-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
07-Aug-2023
ବଲାଙ୍ଗିର : ଆଜି ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭlବରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି l ସୂଚନାରୁ ପ୍ରକାଶ ଯେ , ଆଜି ଅପରାହ୍ନରେ ବଲାଙ୍ଗିର ସଦର ବ୍ଲକ ବlନ୍ଧନଘୋର ଗାଁ ରୁ ଏକ ଟି ଭି ଏସ ମୋପେଡ ଗାଡି ରେ 30 ଲିଟର ଦେଶୀ ମଦ ପାଖ କୁଟୁମଡୋଲା ଗାଁ କୁ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଛି l ମଦ ବିକ୍ରି ମାମଲରେ ବlନ୍ଧନଘୋର ଗାଁ ର ଚକlମନ ବୁଡେକଙ୍କୁ ଉଠାଇ ଆଣିଛି ଅବକାରୀ ବିଭାଗ l ବଲାଙ୍ଗିର ଅବକାରୀ ବିଭାଗର ଏସ୍ ଆଇ ସରୋଜ କୁମାର ପରିଡା ଓ ରାମାଶୁ ଷଡଙ୍ଗୀ ଙ୍କ ନେତୃତ୍ଵରେ ଏହି ଚଢାଉ ହୋଇଥିଲା