍କର ଏହି କୀର୍ତ୍ତି ଏବେ ଅନେକଙ୍କୁ ଚକିତ କରିଥିବା ବେଳେ ସେ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ଶୁଭ୍ରାଂଶୁ ଆମାଜନ୍‌ ପାଇଁ ଆମେରିକାନ୍‌ ଲେଖକଙ୍କ ସହ ଭିନ୍ନ ଭିନ୍ନ ପ୍ରକାରର ବହି ଲେଖୁଛନ୍ତି। ପିଲା ଦିନରୁ ଗପ ଓ କବିତା ଲେଖୁଥିବା ଶୁଭ୍ରାଂଶୁଙ୍କ ଲେଖା ହ୍ବାଟ୍‌ସଆପର ଏକ ଗ୍ରୁପରେ ଦେଖି ବେଶ ଆକ‌ର୍ଷିତ ହୋଇଥିଲେ ଆମେରିକାନ୍‌ ଲେଖିକା ପାମ୍‌ ରସ। ସେ ତାଙ୍କ ସହ ଯୋଗାଯୋଗ କରି ଏହି ସୁଯୋଗ ଦେବା ପରେ ଶୁଭ୍ରାଂଶୁଙ୍କ ଜୀବନରେ ଆସିଛି ଏବେ ବଡ ଧରଣର ପରିବର୍ତ୍ତନ।

କଟକ ରାଜାବଗିଚା ଠାରେ ବାସ କରୁଥିବା ସୂର୍ଯ୍ୟନାରାୟଣ ଦାସ ଓ ରିନା ଦାସଙ୍କ ପୁଅ ଶୁଭ୍ରାଂଶୁ ଡିପିଏସ୍‌ କଳିଙ୍ଗର ଦ୍ବାଦଶ ଶ୍ରେଣୀର ଛାତ୍ର। ସେ ଏବେ ଡ଼୍ରାମା, ମିଷ୍ଟ୍ରି ଓ ଫିକ୍‌ସନ ଉପରେ ଆଧାରିତ ବହି ‘ଦି ବ୍ଲୁ ବଟରଫ୍ଲାଏ ଡ଼ାଇମଣ୍ତ’, ବ୍ୟାକ୍‌ ଟୁ ୱେଷ୍ଟ ଆଫ୍ରିକା ଭଳି ବହି ଆମେରିକାନ୍‌ ‌େଲଖିକା ପାମ୍‌ ରସଙ୍କ ସହ ମିଶି ‌େଲଖୁଛନ୍ତି। ତାଙ୍କର ଏହି ବହିର ପ୍ରଥମ ଭାଗକୁ ଆମାଜନ୍‌ ପବ୍ଲିସ୍‌ କରିଥିବାବେଳେ ଦ୍ବିତୀୟ ଭାଗର ଲେଖା ଜାରି ରହିଛି। ଶୁଭ୍ରାଂଶୁ କହିବା ଅନୁଯାୟୀ ୫ ବର୍ଷ ବୟସରୁ ବହି ପଢ଼ିବା ପ୍ରତି ତାଙ୍କର ଆଗ୍ରହ ବଢିଥିଲା ଏବଂ ଏହା ତାଙ୍କର ନିଶା ପାଲଟି ଯାଇଥିଲା। ପିଲାବେଳୁ ବାପାମା’ଙ୍କ ଠାରୁ ଗପ ଶୁଣୁଥିଲେ। ପରେପରେ ପଢିବାର ଆଗ୍ରହ ସହିତ ଲେଖିବା ପ୍ରତି ଆଗ୍ରହ ବଢିଲା। ଭଳି କି ଭଳି ଗପ ଓ କବିତା ଲେଖି ତାହାକୁ ସୋସିଆଲ ମିଡ଼ିଆରେ ସେୟାର କରିବା ଆରମ୍ଭ କରିଥିଲେ। ହ୍ବାଟ୍‌ସଆପ୍‌ର ଏକ ଗ୍ରୁପରେ ତାଙ୍କର ‌ଏକ ଗପ ସେୟାର କରିଥିଲେ। ଆମେରିକାନ୍‌ ଲେଖିକା ପାମ୍‌ ରସ ସେହି ଗପ ପଢ଼ି ତାଙ୍କ ସହ ଯୋଗାଯୋଗ କରିଥିଲେ। ଏବଂ ତାଙ୍କ ସହ ମିଶି ଗପ ଲେଖିବାକୁ ପରାମର୍ଶ ଦେଇଥିଲେ। ଦେଶରେ ପ୍ରଥମ ବ୍ୟକ୍ତି ଭାବେ ଆମାଜନ୍‌ ପାଇଁ ଲେଖିବାର ସୁଯୋଗ ପାଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଶୁଭ୍ରାଂଶୁ କହିଛନ୍ତି। ଆଗକୁ ପାଠ ପଢ଼ା ଜାରି ରଖିବା ସହ ଅଧିକରୁ ଅଧିକ ଗପ ଲେଖିବେ। ଆଗକୁ ଇଂରାଜୀ ସାହିତ୍ୟରେ ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶୁଭ୍ରାଂଶୁ କୁହନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like