-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Aug-2023
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗିର ଜ଼ିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଆଦିବାସୀ ନେତା ତଥା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ପ୍ରତିଷ୍ଠାତା ସଭ୍ୟ ବ୍ରଜ ମୋହନ ବିଶୋଇ ଙ୍କୁ ଆଦିବାସୀ କଲ୍ୟାଣ ସଂଘ ଲୋଇସିଂହା ପକ୍ଷରୁ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଗଲା, ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଶ୍ରୀ ବ୍ରଜ ମୋହନ ବିଶୋଇ, ମୁଖ୍ୟବକ୍ତା ଜିଲ୍ଲା ଆଦିବାସୀ ସଂଘ ସଭାପତି ଶ୍ୟାମସୁନ୍ଦର ଭୋଇ, ଆମନ୍ତ୍ରିତ ଅତିଥି ନିହାରରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଆଦିବାସୀ କଲ୍ୟାଣ ସଂଘ ବ୍ଲକ ସଭପତି ଦଶରଥ ଛତ୍ରିଆ, ସମ୍ପାଦକ ଗୋପାଳ ପଧାନ, ସୁରଥ ଧରୁଆ ଦେଓଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି, ସନ୍ତୋଷ ପୁଟା ସଇଁତଲା ବ୍ଲକ ସଭାପତି, ଆଗଲପୁର ବ୍ଲକ କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ, ଯିଏସୟୁ ସଭାପତି ଲଳିତମୋହନ ପୁଟା, ସମ୍ପାଦକ ଚନ୍ଦ୍ରଶେଖର କୁଅଁର, ସ୍ୱତନ୍ତ୍ର କନ୍ଦା ଗୁଣନିଧି ବରିହା ଗୋପାଳ ବିଶ୍ୱାଳ, ନେପାଳ ବର୍ଗେ, ରୁକ୍ମଣ ଧରୁଆ, ଦେବାଶିଷ ବିଶି, ରାଜେଶ ଭୋଇ, ପୂର୍ଣ୍ଣଚନ୍ଦ୍ର ଭୋଇ, ଗୋବିନ୍ଦ ଭୋଇ, ଗୋବିନ୍ଦ ପୁଟା, ପବିତ୍ର ଧରୁଆ, ସମେତ ଆଦିବାସୀ କଲ୍ୟାଣ ସଂଘ ର କର୍ମକର୍ତା ମନ ଉପସ୍ଥିତ ଥିଲେ l