-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ନିମ୍ନମାନର ଖାଦ୍ୟ ଦିଆଯାଉଛି ଛାତ୍ରଛାତ୍ରୀ ମାନଙ୍କୁ ।ଦାୟୀ କିଏ ?

09-Aug-2023



ବରଗଡ:-ଅଧିକାଂଶ ଶିକ୍ଷା ବିଭାଗରେ ଶିକ୍ଷକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅବହେଳା ଦେଖିବକୁ ମିଳୁଛି।କେନ୍ଦ୍ର ହେଉ ବା ରାଜ୍ୟ ସରକାର ହେଉ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନେକ ଗୁଢିଏ ସୁବିଧା ମାନ ଯୋଗାଇ ଦେଉଛନ୍ତି। ଷ୍ଟାଇଫେନ ଠାରୁ ନେଇକି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହି ସାଇକେଲ ଜୋତା ଡ୍ରେସ ଏପରିକି ଅତି ଗରିବ ଶ୍ରେଣୀ ପରିବାର ବିଷୟରେ ଚିନ୍ତା କରି ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ସୁବିଧା ମଧ୍ୟ କରିଛନ୍ତି।ହେଲେ ଅଧିକାଂଶ କ୍ଷେତ୍ରରେ ତାହା ସବୁ ଓଲଟା ଦେଖିବାକୁ ମିଲୁଛି।ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଅଧିକ ରୁ ଅଧିକ ଦରମା ଦେଉଛନ୍ତି।ହେଲେ ପ୍ରକୃତ ରେ ତାହା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସଠିକ ପରିଶ୍ରମ କରୁନଥିବା କିଛି ସ୍କୁଲ ମାନଙ୍କରେ ଦେଖିବାକୁ ମିଳୁଛି। କେଉଁ ସ୍କୁଲରେ ପାଣିର ସୁବିଧା ନାହିଁ ତ, କେଉଁ ସ୍କୁଲରେ ଶିକ୍ଷକ ମାନଙ୍କ ପାଇଁ ଆରାମରେ ବସିବା ପାଇଁ ଗଦି ପକା ଚୌକିରେ ପଙ୍ଖା ତଳେ ବସୁଛନ୍ତି। ହେଲେ ଛାତ୍ର ଛାତ୍ରୀ ମାନଙ୍କ କ୍କାସରୁମରେ ପଙ୍ଖାର ବ୍ୟବସ୍ଥା ନାହିଁ।କେତେକ ଶିକ୍ଷକ ଶିକ୍ଷୟିତ୍ରୀ ଠିକ ସମୟରେ ନା ସ୍କୁଲକୁ ଯାଉଛନ୍ତି ନା ସ୍କୁଲକୁ ଆସୁଛନ୍ତି। ଏହାଫଳରେ ସରକାର ଯାହାସବୁ ଯୋଜନା ବ୍ୟବସ୍ଥା ଶିକ୍ଷାକୁ ଆଗେଇ ନେବାପାଇଁ ପ୍ରୟାସ କରିଛନ୍ତି ତାହାସବୁ ବାସ୍ତବରେ ଫେଲ ମାରିଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଳକ କଁଟାବାହାଲ ପଞ୍ଚାୟତର ଗିଦମାଲ ଗାଁ ସରକାର ପ୍ରାଥମିକ ବିଦ୍ୟାଳୟ ଗିଦମାଲ ସ୍କୁଲରେ।ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୭୫ ଜଣ ଛାତ୍ରଛାତ୍ରୀ, ଏବଂ ୨ ଜଣ ଶିକ୍ଷକ।ପ୍ରଧାନ ଶିକ୍ଷକ ଧନେଶ୍ୱର ବରିହା, ଏବଂ ତାଙ୍କ ସହଯୋଗୀ ପ୍ରହଲ୍ଲାଦ ସାହୁ, ଦୁଇଜଣ ଶିକ୍ଷକ ଏହି ସ୍କୁଲରେ ଯୋଗଦେବା ବର୍ଷେ ହେଲାଣି।ଗୋଟିଏ କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ବସାଇ ପାଠ ପଢ଼ାଉଛନ୍ତି ତାହା ଛାତ୍ର ଛାତ୍ରୀ ମାନଙ୍କୁ ଭଲରେ ଜଣା। ଛାତ୍ର ଛାତ୍ରୀ ମାନଙ୍କୁ ସଠିକ ସମୟରେ ନା ସଠିକ ଭାବରେ ମଧ୍ୟାହ୍ନ ଭୋଜନ ମଧ୍ଯ ଦେଉନାହାନ୍ତି।ଗରମ ଗରମ ଦରସିଝା ଭାତ ,ଭାତ କୁ ଥାଲିରେ ନେଇ ଛାତ୍ର ଛାତ୍ରୀ ମାନେ ୧୦,୧୫ ମିନିଟ ଖାଇବା ଆଶାରେ ବସିଛନ୍ତି ହେଲେ ତା ସାଙ୍ଗରେ ଖାଇବାକୁ ନାହିଁ ଡାଲି, ବସାଯାଇଛି ଚୁଲିରେ।ଡାଲି, ଆଳୁ, କେତେ ସିଝା କେତେ ନୁହେଁ ନା ଲୁଣ ଲାଗିଛି ନା ତେଲ, ହଳଦୀ, ଗରମ ଗରମ ଦରସିଝା ପାଣିଆ ଡାଲି ଖାଇବାକୁ ଦିଆଯାଉଛି ଛାତ୍ରଛାତ୍ରୀ ମାନଙ୍କୁ।ସତେ ଯେମିତି ସେମାନେ ଗାଈଗୋରୁ ଙ୍କୁ ଖାଇବାକୁ

ଦେଲାଭଳିଆ।ଯାହାକି ଛାତ୍ରଛାତ୍ରୀ ମାନେ କାହାକୁ କିଛି କହିନପାରି ସେମିତି ଖାଦ୍ୟକୁ ମଧ୍ୟ ଭୋକରେ କେତେ ଖାଉଛନ୍ତି ତ କେତେ ଖାଇ ଫିଙ୍ଗି ଦେଉଛନ୍ତି।ଏହି ବିଷୟରେ ଶିକ୍ଷକ ବା ସେମାନଙ୍କ ଉପସ୍ଥିତ ଅଧିକାରୀ ମାନଙ୍କୁ ପଚାରିଲେ କିଛି ଉତ୍ତର ଦେଉନାହାନ୍ତି କି କେଉଁ ସ୍କୁଲ ର ମଧ୍ୟାହ୍ନ ଭୋଜନର ପରିସ୍ଥିତି କଣ ସେଟା ମଧ୍ୟ ସେମାନଙ୍କୁ ଜଣାନାହିଁ।ଏବେ ପ୍ରଶ୍ନ ଉଠୁଛି ଯେ ସରକାର କାହାପାଇଁ ଶିକ୍ଷା ବ୍ୟବସ୍ଥା କୁ ଆଗେଇ ନେବା ପାଇଁ ଏତେ ସୁବିଧା ଯୋଜନା ପ୍ରଣୟନ କରୁଛନ୍ତି। ଗଣତାନ୍ତ୍ରିକ ଦେଶର ଏହା କଣ ଠିକ। କାହାପାଇଁ ସରକାର ଏତେ ଯୋଜନା କରୁଛନ୍ତି।ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ।ସେମାନଙ୍କ ଉଜ୍ବଳ ଭବିଷ୍ୟତ ଗଢ଼ି ତୋଳିବା ଲକ୍ଷରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୋଟା ଅଙ୍କର ଦରମା ଦେଇ ଚାଲିଛନ୍ତି।କେତେକ ଶିକ୍ଷକଙ୍କ ହିନ କାର୍ଯ୍ୟକ୍ରମ ପାଇଁ ସାରା ଶିକ୍ଷକ ସମାଜ ନିନ୍ଦିତ ହେବା କଣ ଠିକ ?ସମସ୍ତେ ସମାନ ନୁହନ୍ତି।ହେଲେ ପ୍ରକୃତ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସରକାରଙ୍କ ସୁଚିନ୍ତିତ ପଦକ୍ଷେପର ମୂଲ୍ୟ ଦେଉଛନ୍ତି କି ? ନିଜେ ସରକାର ଙ୍କୁ ଠୁ ଦରମା ନେଇ ନିଜ ପିଲାଛୁଆଙ୍କୁ ପ୍ରାଇଭେଟ ସ୍କୁଲରେ ପାଠ ପଢାଉଛନ୍ତି। ଏଥିରେ କଣ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଜଦି ଠିକ ଭାବରେ ଶିକ୍ଷା ଦିଆଯାଇ ପାଠପଢ଼ା କୁ ମନରୁ ମଜବୁତ କରାନଗଲେ ତ କେମିତି ଆଗକୁ ପଢିବେ ନା କେମିତି ଆଗକୁ ବଢିବେ ନା କେମିତି ଶିକ୍ଷା କ୍ଷେତ୍ରରେ ରାଜ୍ୟ ବା ଦେଶର ବିକାଶ ସମ୍ଭବ ହେବ।ଏଥିପ୍ରତି ସରକାର ଦୃଷ୍ଟି ଦେଇ ଯେଉଁ ସବୁ କିଛିଟା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଜାଣିଶୁଣି ଅବହେଳା କରୁଛନ୍ତି ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଙ୍କ ସ୍ୱର ଉଠୁଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like